Browsing Category

ଆଞ୍ଚଳିକ

ଆସିକା ରେ ଯୋଜନା ନାମରେ ହରିଲୁଟ..!,ନେତା-ଅଧିକାରୀ-ଠିକାଦାର ମାଲେମାଲ…

ବ୍ରହ୍ମପୁର: ୭-୪ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସହର ଆସିକା ଏଠାରେ ଚାଲିଥିବା ବିଭିନ୍ନ ଯୋଜନା ନାମରେ ସରକାରୀ ଅର୍ଥ ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ଏଠାକାର ପ୍ରଶାସନିକ ଅଧିକାରୀ ଠିକାଦାର ଓ ନିର୍ବାଚିତ ପ୍ରତିନିଧି ଙ୍କ ମିଲି ଭଗତ ଯୋଗୁଁ ଆଜି ଆସିକାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି

ସୁନ୍ଦରଗଡରେ ଜନତାଙ୍କ ଆଶୀର୍ବାଦ ନେଇ ଯୋଗେଶଙ୍କ ନିର୍ବାଚନ ଅଭିଯାନ ପ୍ରାରମ୍ଭ

ସୁନ୍ଦରଗଡ : ପୂର୍ବତନ ବିଧାୟକ ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂ ଆଜି ସୁନ୍ଦରଗଡରେ ଆରମ୍ଭ କରିଛନ୍ତି ତାଙ୍କର ନିର୍ବାଚନ ପ୍ରଚାର ଅଭିଯାନ। ଆଜି ସକାଳ ୧୦.୩୦ ଘଟିକା ସମୟରେ ସେ ଦଳୀୟ କର୍ମୀ, ଶୁଭେଚ୍ଛୁ ଓ ସହଯୋଗୀମାନଙ୍କ ଗହଣରେ ପ୍ରଥମେ ପହଞ୍ଚିଥିଲେ ରାଜବାଟିସ୍ଥିତ ମାଁ

ପୁରାତନ ଛାତ୍ର ସଂସଦ ଗଠିତ

ହିଞ୍ଜିଳିକାଟୁ : ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ହିଞ୍ଜିଳିକାଟୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଶନିବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜନୀ କାନ୍ତ ସାହୁ ପୌରୋହିତ୍ୟ କରିଥିଲେ। ବରିଷ୍ଠ ଶିକ୍ଷକ ଗିରିଧାରୀ ପୁରୋହିତ ଓ

ଗଞ୍ଜାମ ରେ ପୁଣି ବାଲି ମାଫିଆ ସକ୍ରିୟ : ପ୍ରଶାସନର ଛତ୍ର ଛାୟା ତଳେ ବାଲି ମାଫିଆ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବାଲି,ମାଟି,ପଥର ଓ ମୋରମ ଭଳି ମୂଲ୍ୟବାନ ଖଣିଜ ସମ୍ପଦ ଉପରେ କିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି।ବିଶେଷ କରି ହିଞ୍ଜିଳିଥାନା ପରିସୀମା ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀ ପଠାର ବିଭିନ୍ନ ସ୍ଥାନରୁ

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ଗୋଷ୍ଠୀ ସ୍ୱାସ୍ଥ୍ୟର ବିକାଶ ପାଇଁ ଟିପିଏସ୍ଓଡିଏଲର ପ୍ରୟାସ

ବ୍ରହ୍ମପୁର : ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ସ୍ଥାନୀୟ ଗୋଷ୍ଠୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ ଜାରି ରଖିଛି। ଚଳିତ ବର୍ଷର ଥିମ୍ "ମାଇଁ ହେଲଥ, ମାଇଁ ରାଇଟ୍" (ମୋ ସ୍ବାସ୍ଥ୍ୟ, ମୋ ଅଧିକାର) ଆଧାରରେ

‘ନିର୍ବାଚନର ପର୍ବ, ଆମ ଦେଶର ଗର୍ବ ’ଥିମ ଉପରେ ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଏପ୍ରିଲ ଓ ମେ ମାସରେ ବ୍ୟାପକ କାର୍ଯ୍ୟକଳାପ ଉପରେ ନିର୍ବାଚନ ଆୟୋଗ ଗୁରୁତ୍ବ ଆରୋପ କରିଛନ୍ତି । ଏହି ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ଶୃଙ୍ଖଳିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶ ଗ୍ରହଣ (ସ୍ତ୍ରୀପ ) କାର୍ଯ୍ୟକଳାପ

ଭାରତୀୟ ଜନତା ପାର୍ଟିର ୪୪ ତ’ମ ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଶାଳ…

ବ୍ରହ୍ମପୁର, ୬/୪ : ଭାରତୀୟ ଜନତା ପାର୍ଟିର ୪୪ ତ'ମ ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ପଦଯାତ୍ରା ପୂର୍ବାହ୍ନରେ ଖଲ୍ଲିକୋଟ କଲେଜ ନିକଟରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ,ଅନ୍ନପୂର୍ଣ୍ଣା

ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ଛତ୍ରପୁର : ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।ଆୟୁକ୍ତ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି

ଦଣ୍ଡୁଆକୁ ନେଇ ଯାଉଥିବା ପିକପ ଭ୍ୟାନ ଦୁର୍ଘଟଣା : ୨ ମୃତ ୧୫ ଗୁରୁତର…

ହିଞ୍ଜିଳିକାଟୁ, ୬ା୨(): ଶନିବାର ଭୋର ପ୍ରାୟ ୪ ଘଣ୍ଟା ସମୟରେ ୫୯ନଂ ଜାତୀୟ ରାଜପଥ ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ଏକ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ଦଣ୍ଡଭୁକ୍ତା ମାନଙ୍କୁ ନେଇ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନ(ଓଡି୧୩ଜେ ୯୩୪୩) ଭାରସାମ୍ୟ ହରାଇ ଜାତୀୟ ରାଜପଥ

ମାଲକାନଗିରିରେ ମୁଖ୍ୟ ଶାସନ ସଚିବଙ୍କ ନିର୍ବାଚନୀ ସମୀକ୍ଷା ବୈଠକ

ମାଲକାନଗିରି, ୫/୦୪/୨୪ : ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ମାଲକାନଗିରି ଗସ୍ତରେ ଆସି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ