Browsing Category

ଆଞ୍ଚଳିକ

ମାନସିକ ଅନଗ୍ରସର ଯୁବକଙ୍କୁ ପରିବାରକୁ ହସ୍ତାନ୍ତର କଲା ଓଡ଼ଗାଁ ପୋଲିସ…

ନୟାଗଡ:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଏକ ମାନସିକ ଭିନ୍ନକ୍ଷମ ଯୁବକକୁ ପରିବାରକୁ ହସ୍ତାନ୍ତର ପରେ ଅନେକ ଦିନପରେ ପୁଅକୁ ଫେରି ପାଇ ଖୁସି ବ୍ୟକ୍ତ କରିବା ସହିତ ଓଡ଼ଗାଁ ପୋଲିସ କୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଛନ୍ତି।ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ଓଡ଼ଗାଁ ଏନଏସି ସହିତ…

ଛତ୍ରପୁରଠାରେ ଓଡିଶା ମାନବାଧିକାର କମିଶନଙ୍କ କ୍ଯାମ୍ପ କୋର୍ଟ ଅନୁଷ୍ଠିତ

୨୨ଟି ମାମଲାର ତତ୍କାଳ ସମାଧାନ ଓ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ ଛତ୍ରପୁର : ଓଡିଶା ମାନବାଧିକାର କମିଶନ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ଯାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଆଇନ ସଚେତନତା…

ଛତ୍ରପୁର, ତା 22/05/26 : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଛତ୍ରପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର…

ଭିତ୍ତିଭୂମିର ସୁପରିଚାଳନା ପାଇଁ ଡିଜିଟାଲ ପ୍ରୟାସ : କୋରାପୁଟରେ ଆଞ୍ଚଳିକ ‘ନିର୍ମାଣ ସମ୍ପତ୍ତି…

କୋରାପୁଟ: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଳ୍ୟାଣ ବିଭାଗ ପକ୍ଷରୁ କୋରାପୁଟସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। "ନିର୍ମାଣ ସମ୍ପତ୍ତି…

କୋରାପୁଟରେ ଦୁଇଦିନିଆ ଆନ୍ତଃଜିଲ୍ଲା ପେନସନ ଅଦାଲତ ଉଦଯାପିତ: ୪୮୬ଟି ଅଭିଯୋଗର ହେଲା ଶୁଣାଣି

କୋରାପୁଟ: ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଦୁଇଦିନିଆ ଆନ୍ତଃଜିଲ୍ଲା ପେନସନ ଅଦାଲତ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମେତ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନର ଆନୁକୂଲ୍ୟରେ ଏବଂ ପ୍ରଧାନ ମହାଲେଖାକାର…

ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ : ଗ୍ରାମାଞ୍ଚଳ ଜଳସେଚନ ଓ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ…

ଛତ୍ରପୁର : ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକଙ୍କ ଗଞ୍ଜାମ ବ୍ଲକ ପ୍ରତିନିଧି ମାନସ ନାୟକ,…

ଚୋରା ଚାଲାଣ ଏବଂ ଅପରାଧ ପାଇଁ ଯୁବପିଢିଙ୍କୁ ଢାଲ

ନୟାଗଡ : ପୋଲିସ ଚଢ଼ାଉ ବା ଯାଞ୍ଚରୁ ବର୍ତ୍ତିବାକୁ ମାଫିଆ ମାନେ ନାନା କୌଶଳ ଅପଣାଉଛନ୍ତି।ଚୋରା କାରବାର କିପରି ସୁରୁଖୁରୁରେ ଚାଲିବ, ଚୋରା ମାଲ ଗୁଡ଼ିକ କିପରି ଠିକଣା ସ୍ଥାନରେ ପହଞ୍ଚିବ ସେଥିପାଇଁ ମାଫିଆ ମାନେ ଯୁବପିଢିଙ୍କୁ ଢାଲ କରି ରଖିଛନ୍ତି ।ଚୋରା ଚାଲାଣ ଗାଡ଼ି ଆଗରେ ଏସ୍କର୍ଟ କରି…

ଆସିକା କଇଁଫୁଲିଆ ଛକ କୁ ବିଧାୟକ ସରୋଜ ପାଢ଼ୀଙ୍କ ନାମରେ ନାମିତ କରିଥିବା ଯୋଗୁଁ ଥାନାରେ ହେଲା ଅଭିଯୋଗ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ଆସିକା ବିଧାୟକ ସରୋଜ ପାଢ଼ୀ ନିଜ କ୍ଷମତାର ଅପବ୍ୟବହାର କରି କଇଁ ଫୁଲିଆ ଛକର ନାମ ପରିବର୍ତ୍ତନ କରିଥିବା ଯୋଗୁଁ ଆସିକା ଥାନାରେ ଅଭିଯୋଗ ହୋଇଛି। ବ୍ରିଟିଶ ଅମଳରୁ ଆସିକା କଇଁ ଫୁଲିଆ ଛକ ନାମରେ ରହିଆସିଛି।ସବୁବେଳେ ଚର୍ଚ୍ଚାରେ ରହୁଥିବା ଆସିକା…

ଚୋରା ସୁନା କ୍ରୟ କରି ସାମ୍ରାଜ୍ୟ ବିସ୍ତାର କରିଥିବା ମନ୍ତ୍ରୀ ଏବେ ଚର୍ଚ୍ଚା ରେ…..!

ଆସିକାର ଜଣେ ସରକାରୀ ଅଧିକାରୀ ଙ୍କୁ ମିଥ୍ୟା ଅଭିଯୋଗ ବାଢି ନିଲମ୍ବିତ କରିଥିବା ବ୍ୟକ୍ତିଙ୍କ ନିଦ ଏବେ ହଜିଯାଇଛି….!ବ୍ରହ୍ମପୁର: ପୂର୍ବରୁ ପେଶା ଥିଲା ପେଇନଣ୍ଟର ବା ଆର୍ଟିଷ୍ଟ ତାପରେ ଛୋଟ ସୁନା ଦୋକାନ କରିଥିଲେ ଆସିକା ବଜାର ସାହିରେ ଏହି ବାବୁ । ପରବର୍ତ୍ତୀ ଅବସ୍ଥାରେ ବେକାରୀ ଯୁବକ…

ଇନ୍ଦ୍ରାବତୀ ନଦୀରୁ ଦିନରାତି ଚାଲିଛି ବେଆଇନ ବାଲି ଉଠାଣ : ବାହାର ରାଜ୍ୟକୁ ହେଉଛି ପାର୍

• ମାଫିଆ-ଅଧିକାରୀ ମଧୁଚନ୍ଦ୍ରିକା, କୁମ୍ଭକର୍ଣ୍ଣ ନିଦ୍ରାରେ ଲଘୁ ଖଣିଜ ବିଭାଗ କୋଟପାଡ଼, (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ୍‌ରେ ଏବେ ବାଲି ମାଫିଆଙ୍କ ରାଜ୍ ଚାଲିଛି। ଦିନକୁ ଦିନ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ପ୍ରଶାସନିକ କଳର…