Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚୋରା ସୁନା କାରବାର ର ସମ୍ରାଟଙ୍କ ଉପରେ ଇଡ଼ି ଓ ପୋଲିସ ର ଚଢ଼ାଉ କେବେ…..?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିର ଚୋରା ସୁନା କାରବାର କରୁଥିବା ସମ୍ରାଟ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ଉପରେ ଇଡ଼ି ଓ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କେବେ ହେବ ହେବ..?। ପୂର୍ବରୁ ଆସିକା ବଜାର ସାହିରେ ବହୁ ସୁନା ଦୋକାନ ରହିଥିଲା। ବର୍ତ୍ତମାନ କିଛି ହାତ ଗଣତି!-->…
ରାଜଗାଙ୍ଗପୁରରେ ଶାନ୍ତିଶୃଙ୍ଖଳାର ସହ ମହରମ୍ ଶୋଭାଯାତ୍ରା ସମ୍ପନ୍ନ: ସୁରକ୍ଷା ବଳୟରେ ୯ଟି ଆଖଡ଼ା, ଡ୍ରୋନ୍ ଓ…
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ପବିତ୍ର ମହରମ୍ ପର୍ବ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ଓ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। କର୍ବଲାର ଅମର ଶହୀଦଙ୍କ ସ୍ମୃତିଚାରଣ ପୂର୍ବକ ସହରରେ ଆୟୋଜିତ ଏହି ପାରମ୍ପରିକ ଶୋଭାଯାତ୍ରାରେ ମୋଟ ନଅଟି ଆଖଡ଼ା ସାମିଲ ହୋଇଥିଲେ। ଗତ!-->…
ବାଲିଗୁଡାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ ହୋଇଯାଇଛି l ଏଥିରେ ସଂଘ ର କାଳିନ୍ଦୀ ଚରଣ ପଣ୍ଡା ଓ ଅନନ୍ତ କୁମାର ଦାସ ଙ୍କ ସମେତ ଜିଲ୍ଲା ପ୍ରଚାରକ,ସହ ବିଭାଗ ପ୍ରଚାରକ,!-->…
ଏସ୍.ଆଇ.ଆର୍. ସମ୍ପର୍କିତ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର : ଆଜି ଆଭାସୀ ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) ସମ୍ପର୍କିତ ଏକ ସମୀକ୍ଷା ବୈଠକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରି ଏସ୍.ଆଇ.ଆର୍.!-->…
ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ , ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର…
ନୟାଗଡ଼,୨୭/୦୬(ନିସର୍ତ୍ତ) : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟକୁ ଚକାଚକ୍ କରୁଥିବା ବେଳେ ଆଜି ବି ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ଉଚ୍ଚ ବିଦ୍ୟାଳୟ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଠାରେ ସରକାରୀ ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟ!-->…
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି…
ନୟାଗଡ଼ : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଫେରିଛନ୍ତି ଚର୍ଚ୍ଚିତ ବାନା ସାର୍ l ନିଜ ପାଣ୍ଡିତ୍ୟ ପାଇଁ ନୟାଗଡ଼ରେ ସେ ଯେତିକି ଚର୍ଚ୍ଚିତ, କଲେଜ ଅଧ୍ୟକ୍ଷଙ୍କ ସହ ବିବାଦୀୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ ଥିଲେ l ସବୁ ବାଦବିବାଦ ଦୂର ହୋଇ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼!-->…
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ…
ନୟାଗଡ଼,(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାସ । ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦଶ ଅନୁସାରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ!-->…
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ
ନୟାଗଡ଼: ଆର୍ନ୍ତଜାତୀକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧ ସପ୍ତାହ ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିଶା ନିବାରଣ ଜନିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ପତାକା ହଲାଇ ଉଦଘାଟନ କରିଛନ୍ତି l ସମଗ୍ର ଜିଲ୍ଲାର ୮ ଟି ଯାକ ବ୍ଳକ ଏହି ରଥ ପରିକ୍ରମା କରି ନିଶା ପାନ!-->…
ଷ୍ଟ୍ରିଟଲାଇଟ୍ ଲଗାଇବାରେ ସାଙ୍ଘାତିକ ଦୁର୍ନୀତି : ଭିଜିଲାନ୍ସର ୮ ଟିମର ଜିଲ୍ଲାବ୍ୟାପୀ ତନାଘନା
ନୟାଗଡ : ତତ୍କାଳୀନ ବିଜେଡି ସରକାର ସମୟରେ ପଞ୍ଚାୟତ ଗୁଡିକରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକର ରକ୍ଷଣବେକ୍ଷଣ ଓ ମରାମତିରେ ସାଙ୍ଘାତିକ ଦୁର୍ନୀତି ନେଇ ସର୍ବଦା ଅଭିଯୋଗ ହେଉଥିଲା ।ଜିଲ୍ଲା ଭିଜିଲାନ୍ସର ୮ ଟି ଟିମ୍ ଜିଲ୍ଲାର ୨୦ରୁ ଉର୍ଦ୍ଧ୍ବ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ!-->…
ଟିପିଏସ୍ଓଡିଏଲ ତରଫରୁ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ
• କର୍ମଚାରୀଙ୍କ ମିଳିତ ପ୍ରୟାସରେ ୨୫୦କି.ଗ୍ରାରୁ ଅଧିକ ଆବର୍ଜନା ସଂଗ୍ରହ
ବ୍ରହ୍ମପୁର, ଜୁନ୍ : ପରିବେଶ ସଂରକ୍ଷଣ ଏବଂ ସମାଜ କଲ୍ୟାଣ ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାସ୍ଥିତ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ!-->!-->!-->…