Browsing Category

ଆଞ୍ଚଳିକ

ବିରମିତ୍ରପୁରରେ ରଥଯାତ୍ରା ଓ ବାହୁଡ଼ା ପାଇଁ କଟକଣା: ମାଛ, ମାଂସ ଦୋକାନ ବନ୍ଦ ରଖିବାକୁ ପୌରାଞ୍ଚଳର କଡ଼ା ନିର୍ଦ୍ଦେଶ

ବିରମିତ୍ରପୁର: ଆସନ୍ତା ପବିତ୍ର ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିରମିତ୍ରପୁର ପୌରାଞ୍ଚଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପାର୍ବଣର ପବିତ୍ରତା ବଜାୟ ରଖିବା ଲାଗି ସହରର ସମସ୍ତ ଆମିଷ ଦୋକାନ ବନ୍ଦ ରଖିବାକୁ

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗୋଷ୍ଠୀ ବିକାଶ, ସ୍ଥାୟୀ ଜୀବିକା ଓ ସାମାଜିକ ପରିବର୍ତ୍ତନ ଦିଗରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିଜର ପ୍ରୟାସ ଜାରି ରଖିଛି । ଏହିକ୍ରମରେ କମ୍ପାନୀ ବ୍ରହ୍ମପୁରସ୍ଥିତ ନିଜର ପରିଚାଳନା ବିକାଶ କେନ୍ଦ୍ରଠାରେ ସିଏସ୍ଆର୍ ଉତ୍କର୍ଷ

ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ, ତ୍ୟାଗ ଓ କର୍ତ୍ତବ୍ୟ ପରାୟଣର ଉଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଉତ୍ସବ ସମାଜ ପ କ୍ଷରୁ ପାଳିତ ହୋଇ ଯାଇଛିା ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନ

ପାଣିରେ ଡଙ୍ଗା ନା ଡଙ୍ଗାରେ ପାଣି ? ଚିତ୍ରକୋଣ୍ଡାରେ ୨୫୦ରୁ ଅଧିକ ନୂଆ ଡଙ୍ଗା ବର୍ଷାରେ ପଡ଼ିରହିଛି

ମାଲକାନଗିରି : ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ନିର୍ଭରଶୀଳ ଶତାଧିକ ପରିବାରଙ୍କ ଜୀବନଜୀବିକା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନୂତନ ଡଙ୍ଗା ଯୋଗାଣ ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ନିର୍ମାଣ ଶେଷ ହୋଇ ପ୍ରାୟ ଛଅ ମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀଙ୍କ ହାତକୁ ଡଙ୍ଗା

ଭଉଣୀ ଘରୁ ଚୋରି : ଭାଇ ସହିତ ବଣିଆ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ନିକଟସ୍ଥ ବାଦଭୂମି ଗ୍ରାମରେ ଭଉଣୀ ଘରୁ ଚୋରି କରିବା ଅଭିଯୋଗରେ ଭାଇ ସହିତ ବଣିଆକୁ ଗିରଫ କରି ଚୋର ଭାଇ ଠାରୁ ଏକ ନୂଆ ମୋବାଇଲ ସହିତ ୨୫ହଜାର ଟଙ୍କା ଜବତ କରାଯିବା ସହିତ ବଣିଆ ଠାରୁ ଚୋରି ହୋଇଥିବା ସୁନା ମାଳି ଜବତ

ଏକ ମାସ ଧରି ଲାଗି ରହିଛି ବିଦ୍ୟୁତ୍ ସମସ୍ୟା, ଅନ୍ଧାରରେ ଗ୍ରାମବାସୀ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ କୋକେରାମା ପଞ୍ଚାୟତର ଲାଲିଖମଣ ଗ୍ରାମ ଏକ ମାସ ଧରି ବିଦ୍ୟୁତ୍ ବିଭ୍ରାଟର ସମ୍ମୁଖୀନ ହେଉଛି। 50 ରୁ ଅଧିକ ପରିବାର ବିଦ୍ୟୁତ୍ ବ୍ୟବହାର କରନ୍ତି। ଗ୍ରାମବାସୀମାନେ ବାରମ୍ବାର ବିଦ୍ୟୁତ୍ ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଚିଠି

ରାଉରକେଲା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ

ବିରମିତ୍ରପୁର : ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ରାଉରକେଲାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ସମନ୍ୱୟ ବୈଠକ ଡକାଯାଇଥିଲା, ଯେଉଁଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ ଏବଂ ସମନ୍ୱୟ ମଞ୍ଚର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ

ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଚିକିତ୍ସା ଅବହେଳା : ଗୁରୁତର ରୋଗୀଙ୍କୁ ବେଡରୁ କାଢ଼ିବା ଅଭିଯୋଗ

ନୟାଗଡ଼ (ନିସର୍ତ୍ତ) : ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ରୋଗୀଙ୍କୁ ଅବହେଳା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ବେଡ୍‌ରୁ କାଢ଼ି ଦିଆଯାଇଥିବା ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।ଅଭିଯୋଗ ମୁତାବକ ,ନୟାଗଡ

ଚିତ୍ରକୋଣ୍ଡା କପାତୁଟି ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସହିତ କନ୍ଧଗୁଡ଼ା ଗ୍ରାମରେ ‘ମୁଖ୍ୟମନ୍ତ୍ରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଏକ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି

ପାଠ୍ୟ ପୁସ୍ତକରେ ତ୍ରୁଟି ନେଇ ଶିକ୍ଷାବଞ୍ଚାଅ ଆନ୍ଦୋଳନ ଡାକରା ଦେଲା ବିଜେଡି

ମାଲକାନଗିରି : ପାଠ୍ୟ ପୁସ୍ତକରେ ତ୍ରୁଟି ନେଇ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଶିକ୍ଷା ବ୍ୟବସ୍ଥା କୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡଯନ୍ତ୍ର ବିରୁଦ୍ଧରେ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ