Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ହାଟପଦାସାହି ପରିକ୍ରମା, ମହିରାବଣ ବଧ ଓ ତରଣୀସେନ ବଧ ମଞ୍ଚସ୍ଥ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୨୫ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୮ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା!-->…
ବ୍ଲକ ସମିତି ବୈଠକ ବର୍ଜନ ସହ ପ୍ରଶାସନ ବିରୋଧରେ ଗର୍ଜିଲେ ସରପଞ୍ଚ ଓ ସମିତି ମେମ୍ବର
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବ୍ଲକର ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିବାର ଦୁଇ ମାସ ବିତିବାକୁ ବସିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷ୍ୟରୁ ଅନାସ୍ଥା ଭୋଟ ଗ୍ରହଣ ପାଇଁ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
ବ୍ଲକ ସମିତି ବୈଠକ ବର୍ଜନ ସହ ପ୍ରଶାସନ ବିରୋଧରେ ଗର୍ଜିଲେ ସରପଞ୍ଚ ଓ ସମିତି ମେମ୍ବର
ମାଲକାନଗିରି : ଜିଲ୍ଲା ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବ୍ଲକର ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିବାର ଦୁଇ ମାସ ବିତିବାକୁ ବସିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷ୍ୟରୁ ଅନାସ୍ଥା ଭୋଟ ଗ୍ରହଣ ପାଇଁ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି!-->…
ବଜ୍ରାଘାତରେ ଜଣେ ମୃତ ତିନି ଆହତ
ଚିକିଟୀ : ଏହି ବ୍ଲକ ଚାନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାତରଡ଼ାପଲ୍ଲୀ ଗ୍ରାମ ନିକଟ ପାହାଡ଼ ପାଦଦେଶରେ ଶୁକ୍ରବାର ଅପରାହ୍ନରେ ଛେଳି ଚରାଉଥିବା ସମୟରେ ଚାରିଜଣ ବ୍ୟକ୍ତି ବଜ୍ରାଘାତର ଆକ୍ରାନ୍ତ ହୋଇଥିଲେ। ବାତରଡ଼ାପଲ୍ଲୀ ନିକଟ ହରିପୁର ଗ୍ରାମର ପ୍ରାୟ ୫୫ ବର୍ଷ ବୟସ୍କ ଶିବ ପାଇକ ମୃତ!-->…
ଗୋରୁ ବୋଝେଇ ଗାଡ଼ି ଜବତ, ୪ ଗୋରୁ ଉଦ୍ଧାର- ଜଣେ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇ ଗୋରୁ ଚାଲାଣ କରାଯାଉଥିବା ବେଳେ ଶୁକ୍ରବାର ଭୋର ସମୟରେ ସ୍ଥାନୀୟ ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜେଏମଏଫସି ନ୍ୟାୟାଳୟ ନିକଟରୁ ଏକ ଗୋରୁ ବୋଝେଇ ଟାଟା ଏସିଇ(ଓଡ଼ି୦୭ ଜି ୬୩୩୪)କୁ ହିଞ୍ଜିଳି ପୁଲିସ ଜବତ କରିଛି ।!-->…
ଯାତ୍ରୀବାହୀ ବସ ଯୋଗେ କାଠ,ବାଉଁଶ ପରିବହନ : ବନ ବିଭାଗ ନିଦାବିଷ୍ଣୁ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁରେ ଅବସ୍ଥାପିତ ଅଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ଦୀର୍ଘ ବର୍ଷ ଧରି ବିଭାଗଟି ଏଠାରେ କାର୍ଯ୍ୟକ୍ଷମ ଥିଲେ ମଧ୍ଯ ଏଠାରେ ନିଯୁକ୍ତି ହୋଇଥିବା ବନପାଳଙ୍କ ଅନିୟମିତ ଅନୁପସ୍ଥିତି ଯୋଗୁଁ ଜଙ୍ଗଲ ଜାତ ଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ଭାବେ!-->…
ଗଞ୍ଜାମ ଅବକାରୀ ବିଭାଗକୁ ବଡ଼ ସଫଳତା : ୭୦ କିଲୋ ଗଂଜେଇ ଜବତ, ଡ୍ରାଇଭର ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନିଶା ମାଫିଆ ମାନଙ୍କ ଭୁସ୍ୱର୍ଗ ପାଲଟିଛି ନୟାଗଡ଼ ଜିଲ୍ଲା। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ରୀତିମତ ଅପମିଶ୍ରଣ ଦେଶୀ ମଦ ନୟାଗଡ଼ ଜିଲ୍ଲାକୁ ଯାଉଥିବା ଅଭିଯୋଗ ହେଉଛି। ଏବେ ଗ୍ରୀନ ଜହର ବା ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ଦେଇ ନୟାଗଡ଼ ଜିଲ୍ଲା!-->…
ପୁରୀରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ଅନୁଷ୍ଠିତ
ପୁରୀ:ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ ଆଜି ପୁରୀରେ ୨ଦିନିଆ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ର ଉଦଘାଟନ ସମାରୋହ ଅନୁଷ୍ଠିତ କରିଛି । ଏହି ଦୁଇଦିନିଆ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା!-->…
ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ୧୨୭ ବିଏନ, ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳନ କରାଯାଇଥିଲା। ଯୋଗ ଅଭ୍ୟାସ ଏବଂ ଏହାର ଲାଭ ପାଇଁ ସମର୍ପିତ ଏକ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିଆନ୍ କମାଣ୍ଡାଣ୍ଟ ପଙ୍କଜ ବର୍ମା,!-->…
ସ୍ୱଧିନତା ର ୭୬ ବର୍ଷ ପରେ ବି ଅବହେଳିତ ଉମରକୋଟ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତ…
ଶୁଣିବା ହେଉ ହେ ସରକାର...!