Browsing Category

ଆଞ୍ଚଳିକ

ଜିଲ୍ଳା ପ୍ରେସ କ୍ଲବ ପକ୍ଷରୁ ଆଲୋଚନା ଚକ୍ର…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ, ଫୁଲବାଣୀ ପକ୍ଷରୁ  ସ୍ଥାନୀୟ ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାର ବିକାଶ ରେ " ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଭୂମିକା," ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ସ୍ୱାଗତ ଭାଷଣ…

ମାନବିକତା ଦେଖାଇଲେ ଅଙ୍ଗନବାଡି ଦିଦି…

ଉମରକୋଟ :ସପ୍ର ( ୨୭/୦୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଅନ୍ତର୍ଗତ ବନିପଦର ଅଙ୍ଗନବାଡି ଦିଦି ଆଜି ୨୭/୦୨/୨୦୨୪ ରିଖ ରେ ନିଜ ଅଙ୍ଗନବାଡି କେନ୍ଦ୍ରକୁ ଯିବା ସମୟରେ କେନ୍ଦ୍ର ଠାରୁ ପାଞ୍ଚ କିଲୋମିଟର ବାଟରେ ଏକ ମର୍ମାନ୍ତୀକ ଦୁର୍ଘଟଣା ଦେଖି କାଳ ବିଳମ୍ବ ନ…

ଛତ୍ରପୁର ରେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ମୁକୁଳା ଡ୍ରେନ ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ବଢୁଛି…. !

ଅଧିକାରୀ ଚୁପ ଅଞ୍ଚଳ ବାସୀ ହନ୍ତସନ୍ତ….. ବ୍ରହ୍ମପୁର : ୨୭-୨ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେବିଭିନ୍ନ ୱାର୍ଡ଼ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଷ୍ଟେସନ ରୋଡ଼ ନିକଟରେ ଥିବା ରାମ ଲକ୍ଷ୍ମୀ ନଗର ରେ ରାସ୍ତାରେ ଫେବର ରୋଡ଼ ର କାର୍ଯ୍ୟ ଚାଲୁଛି। ହେଲେ ନିର୍ମାଣକାର୍ଯ୍ୟ…

ଦେବଗଡରେ ଆମ ହସ୍ପିଟାଲ ଯୋଜନା ଲୋକାର୍ପଣ ଉତ୍ସବରେ ଅବ୍ୟବସ୍ଥା…

ଦେବଗଡ଼,୨୬।୨:ସଭାକୁ ଆସି ହିନସ୍ତା ହେଲେ ଏସଏଚଜି ମହିଳା । ଠେଳାପେଲାରେ କିଏ ଆହତ ହେଲା ତ ଆଉ କାହାର ମୋବାଇଲ ହଜିଲା । ପୁଣି କାହାର ମନି ପର୍ସ ଚୋରି ହୋଇଥିବା ଭଳି ଅଭିଯୋଗ ହୋଇଛି । ଲୋକାର୍ପଣ ଉତ୍ସବକୁ ଆସିଥିଲେ ହଜାର ହଜାର ଏସଏଚଜି ମହିଳା । ମାତ୍ର ସେମାନଙ୍କୁ ପାଣି କିମ୍ବା ଟିଫିନ…

5 ଟି ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ…

ଦେବଗଡ଼, 26/02/2024 : 5 ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଧାନପାଟ ବଡ ବଗିଚା ଠାରେ ନୁଆ-ଓ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି। ସଭାସ୍ଥଳରେ ପହଞ୍ଚି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ ପରେ ଜିଲ୍ଲାର…

ଲୋକାର୍ପଣ ହେଲା ଆମ ହସ୍ପିଟାଲ…

ଦେବଗଡ଼ ତା 26/02/2024 ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଆମ ହସ୍ପିଟାଲ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଆମ ହସ୍ପିଟାଲ ରୂପାନ୍ତରିତ ସରକାରୀ ହସ୍ପିଟାଲ କୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି, ଏହି ନେଇ ନୂତନ ବସ ଷ୍ଟାଣ୍ଡ ବାଳିରୋହି ପରିସରରେ ଉତ୍ସବ ଅୟୋଜନ କରାଯାଇଥିଲା। ଏହି…

ଆଦିବାସୀ ଇଲାକା କୁ ସଂଯୋଗ ହେବ ନୂଆ ରାସ୍ତା : ୭କୋଟି ୧୪ଲକ୍ଷ୍ ମଞ୍ଜୁର…

ନୟାଗଡ଼: ଉତ୍ତମ ଗମନା ଗମନସାମାଜିକ ଓ ଅର୍ଥନୈତିକ ଅଭବୃଦ୍ଧି ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ଵ ଦେଇ ଆସୁଛନ୍ତି । ଓଡ଼ଗାଁ ବ୍ଲକ ରବିଗାଡିଆ ପଞ୍ଚାୟତ ଦୋଳଗୋବିନ୍ଦ ପୁର ଠାରୁ ଢୋଲମସ୍କା…

ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ…

ଫୁଲବାଣୀ : ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଆୟୋଜିତ ହୋଇଯାଇଛି | ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିଗୁଡାର ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ…

ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ…

ବାଲିଗୁଡା,୨୬/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୟନ ସ୍ଥାନୀୟ ମା'ପାଟଖଣ୍ଡା ମନ୍ଦିରର ସମ୍ମିଳନୀ କକ୍ଷରେ ରାଜକିଶୋର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୦୨୩ ବର୍ଷ ର ଆୟ ବ୍ୟୟ ହିସାବ ସମ୍ପର୍କରେ ଆଲୋଚନା…

ଉଦ୍ଭିଦ ବିଜ୍ଞାନ ବିଭାଗର ଜାତୀୟ ଆଲୋଚନା ଚକ୍ର…

ଫୁଲବାଣୀ :କନ୍ଧମାଳ ଜିଲ୍ଲା, ଟିକାବାଲି ଏ. ଏମ. ସି.ଏସ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନର ଜାତୀୟ ଆଲୋଚନା ଚକ୍ର କଲେଜ ପରିଚାଳନା ପରିଷଦର ସଭାପତି ଲଳିତେନ୍ଦୁ ପ୍ରଧାନଙ୍କ ସଭାପତିତ୍ୱରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଅତିଥିଙ୍କୁ ସ୍ୱାଗତ…