Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ୱାଭିମାନ ଅଂଚଳରୁ ବିଏସଏଫ ଯବାନ ଦ୍ୱାରା ମାଓ ଡମ୍ପ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଘନବେଢାଏବଂ ଗୋରାସେତୁ 177ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ମାଓ ଡମ୍ପ ଉଦ୍ଧାର l ମିଳିଥିବା ସୂଚନା ଅନୁଯାଇ ଘନବେଢାଏବଂ ଗୋରାସେତୁ ବିଏସଏଫ କ୍ୟାମ୍ପ ଯବାନକୁ ଅଣ୍ଡ୍ରାପାଲି ପଂଚାୟତ ଅନ୍ତର୍ଗତ!-->…
ସାମ୍ୱାଦିକଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ
ମାଲକାନଗିରି : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କ ନିମନ୍ତେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଉଛି । ଚଳିତ ବର୍ଷ ମଧ୍ଯ ବିଭାଗ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ସ୍ଵୀକୃତି!-->…
ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉପାନ୍ତ ଅଞ୍ଚଳ ରାଇଘର ବ୍ଲକର ଟିମନପୁର ପଞ୍ଚାୟତର ଗୋଟିଏ ଗ୍ରାମରେ ରାସ୍ତା ଖରାପ ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଫଳରେ ନବଜାତ ଶିଶୁ ପୁତ୍ର ମୃତ୍ୟୁ । ସୂଚନା ପ୍ରକାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି!-->…
ବାସନାପଲ୍ଲୀ ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦଯାପିତ
ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ହର୍ଷ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି। ବାସନାପଲ୍ଲୀ ଗ୍ରାମର ଯୁବ କମିଟି ମାନଙ୍କ ଦ୍ଵାରା ମା ଗଜଲକ୍ଷ୍ମୀ ପୂଜା ଦୀର୍ଘ ୨୫ବର୍ଷ ଧରି ହୋଇଆସୁଥିବା ବେଳେ ଚଳିତ ବର୍ଷ ସାତ ଦିନ!-->…
ସାପ୍ତାହିକ ହାଟରେ ଚାଲିଛି ବେଧଡକ ଭାବେ ଜୁଆଖେଳ ଓ କୁକୁଡା ଲଢେଇ
ମାଲକାନଗିରି ୨୩/୧୦ : ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଟିଗଲ ଗ୍ରାମରେ ସାପ୍ତାହିକ ହାଟ ଚାଲିଥିବା ବେଳେ ହାଟ ଠାରୁ କିଛି ଦୂରରେ ବେଧଡକ ଭାବେ ଜୁଆ ଖେଳ ଓ କୁକୁଡା ଲଢେଇ ଚାଲିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ବୁଧବାର ଟିଗଲ ସାପ୍ତାହିକ ହାଟ ଚାଲିଥିଲା ବେଳେ ଏହି ହାଟ!-->…
ସାମ୍ଭାବ୍ୟ ବାତ୍ୟାକୁ ନେଇ ସକ୍ରିୟ କଳାବଜାରୀ : ପ୍ରଶାସନ ର ଲଗାମ ନାହିଁ..
ପନିପରିବା ଦର ବୃଦ୍ଧି, ବଜାରରୁ ଆଳୁ ଉଭାନହିଞ୍ଜିଳିକାଟୁ : ପାଣିପାଗ ବିଭାଗର ପୂର୍ବନୁମାନ ପ୍ରକାରେ ଓଡିଶାରେ ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମଗ୍ର ଓଡିଶାବାସୀ ଆତଙ୍କିତ । ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ!-->…
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସହାୟତାରେ ସ୍ୱାବଲମ୍ବୀ ହେଲେ ଯୁବ ଉଦ୍ୟୋଗୀ
ଫୁଲବାଣୀ : ଆଦିବାସୀ ପରିବାର ମାନଙ୍କର ଉନ୍ନତି ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦେକ୍ଷପ ନିଆଯାଉଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ । କନ୍ଧମାଳ ଜିଲ୍ଲାରେ ସମନ୍ୱିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ଫୁଲବାଣୀ ତରଫରୁ ୦୩ ଗୋଟି ବ୍ଲକର ବିଭିନ୍ନ!-->…
ଦକ୍ଷିଣ ଓଡିଶା ନାଟକରେ ଦକ୍ଷ ବିନ୍ଧାଣୀଙ୍କ ଦଖଲ
ବାଲିଗୁଡା : ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପୌରାଣିକ ନାଟକରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ l ଦକ୍ଷିଣ ଓଡିଶା ର ବିଭିନ୍ନ ମଞ୍ଚରେ ଦକ୍ଷ ଙ୍କୁ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ରେ ହନୁମାନ ଭୂମିକାରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ!-->…
ସବ୍ ଡିଭିଜନସ୍ତରୀୟ ଗ୍ରାମୀଣ ଡାକମେଳା ଅନୁଷ୍ଠିତ
ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମ ପଞ୍ଚାୟତ କାର୍ଯାଳୟ ଠାରେ ଦିଗପହଣ୍ଡି ସବ୍ ଡିଭିଜନ ସ୍ତରୀୟ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ପଣ୍ଡା ପୂର୍ବତନ ଡାକ!-->…
ବିସିଜି ଟିକାନେଇ ଅସୁସ୍ଥ ଘଟଣା : କ୍ଷେତ୍ର ପରିଦର୍ଶନ ଓ ସଚେତନ କଲା ଜିଲା ସ୍ୱାସ୍ଥ୍ୟ ଟିମ୍
ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବିସିଜି ଟିକା ନେଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ନେଇ ୨୧ ତାରିଖରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ଗୁରୁତ୍ବ ଦେଇ ଜିଲା ସ୍ବାସ୍ଥ୍ୟ ଟିମ କ୍ଷେତ୍ର ପରିଦର୍ଶନ କରିବା ସହ ଅସୁସ୍ଥଙ୍କୁ ଭେଟି ସଚେତନତା କରାଇଛନ୍ତି।!-->…