Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ୱ ପରିବେଶ ଦିବସ ଅବସରରେ ପର୍ବତ ଆରୋହଣ କାର୍ଯ୍ୟକ୍ରମ
ଚିତ୍ରକୋଣ୍ଡା : ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନ ବିଭାଗ ସୌଜନ୍ୟ ରେ ପର୍ବତ ଆରୋହଣ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଚିତ୍ରକୋଣ୍ଡା ମେଗାଜନ ଗ୍ରାମ!-->…
“ଅନ୍ତଃ ଜିଲ୍ଲା ପ୍ରଥମ ସି. ଏମ ଟ୍ରଫି କବାଡି ଚାମ୍ପିୟନସିପ ବ୍ରହ୍ମପୁର ଜୋନ ରେ ଉଦଘାଟିତ “
ବ୍ରହ୍ମପୁର : ଆଜି ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ୍ ଇଣ୍ଡୋର ହଲ ରେ ପ୍ରଥମ ସି.ଏମ୍ କପ ଅନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା ଉଦଘାଟନ ହୋଇଯାଇଅଛି। ଏହି ପ୍ରତିଯୋଗିତା ରେ ବ୍ରହ୍ମପୁର ଜୋନ ରେ ମୋଟା ୮ ଗୋଟିଏ ଦଳ ଭାଗ ନେଇଛନ୍ତି, ଯଥା : ମାଲକାନଗିରି, ଗଜପତି, କନ୍ଧମାଳ,!-->…
୫ ଜୁନ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ
ବ୍ରହ୍ମପୁର : ୫ ଜୁନ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଓ ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ସାବତ ଙ୍କ ନିର୍ଦେଶ କ୍ରମେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମଣ୍ଡଳ!-->…
ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିସରରେ ବୃକ୍ଷରୋପଣ ସହ ବ୍ୟାପକ ବନୀକରଣ ପାଇଁ…
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସବୁଜିମାର ସୁରକ୍ଷା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷ ଶ୍ରୀ ସତୀଶ୍ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ!-->…
ମହାନ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ବ୍ରହ୍ମପୁର : ବର୍ତ୍ତମାନ ବିଶ୍ୱ ରେ ଯେପରି ପରିବେଶ ଅବନତି ଘଟୁଛି, ପ୍ରାଣୀ ଜଗତ ବଞ୍ଚିବା କଷ୍ଟକର ହୋଇପଡୁଛି।ଏଣୁ ସବୁ ସ୍ତରରେ ପରିବେଶ ସୁରକ୍ଷା ସହ ବ୍ୟାପକ ବୃକ୍ଷ ରୋପଣ ସହ ସୁରକ୍ଷା କରିବା ଆବଶ୍ୟକ ବୋଲି ଆଜି ମହାନ୍ ସଂଘ୍ ପକ୍ଷ ରୁ ହିଲପାଟଣା କାର୍ଯ୍ୟଳୟ ନିକଟସ୍ଥ ସତ୍ୟ ଭମା କଲ୍ୟାଣୀ!-->…
ଆର୍.ଆଇ. କୋଠା ନିର୍ମାଣ ନେଇ ଆଦିବାସୀ ନେତାଙ୍କ ସହ ଆଲୋଚନା: ଏଡିଏମ୍ଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ବୈଠକ
ମାଲକାନଗିରି, ୫ ଜୁନ: ମାରିୱାଡା ଆର୍.ଆଇ. ସର୍କଲ ଅଧୀନରେ ପ୍ରସ୍ତାବିତ ନୂତନ ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) କୋଠା ନିର୍ମାଣ ସମ୍ପର୍କରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ୍)ଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ!-->…
ମାଲକାନଗିରି ସରକାରୀ ପଲିଟେକନିକରେ ବ୍ୟାପକ ନିଯୁକ୍ତି: ଟାଟା ଇଲେକ୍ଟ୍ରୋନିକ୍ସ ସହ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ…
ମାଲକାନଗିରି : ସ୍ଥାନୀୟ ସରକାରୀ ପଲିଟେକନିକ୍ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚଳିତ କ୍ୟାମ୍ପସ ସିଲେକ୍ସନରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ରଙ୍କ ପ୍ରେରଣା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କ୍ୟାମ୍ପସ!-->!-->!-->…
ଦେଶୀ ବିହନ ସଂରକ୍ଷଣ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ ସମ୍ମିଳନୀ
ବିଷମୁକ୍ତ ଫସଲ ଓ ଋଣ ମୁକ୍ତ ଚାଷୀ ଉପରେ ଗୁରୁତ୍ଵାରୋପ
ସୁନ୍ଦରଗଡ : ପ୍ରକୃତି ଆମ ଜୀବନର ଆଧାର। ଜଳ, ଜଙ୍ଗଲ, ଜମି, ଜୀବଜନ୍ତୁ ଏବଂ ବିହନର ସୁରକ୍ଷା ହିଁ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତର ଭିତ୍ତି। ଦେଶୀ ବିହନ ସୁରକ୍ଷିତ ରହିଲେ ଖାଦ୍ୟ ସୁରକ୍ଷା ନିଶ୍ଚିତ ହେବ ଏବଂ ସୁସ୍ଥ ପରିବେଶ!-->!-->!-->…
କୋରାପୁଟକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ପ୍ରଶାସନର ସଂକଳ୍ପ : ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ
କୋରାପୁଟ : "ଶିଶୁର ହାତରେ ବହି ରହିବ, ହାତୁଡ଼ି ନୁହେଁ" — ଏହି ମହତ୍ ସଂକଳ୍ପକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ବିରୋଧୀ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ!-->…
ଭଙ୍ଗା ଘରେ ବୃଦ୍ଧାଙ୍କ ଦୟନୀୟ ଜୀବନ : ସରକାରୀ ଆବାସ ଅପେକ୍ଷାରେ ନୀଳାବତୀ ମାଝୀ
ଉମରକୋଟ/ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଖାଇରେପେଟ ଗ୍ରାମରେ ଜଣେ ଅସହାୟ ବୃଦ୍ଧା ଆଜିର ଦିନରେ ବି ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୬୯ ବର୍ଷୀୟା ବୃଦ୍ଧା ନୀଳାବତୀ ମାଝୀ ଏକ ଭଙ୍ଗା କୁଡ଼ିଆରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।!-->…