Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୋରାପୁଟରେ SIR-2026 ପ୍ରଗତିର ସମୀକ୍ଷା କଲେ ନିର୍ବାଚନୀ ରୋଲ୍ ପର୍ଯ୍ୟବେକ୍ଷକ
କୋରାପୁଟ : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (IAS) ତଥା ନିର୍ବାଚନୀ ରୋଲ୍ ପର୍ଯ୍ୟବେକ୍ଷକ ମହମ୍ମଦ ସାଦିକ୍ ଆଲମ୍ ଆଜି ତୃତୀୟ ଥର ପାଇଁ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ୨୦୨୬ ମସିହାର 'ବିଶେଷ ଗଭୀର ମତଦାତା ତାଲିକା ସଂଶୋଧନ' (SIR-2026) କାର୍ଯ୍ୟକ୍ରମର!-->!-->!-->…
ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିଲେ ମାମୁଁ ଭଣଜା, ଅଳ୍ପକେ ବର୍ତିଲେ ମାଇଁ
କ୍ଷତିପୂରଣ ଦାବିରେ ମୃତକଙ୍କ ପରିଜନ,ଗ୍ରାମବାସୀଙ୍କ 63 ନମ୍ବର ଜାତୀୟ ରାଜପଥ ଅବରୋଧ
କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଡଙ୍ଗରି ଗ୍ରାମ ନିକଟରେ ଏକ ହୃଦୟସ୍ପର୍ଶୀ ସଡ଼କ ଦୁର୍ଘଟଣାରେ ମାମୁଁ ଭଣଜାଙ୍କ ପ୍ରାଣହାନି ଘଟିଛି l ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ମାଇଁ l!-->!-->!-->…
ରଣପୁର ଏନଏସିରେ ବେଆଇନ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନ ଚଢାଉ : ୧୧ ଜଣଙ୍କ ଠାରୁ ପାଞ୍ଚହଜାର ଜୋରିମାନା…
ନୟାଗଡ଼ ,୦୮/୦୯(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବେଆଇନ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ମଙ୍ଗଳବାର ଦିନ ଚଢାଉ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ!-->…
ଜେଲରେ ଥିବା ବିଚରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ଲୋକଙ୍କ ଉତ୍ତେଜନା
ମାଲକାନଗିରି, ୮।୯ ବିଚାରାଧୀନ କଏଦୀ କବିରାଜ ରାଉତଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା। ଗଞ୍ଜେଇ ମାମଲାରେ ପ୍ରାୟ ଚାରି ବର୍ଷ ଧରି ସେ ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଗତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ଘଟିବାରୁ ଜେଲ୍!-->…
ନୟାଗଡ଼ ମେଡିକାଲ୍ରେ ଅଲଟ୍ରାସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ କରିବା ଦାବି
ନୟାଗଡ଼: ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କୋମାରେ, ନୟାଗଡ଼ ମେଡିକାଲ୍ ଅଲଟ୍ରାସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ସହିତ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ତଥା ଆଇନଜୀବି ରଣଜିତ!-->…
ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ
ବାଲିଗୁଡା,ତା, ୦୮/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଖରିଫ ଚାଷ ପାଇଁ ସରକାର ଯୋଗାଇ ଦେଉଥିବା ମାଗଣାରେ ଆଳୁ ବିହନ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଇ ଦେଇ ଆଳୁ ଚାଷକୁ ପ୍ରୋତ୍ସାହିତ କରିବା!-->…
ଗଞ୍ଜାମ ଜିଲ୍ଲାରେ ବର୍ଷକୁ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲଘୁଖଣିଜ ଲୁଟ; ମାଫିଆ,ଅଧିକାରୀ ଓ ନେତା ସାମିଲ –…
କବିସୂର୍ଯ୍ୟନଗର,୦୮/୦୯: ଗଞ୍ଜାମ ଜିଲ୍ଲାରେ ଲଘୁଖଣିଜ ଚୋରି ବଢି ଚାଲିଛି । ଧର୍ମକୁ ଆଖିଠାର ଭଳି ଗାଡି ଧରାଯାଉଛି । ଲଘୁଖଣିଜ ଲୁଟ ଘଟଣାରେ ମାଫିଆ,ଅଧିକାରୀ ଓ ନେତାଙ୍କ ସଂପୃକ୍ତି ରହୁଛି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା,ବାହୁଦା,ବଡ ନଦୀ ଓ ବାଘୁଆ ନଦୀ ଉପରେ ମାଫିଆଙ୍କ ନଜର ପଡିଛି । ମାଫିଆ!-->…
ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ : ହାତରେ ଝାଡୁ ଓ କୋଡ଼ି ଧରି ସଫେଇ କଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର : ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ମଙ୍ଗଳବାର ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି!-->!-->!-->…
ସରକାରଙ୍କ ମାଗଣା ଶିକ୍ଷା ଘୋଷଣା : ସେଲ୍ଫ ଫାଇନାନ୍ସ କୋର୍ସରେ ଫିସ୍ କୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା
ନୟାଗଡ: ନୟାଗଡ଼ଜିଲ୍ଲା ଅଟୋନମସ କଲେଜରେ ଛାତ୍ରଛାତ୍ରୀଙ୍କ ଧାରଣା। ସରକାର ମାଗଣା ଶିକ୍ଷାଦାନ ଘୋଷଣା କରିଥିବା ବେଳେ ସେଲ୍ଫ ଫାଇନାନ୍ସ କୋର୍ସ ITM ଓ Computer Scienceର ବାର୍ଷିକ ଫିସ୍ ୨୦ ହଜାର ଟଙ୍କାରୁ ଅଧିକ ଥିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଫିସ୍!-->…
ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମିଳିବ ପ୍ରତିଷ୍ଠିତ ସ୍କଚ୍ ଆୱାର୍ଡ; ନୂଆଦିଲ୍ଲୀଠାରେ…
ମାଲକାନଗିରି : ପ୍ରଶାସନିକ ଦକ୍ଷତା ଏବଂ ଜନକଲ୍ୟାଣକାରୀ ଅଭିନବ ପ୍ରୟାସ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ବଡ଼ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍!-->…