Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜେପି ପକ୍ଷରୁ ବ୍ରହ୍ମପୁରରେ ମେଗା ରକ୍ତ ଦାନ ଶିବିର
ବ୍ରହ୍ମପୁର - ବ୍ରହ୍ମପୁରରେ ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ମେଗା ରକ୍ତଦାନ ଶିବିରଗାନ୍ଧୀ ନଗର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇ ଯାଇଛି।ବହୁ ଯୁବକ ଏଥିରେ ଯୋଗ ଦେଇ ରକ୍ତ ଦାନ କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ପକ୍ଷ ପାଳନ କରାଯାଇ!-->…
ମୋ ବସ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାର ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବ୍ରହ୍ମପୁର ରେଳଷ୍ଟେସନସ୍ଥିତ…
ବ୍ରହ୍ମପୁର : ଗତକାଲି ସନ୍ଧ୍ୟାରେ ମୋ ବସ ରେ କାର୍ଯ୍ୟରତ ବସ ଚାଳକ ମନୋଜ ସାହୁଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଥିଲେ । ଫଳରେ ମନୋଜ ଗୁରୁତର ଭାବେ ଆହତ ହୋଇଥିଲେ।ଖବର ପାଇ ଜି ଆର ପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଚଳକଙ୍କୁ ଉଦ୍ଦାର କରିବା ସହିତ ମେଡ଼ିକାଲ ରେ ଚିକିତ୍ସା ନିମନ୍ତେ!-->…
ଡିପ୍ ଥୋରିଆ ରୋଗ ସଂକ୍ରମଣ ହେବାପରେ ପହଁଚିଲେ ବିଶେଷଜ୍ଞ ଟିମ
ମାଲକାନଗିରି : ମାଲକାନଗିରି ଜିଲାରେ WHO ର ଏକ ସ୍ବତନ୍ତ୍ର ଟିମ୍ । କିଛି ଦିନ ତଳେ ଚିତ୍ରାଙ୍ଗପାଲି ଆଶ୍ରମ ବିଦ୍ୟାଳୟରେ ଡିପ୍ ଥୋରିଆ ରୋଗ ସଂକ୍ରମଣ ହେବା ପରେ ଥଣ୍ଡା କାଶ ଜନିତ ରୋଗର ଶିକାର ହୋଇ ଶିବୁ ମାଡକାମୀ ନାମକ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପରେ କାଲିମେଳା ମେଡିକାଲର ଏକ!-->…
ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ମିଳିବ କେବେ ?
ବାଲିଗୁଡା : ସରକାର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳା ମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ ଓ ବ୍ଲକ!-->…
ବ୍ଲକ କଲୋନୀ ବିଦ୍ୟାଳୟଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଲୋକକଳା-୨୦୨୪ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ଉ.ପ୍ରା. ବିଦ୍ୟାଳୟ ଠାରେ ସିଆରସିସି ସୁଜିତ୍ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ!-->…
କେରଳରୁ ଦାଦନ ଶ୍ରମିକଙ୍କ ମରଶରୀର ଆଣିବାରେ ପଦାରେ ପଡ଼ିଲା ସାଂସଦଙ୍କ ମିଛ ପ୍ରଚାର
ବାଲିଗୁଡା : ପଦାରେ ପଡ଼ିଲା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମିଛ ବାହାବା । କେରଳରୁ ଦାଦନ ଶ୍ରମିକଙ୍କ ମର ଶରୀର ଆଣିବାରେ ସାଂସଦଙ୍କ ସହାୟତା ମିଛ । କୌଣସି ସହାୟତା ମିଳିନଥିବା ବେଳେ ଶବ ଆଣିବାରେ ମଧ୍ୟ ସାଂସଦ କୌଣସି ସହାୟତା କରିନଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ ।!-->…
ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳର ସ୍ଥାୟୀ ସମାଧାନ
ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ର ସ୍ଥାୟୀ ସମାଧାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କାର୍ଯ୍ୟରତ ସିସିଏ ଏବଂ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କିଛିଦିନ ପୂର୍ବେ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିଲା । ପ୍ରଧାନ!-->…
ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବସଷ୍ଟାଣ୍ଡ ଠାରେ ଥିବା ମାଁ ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଟିକାବାଲି ତରଫରୁ ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ହୋଇଯାଇଛି ଏହି ମେଳାରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପଶୁ ଚିକିତ୍ସାଳୟ!-->!-->!-->…
ସଧବା ପାଉଛି ବିଧବାଭତ୍ତା..! :ବିଧବା ମହିଳାଙ୍କୁ ଭତ୍ତା ଏଠାରେ ସାତସପନ…
ଉମରକୋଟ /ଝରୀଗାଁ : ଗରିବ ବିଧବା ମହିଳାଙ୍କୁ ରାଜ୍ୟ ସରକାର ସହାୟତା ପାଇଁ ବିଧବା ଭତ୍ତା ପ୍ରଦାନ ଓଡ଼ିଶାର ସବୁ ଜ଼ିଲ୍ଲାରେ ପ୍ରୋଗତିରେ ଥିବାବେଳେ, ଏମିତି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି ଯୋଉଁଥିରେ ଜଙ୍ଗଳ ଘେରା ପରିବେଶରେ ମୂଳ ନିବାସୀ ଜନ ଜାତି ବସବାସ କରି ଆସୁଛନ୍ତି।!-->!-->!-->…
ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ଚାରିଆଡେ ଗଦା ହୋଇଛି କୁଢ କୁଢ ଆବର୍ଜନା : ସ୍ବଚ୍ଛତା ନା ରେ ଚାଲିଛି…
ହିଞ୍ଜିଳିକାଟୁ ୨୭!୯ ସରକାରୀ ନିର୍ଦ୍ଦେଶାନାମା ପ୍ରକାରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ର ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ମୁନିସିପାଲଟୀ ସହ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ହେଲେ କିଛି ସ୍ଥାନରେ!-->…