Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାସ୍ତା ନୁହେଁ ସତେ ଯେମିତି ମାଛ ଚାଷ ପୋଖରୀ ! ମାଲକାନଗିରିରେ ଖାଲଖମା ରାସ୍ତାରେ ମାଛ ଛାଡ଼ି ଗ୍ରାମବାସୀଙ୍କ ଅଭିନବ…
ମାଲକାନଗିରି: ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ମାଲକାନଗିରି ପୌରାଞ୍ଚଳର ଏମଭି-୪୩ ଗ୍ରାମବାସୀ। ରାସ୍ତା ଉପରେ ଜମିଥିବା ଆଣ୍ଠୁଏ ଉଚ୍ଚର କାଦୁଅ ପାଣିରେ ମାଛ ଯାଆଁଳ!-->…
ଆସିକାରେ ପାଠ୍ୟପୁସ୍ତକ ବଣ୍ଟନରେ ଚରମ ଅବହେଳା, ଚିନ୍ତାରେ ଅଭିଭାବକ
ବ୍ରହ୍ମପୁର: ଶିକ୍ଷାବର୍ଷ ଆରମ୍ଭର ତିନି ମାସ ବିତିବାକୁ ବସିଲାଣି, ହେଲେ ଏଯାଏଁ ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚିପାରିନି ନୂଆ ବହି। ଜୁନ ମାସ ସରି ଜୁଲାଇ ଆସିଲା, କିନ୍ତୁ ଆସିକା ବ୍ଲକର ଅଧିକାଂଶ ବିଦ୍ୟାଳୟରେ ପିଲାମାନେ ଏବେବି ପାଠ୍ୟପୁସ୍ତକକୁ ଚାହିଁ ବସିଛନ୍ତି। ଏପରି ସ୍ଥିତିରେ!-->…
ସରକାରୀ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପ୍ରତି ନିର୍ଯ୍ୟାତନା ଅଭିଯୋଗ
ବାଲିଗୁଡା : ଆଦିବାସୀ ଅଧ୍ୟୁଷିତ ଏହି କନ୍ଧମାଳ ଜିଲାରେ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ପକ୍ଷରୁ ଛାତ୍ରାବାସରେ ମାଗଣାରେ ରହିବା ଖାଇବା, ପାଠ୍ୟ ପୁସ୍ତକ, ପୋଷାକ ଆଦି ଯୋଗାଇ ଦିଆଯାଉଛି!-->…
ଘର ଚଟିଆ ସୁରକ୍ଷା ଅଭିଯାନରେ ସାମିଲ ହେଲା ରାଇଝୋଳ ଗ୍ରାମ
କୁକୁଡାଖଣ୍ଡି : ଆଜି ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ କୁକୁଡାଖଣ୍ଡି ବ୍ଲକର ରାଇଝୋଳ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘର ଚଟିଆ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାପତି ସାଗର କୁମାର ପାତ୍ରଙ୍କ ନେତୃତ୍ୱରେ ଏହି!-->!-->!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ଠାରୁ ମାତ୍ର ୨ କିମି ଦୂର ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ଅଭାବନୀୟ ଘଟଣା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଅଜଣାବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଏକ ଅଜଣା ବ୍ୟକ୍ତି ମୋଟର ସାଇକେଲ ଯୋଗେ!-->…
ବାଲିଗୁଡାରେ ରଥଯାତ୍ରା ପାଳିତ : ଭକ୍ତ ଓ ଭଗବାନ ଏକାଠି
ବାଲିଗୁଡା : ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତେ । ଯାତ୍ରା ପାଇଁ କାହାରିକୁ ତର ନାହିଁ । ବଡ଼ଦେଉଳରେ ବଡ଼ଠାକୁରଙ୍କ ଯାତ୍ରା ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ସେବକ ଓ ପ୍ରଶାସକ । ବାହାରେ ଉତ୍କଣ୍ଠିତ ରଥ, ପଥ ଓ ଭକ୍ତ । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ!-->…
ଦୋକାନରୁ ଚୋରୀ ବେଳେ ମାଡିବସିଲେ ବ୍ୟବସାୟୀ : ଲୁଟେରାଙ୍କୁ କାବୁ କରି ଥାନାରେ ଜିମା ଦେଲେ
ହିଞ୍ଜିଳିକାଟୁ : ଗ୍ରାହକ ସାଜି ଆସୁଥିଲେ । ସୁବିଧା ସୁଯୋଗ ଉଣ୍ଡି ଦୋକାନ କ୍ୟାସବକ୍ସରୁ ଲୁଟି ନେଉଥିଲେ। ଚୋରୀ ଯୁବକ ଜଣଙ୍କ ଗତ ୨ ଥର ଲୁଟ୍ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିବା ବେଳେ ତୃତୀୟ ଥର ଦୋକାନ ମାଲିକଙ୍କ ହାବୁଡ଼ରେ ପଡିଥିଲେ। ସ୍ଥାନୀୟ ବ୍ୟବସାୟୀ କାବୁ କରାଯାଇଥିବା ଚୋରଙ୍କୁ!-->…
ମହାଆଡ଼ମ୍ବର ସହକାରେ ପାଳିତ ହେଲା ରଥଯାତ୍ରା : ବଡ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ
ହିଞ୍ଜିିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପକ୍ଷରୁ ବିଂଶ ତମ ରଥଯାତ୍ରା ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦିନତମାମ ପାଗ ଅନୁକୂଳ ଥିବାରୁ ରଥଯାତ୍ରା ସକାଶେ ହିଞ୍ଜିିଳିକାଟୁ ସହର ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉମାନଙ୍କ!-->…
ମାଲକାନଗିରିରୁ ହାଇଦ୍ରାବାଦକୁ ସଂଯୋଗ କରୁଥିବା ସୀମାନ୍ତ ରାସ୍ତା ଅବସ୍ଥା ଶୋଚନୀୟ
ମାଲକାନଗିରି, ୨୬।୬ ମାଲକାନଗିରି ଜିଲ୍ଲା ସୀମାନ୍ତ ହାଇଦ୍ରାବାଦ କୁ ମୋଟୁ ଠାରୁ ଚିନ୍ତୁର ଦେଇ ଆନ୍ଧ୍ରକୁ ସଂଯୋଗ ରାସ୍ତା ଅବସ୍ତା ଶୋଚନୀୟ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ଅବସ୍ତା ଶୋଚନୀୟ ହୋଇ ପଡିଥିବା ବେଳେ ଲୋକେ ଯାତାୟତରେ ନାହି ନଥିବା ଅସୁବିଧାର ସାମ୍ନା କରୁଛନ୍ତି।!-->…
ନବରଙ୍ଗପୁରଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ସାଂସଦ (ଲୋକସଭା ) ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମାନ୍ୟବର ସାଂସଦ ( ରାଜ୍ୟସଭା) ମୁଜି ବୁଲ୍ଲା ଖାଁ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,!-->…