Browsing Category

ଆଞ୍ଚଳିକ

ନିଜଗାଁ ଆରଆଇ ଅଫିସ ଟେଣ୍ଡର ଫିକ୍ସିଂରେ ଵିଧାୟକଙ୍କ ସମ୍ପୃକ୍ତି ନେଇ କୁଶପୁତ୍ତଳିକା ଦାହକଲା କଂଗ୍ରେସ

ରାଜନଗର : ବିଧାନସଭାର କାର୍ଯ୍ୟକାଳ ଶେଷହେବାକୁ କେଇମାସ ବାକି ଅଛି। ହେଲେ ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ , ନିଜର ବ୍ୟକ୍ତିତ୍ବ ନଥାଇ ଵିରୋଧିଙ୍କ ଠାରେ ଧାନ ଚୋରର ସମାଲୋଚନା ହୋଇ ମଧ୍ୟ ନଵୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଉନ୍ନୟନ କାର୍ଯ୍ୟ ଦେଖି

କାୟାକଳ୍ପ ପୁରସ୍କାର ନାମକୁ ମାତ୍ର ! ବ୍ରହ୍ମପୁର ସିଟି ହସ୍ପିଟାଲରେ ମିଳୁନାହିଁ ଜରୁରୀ ସେବା

ଚିକିତ୍ସା ସେବା ସଜାଡ଼ିବାପାଇଁ ଏମଏଏସଏମର ବିକ୍ଷୋଭବ୍ରହ୍ମପୁର : ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସା ଜନିତ ଅବହେଳା ସମାଧାନ ଦାବିନେଇ ସହରର ଅଗ୍ରଣୀ ସଂଗ୍ରାମୀ ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସିଟି ହସ୍ପିଟାଲ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବାସହ

ନୂଆ ଓଡ଼ିଶା ନବୀନ ଓଡ଼ିଶା ଓ ସମନ୍ୱିତ ଯୁବବିକାଶ ଯୋଜନାର ଉଦଯାପନୀ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓଡ଼ିଶା ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ ଯୋଜନାର ଉଦଯାପନୀ ଉତ୍ସବ ପାଳନ ହେଇଯାଉଛି। ଇତ୍ୟବସରରେ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଯୁବ ବିକାଶ କାର୍ଯ୍ୟକ୍ରମ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଦେବଗଡ : ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରେବେକା ନିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ

ସୁପର ସବ-ଜୁନିଅର କିରୋଗୀ ଓ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳକୁ ସ୍ଵର୍ଣ୍ଣ

ଫୁଲବାଣୀ : ଦ୍ୱିତୀୟ ରାଜ୍ୟସ୍ତରୀୟ ସୁପର ସବ ଜୁନିଅର ଓ କିରୋଗୀ ଓ ପୁମାସି ପ୍ରତିଯୋଗିତାରେ କନ୍ଧମାଳକୁ ୧ସ୍ଵର୍ଣ ପଦକ ୩ ରୋପ୍ୟ ପଦକ ଓ ୪ କାଂସ୍ୟ ପଦକ ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଦ୍ୱିତୀୟ ତମ ଓଡିଶା ସୁପର ସବ-ଜୁନିଅର କିରୋଗୀ ଓ ପୁମାସି

ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ଜନଜାତି ଓ ଶୀତ ମହୋତ୍ସବ ୨୦୨୪ର ଶୁଭ ଉଦ୍‌ଘାଟନ

ଦାରିଙ୍ଗବାଡ଼ି, ୧୦/୧ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ଜନ ଜାତି ମହୋତ୍ସବ- ୨୦୨୪ର ଶୁଭଉଦଘାଟନ ଗତକାଲି ହୋଇ ଯାଇଛି। ଏହାକୁ ବ୍ଲକ ସ୍ତରୀୟ ଜନ ଜାତି ମହୋତ୍ସବ-୨୦୨୪ କମିଟିର ସଭାପତି ତଥା ଉପ - ବାଚସ୍ପତି ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ

୧୩ ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ : ଇଟାମାଟିକୁ ହରାଇ କଇଥ ଗାଡିଆ ଚାମ୍ପିଅନ

ଓଡ଼ଗାଁ : ପିଏନସ ୯୧ ନୟାଗଡ଼ ବ୍ଲକ ରୋଡ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳ ବାର ୧୩ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି ।ଏହି ୨ଦିନିଆ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିନ ନୟାଗଡ଼ ଜିଲ୍ଲା ର ନୟାଗଡ଼, ଇଟାମାଟି, ଦଶପଲ୍ଲା, ସରଣକୁଳ, କଇଥ ଗାଡିଆ, ରଣପୁର, ମହିପୁର,

ଫାଇନାନ୍ସ କମ୍ପାନୀର ବେଆଇନ ଶୋଷଣ ନୀତିରେ ଗ୍ରାହକ ଅତିଷ୍ଟ

ଓଡ଼ଗାଁ : ଓଡ଼ଗାଁ ଏନ୍ଏସି ମିନିଷ୍ଟାଡିୟମ ସାମ୍ନାରେ ଅବସ୍ଥିତ ଚୋଲା ମଣ୍ଡଳମ୍ ଫାଇନାନ୍ସ କମ୍ପାନୀର ବେଆଇନ ଶୋଷଣ ନୀତିରେ ଗ୍ରାହକ ଅତିଷ୍ଟ ହୋଇପଡ଼ିଥିବା ନେଇ ଅଭିଯୋଗ ହୋଇଛି। ଓଡ଼ଗାଁ ବ୍ଳକ ରାବରା ପଞ୍ଚାୟତ ରାବରା ଦୋଳମଣ୍ଡପ ସାହିର ସଞ୍ଜୟ କୁମାର ଶତପଥି (୩୬) ଚୋଲା ମଣ୍ଡଳମ୍ ଫାଇନାନ୍ସ

ଏବେବି ବଞ୍ଚିଛି ମାନବିକତା

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ପଞ୍ଚାୟତର ମୁଙ୍ଗଦାଣ୍ଡରେ ଗତ ତା:08/01/24 ରିଖ ଅପରାହ୍ନ ପ୍ରାୟ 4ଟା ସମୟରେ ଦଲକି ପଟୁ ବୀରମିତ୍ରପୁର ଯାଉଥିବା ଜଣେ ବାଇକ ଚାଳକଙ୍କ ପକେଟରୁ ଏକ ମନି ପର୍ଷ ମୁଙ୍ଗଦାଣ୍ଡ ନିକଟ ରାସ୍ତାରେ ଖସି ପଡ଼ିଥିଲା |

ଭିତରକନିକା ଜାତୀୟ ଉଦ୍ୟାନରେ ବ଼଼ଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ଆଜି କନିକା ରେଞ୍ଜ କାର୍ଯ୍ୟାଳୟ ପରିସରରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର -2024 ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ଶ୍ରୀ ସୁଧାକର କର ଯୋଗ ଦେଇ