Browsing Category

ଆଞ୍ଚଳିକ

ଏମକେସିଜି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ରୋଗୀ, ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ…

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ ଘଟି ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ମେଡିକାଲର ଦ୍ୱିତୀୟ ମହଲାରେ ଥିବା ଅପରେସନ ଥିଏଟରର (ଓଟି) ନିଶ୍ଚେତକ ବିଭାଗରେ ଗତକାଲି ହଠାତ ନିଆଁ ଲାଗିଯାଇଥିଲା।

କୁକୁଡାଖଣ୍ଡିରେ ବୋମାମାଡ଼କୁ ନେଇ ଉତ୍ତେଜନା : ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ଗାଡ଼ି…

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସକାଳେ ଖଣ୍ଡା ଚୋଟ ଓ ସନ୍ଧ୍ୟାରେ ବୋମାମାଡ଼ ଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି

ବିଦ୍ୟୁତ୍ ସେବାରୁ ସୌର ଶକ୍ତି ପର୍ଯ୍ୟନ୍ତ: ଟିପିଏସ୍ଓଡିଏଲ୍‌କୁ ଦୁଇ ଜାତୀୟ ପୁରସ୍କାର

ଉତ୍ତମ ବିଦ୍ୟୁତ୍ ବଣ୍ଟନ ଓ ୟୁଏଲ୍‌ଏ ମଡେଲ୍‌ ଅଧୀନରେ ଛାତରେ ସୌର ଶକ୍ତି ଗ୍ରହଣ ପାଇଁ ସ୍ୱୀକୃତି ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)କୁ ନୂଆଦିଲ୍ଲୀରେ ଆୟୋଜିତ ‘

ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଧୂମଧାମରେ ଶ୍ରୀଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ର କର୍ତ୍ତା ଭାବେ ରହି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ

ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ

ବାଲିଗୁଡ଼ା : ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଷ ଙ୍କ ପୂଜାକୁ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ଭକ୍ତିମୟ ପରିବେଶ। ବିପୁଳ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଷ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ

ମୃତ୍ୟୁକୁ ନିମନ୍ତ୍ରଣ ଦେଉଛି ୪୪୦ ଭୋଲ୍ଟ୍‌ର ଖୋଲା ବିଦ୍ୟୁତ୍ ତାର

ଏମ୍‌ଭି-୬୬ ନିକଟରେ ମାତ୍ର ୭ ଫୁଟ ଉଚ୍ଚରେ ଝୁଲୁଛି ତାର, ବାଉଁଶ ପତ୍ର ଛୁଇଁଲେ ଲାଗୁଛି ବିଦ୍ୟୁତ୍ ଝଟକା । ମାଲକାନଗିରି ୧୩/୯ : ରାସ୍ତା ପାର୍ଶ୍ୱରେ ମାତ୍ର ପ୍ରାୟ ୭ ରୁ ୮ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚମାନର ଖୋଲା ବିଦ୍ୟୁତ୍ ତାର। ତାର ନିକଟରେ ଥିବା ବାଉଁଶ ଗଛର ପତ୍ର କିମ୍ବା ଡାଳ ତାର

ନାଚୁଣୀ ପୋଲିସର ବଡ଼ ଧରପକଡ଼, ୨୭ ଲିଟର ବେଆଇନ ବିୟର ଜବତ, ଯୁବକ ଗିରଫ

ନାଚୁଣୀ (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ବେଆଇନ ମଦ ବିକ୍ରି ଓ ଚାଲାଣ ବିରୁଦ୍ଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ନାଚୁଣୀ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି | ଗତକାଲି ନାଚୁଣୀ ଥାନା ପୋଲିସ ପକ୍ଷରୁ ବିଞ୍ଝଳା ଅଞ୍ଚଳରେ

ବନ୍ଦ ଘରୁ ଚୋରି ମାମଲାର ପର୍ଦ୍ଦାଫାସ : ଶିକ୍ଷୟିତ୍ରୀଙ୍କ ସମେତ ୨ ମହିଳା ଓ ୨ ଯୁବକ ଗିରଫ, ଚୋରି ସାମଗ୍ରୀ ଜବତ

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାଏବଗା ରୋଡ୍ ଅଞ୍ଚଳରେ ଘଟିଥିବା ବନ୍ଦ ଘର ଚୋରି ଘଟଣାର ପର୍ଦ୍ଦାଫାସ କରିବାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କ ସମେତ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ଗିରଫ

ବାଲି ମାଫିଆଙ୍କ ରାଜ୍ : ମାଇନ୍ସ ବିଭାଗର ଭୂମିକା ନେଇ ଉଠିଲା ପ୍ରଶ୍ନ

ଉମରକୋଟ : ଉମରକୋଟ ବ୍ଲକ ବଡ଼ ଭରଣ୍ଡି ପଞ୍ଚାୟତ ଅଧୀନ ପୂଜାରୀଗୁଡ଼ା ଚିଙ୍ଗିଡ଼ିଘାଟ ନଦୀରୁ ବାଲି ଉତ୍ତୋଳନ ଓ ଚାଲାଣକୁ ନେଇ ଅଭିଯୋଗ ଉଠିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ପ୍ରତିଦିନ ବହୁ ସଂଖ୍ୟକ ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିବା ଅଭିଯୋଗ ରହିଛି। ସକାଳ ସମୟରେ ବାଲି ଉତ୍ତୋଳନ

ପ୍ରଧାନ ଶିକ୍ଷକଙ୍କୁ ମାଡ଼ ଅଭିଯୋଗ, ଥାନାର ଦ୍ୱାରସ୍ଥ

ପାଲଟା ଅଭିଯୋଗ ଆଣିଲେ ଶିଶୁ ବାଟିକା ଶିକ୍ଷୟିତ୍ରୀ, ଦୁଇଟି ଅଭିଯୋଗକୁ ନେଇ ପୁଲିସର ତଦନ୍ତ ଉମରକୋଟ/ରାଇଘର : ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷା ସହ ଶୃଙ୍ଖଳାର ପାଠ ପଢ଼ାଯାଏ। ହେଲେ ଏହି ଶିକ୍ଷାନୁଷ୍ଠାନ ପରିସରରେ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ଉପୁଜିଥିବା ବିବାଦ ଏବେ ଚର୍ଚ୍ଚାର ବିଷୟ