Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଉମରକୋଟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୩୩ ଅଭିଯୋଗ ଗ୍ରହଣ, ୩ଟିର ତୁରନ୍ତ ସମାଧାନ
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରପରିଷଦ ସମ୍ମିଳନୀ କକ୍ଷରେ ଆଜି ସୋମବାର ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)!-->…
ଗଞ୍ଜାମ ଜିଲ୍ଲାର ତିନିଗୋଟି ଗାଁ ବିଲୀନ ହେବା ଆଶଙ୍କା : ତୁରନ୍ତ ସ୍ଥାୟୀ ସମୁଦ୍ର ବନ୍ଧ ନିର୍ମାଣ କର- ମାନବ ଅଧିକାର…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କେ.ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ ଓ ବଡ ଆର୍ଯ୍ୟପଲ୍ଲୀ ଗାଁ ବର୍ତ୍ତମାନ ସମୁଦ୍ର କୂଳ ଲଙ୍ଘନ ଯୋଗୁଁ ସମ୍ପୂର୍ଣ୍ଣ ବିପଦପୁର୍ଣ୍ଣ ଅବସ୍ଥାରେ ରହିଛି। ତୁରନ୍ତ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସ୍ଥାୟୀ ସମୁଦ୍ର ବନ୍ଧ!-->…
ସାଇବର ଠକେଇର ଶିକାର ହେଲେ କମ୍ପ୍ୟୁଟର ଶିକ୍ଷକ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅଞ୍ଚଳର ଜଣେ କମ୍ପୁଟର ଶିକ୍ଷକ ଅନଲାଇନ୍ ଠକେଇର ଶିକାର ହୋଇ ମୋଟ ୪୭, ୩୪୪ ଟଙ୍କା ହରାଇଥିବା ଅଭିଯୋଗ ଆସିଛି।ଠକେଇର ଶିକାର ହୋଇଥିବା କମ୍ପ୍ୟୁଟର ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରଥମେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ସହିତ ନୟାଗଡ଼ ସାଇବର!-->…
ଆସିକା ଚୋରା ସୁନା ବ୍ୟବସାୟୀ ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫୋଟ ବ୍ୟବହାର କରି…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିରେ ରହୁଥିବା ଜଣାଶୁଣା ଚୋରା ସୁନା ବ୍ୟବସାୟୀ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲ ତୋଡ଼ା ଦେବାର ଏ.ଆଇ ଫୋଟ ଭାଇରଲ। ଆସିକା ବଜାର ସାହିର ମନ୍ତ୍ରୀ ଆଖ୍ୟା ପାଇ ଥିବା ଚୋରା ସୁନା କାରବାର!-->…
ମା ଡୁମୁଣୀ ଦେବଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ମା ଡୁମୁଣୀ ଦେଵୀଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ମହାଯଜ୍ଞରେ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ!-->…
ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ
ନୟାଗଡ଼ (ନିସର୍ତ୍ତ): ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ ହୋଇ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ସୁନାଖଳା ନିକଟସ୍ଥ କୋଟଗଡ ପାର୍କ ବୁଲିବାକୁ ଚିନ୍ମୟ ପ୍ରଧାନ ଏବଂ ତାଙ୍କର ପରିବାର ଲୋକମାନେ ରବିବାର ଦିନ ଅପରାହ୍ନ!-->…
ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ
ମାଲକାନଗିରି : ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ବାଲାଟ୍ ପେପର୍ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଓ ଗଣତାନ୍ତ୍ରିକ ପଦ୍ଧତିରେ ସଫଳତାର ସହ ସମ୍ପନ୍ନ ହୋଇଛି।
ଏହି ନିର୍ବାଚନ ପ୍ରକ୍ରିୟାରେ!-->!-->!-->…
ବିଜୁଳି ଆଲୁଅରେ ଆଲୋକିତ ହେଲା ଛାତ୍ରାବାସ ଓ ଡାଇନିଂ ହଲ୍
ମାର୍ଚ୍ଚରୁ ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ, ବିଦ୍ୟାଳୟକୁ ମିଳିଲା ସ୍ୱତନ୍ତ୍ର ୩-ଫେଜ୍ ବିଦ୍ୟୁତ୍ ସଂଯୋଗ ।
ମାଲକାନଗିରି : ଦୀର୍ଘ ଦିନ ଧରି ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ ଘଟିବା ପରେ ବିଦ୍ୟାଳୟ ପରିସର, ଛାତ୍ରାବାସ ଓ ଡାଇନିଂ ହଲ୍ ପୁଣିଥରେ ବିଜୁଳି ଆଲୁଅରେ!-->!-->!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ଚାଳକଙ୍କ ମୃତ୍ୟୁ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ରବିବାର ଅପରାହ୍ନ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ମଧୁପଲ୍ଲୀ ଗାଁର ସୋମନାଥ!-->…
ମର୍ମାନ୍ତିକ ସଡ଼କ ଦୁର୍ଘଟଣା : ଗୋଟିଏ ପରିବାରର ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ, ୨ ଜଣ ଗୁରୁତର
ଉମରକୋଟ /ରାଇଘର, (୧୨/୦୭/୨୦୨୬) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେଓଭରଣ୍ଡି ଆଦିବାସୀ ଗ୍ରାମ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ହୃଦୟବିଦାରକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର!-->!-->!-->…