Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅନୁପଯୁକ୍ତ ସ୍ଥାନରେ ଆର ଏମ ସି ପିଣ୍ଡିକୁ ଚାନ୍ଦିଲି ପଞ୍ଚାୟତର ଚାଷୀଙ୍କ ବିରୋଧ….
କୋରାପୁଟ/କୋଟପାଡ଼:-19/05/26(ବସନ୍ତ ପେଗଡ଼ )ସୋମବାର ଦିନ ଅନୁପଯୁକ୍ତ ସ୍ଥାନରେ ନିର୍ମାଣ କରାଯାଉଥିବା ଆର ଏମ ସି ପିଣ୍ଡିକୁ ବିରୋଧ କରି କୋଟପାଡ଼ ଅତିରିକ୍ତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଚାନ୍ଦିଲି ପଞ୍ଚାୟତର ଚାଷୀ ଗୋଷ୍ଠୀ l ମିଳିଥିବା ସୂଚନା ପ୍ରକାରେ ଆର୍ଥିକ ବର୍ଷ!-->!-->!-->…
ବଡ଼ ଧରଣର ଡ଼କାୟତି ଯୋଜନା ପଣ୍ଡ,୩ ଗିରଫ,୨ ନାବାଳକ ଅଟକ
ବ୍ରହ୍ମପୁର,୧୮/୫: ରବିବାର ମଧ୍ୟରାତ୍ରିରେ ବଡ଼ବଜାର ଥାନା ପୁଲିସ ଫାଷ୍ଟଗେଟ ଓମ୍ନଗର ଅଂଚଳରେ ପେଟ୍ରୋଲିଂ କରିବା ବେଳେ ଜାତୀୟ ରାଜପଥ ସ୍ଥିତ ନବନିର୍ମିତ କଲ୍ୟାଣ ମଣ୍ଡପ ନିକଟରେ ଡ଼କାୟତି ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୁଲିସ । ୫ଜଣ ଡ଼କାୟତକୁ କାବୁ କରିଛି । ସେମାନଙ୍କନିକଟରୁ ୨ ଖଣ୍ଡା,!-->…
କୁଡୁମୁଲୁଗୁମ୍ମାରୁ ନକଲି ଦେଶୀ ମଦ ଜବତ
ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ଦେଶୀ ମଦ ଭାଟି ନିକଟରେ ଗୋଟିଏ ଅଟୋ ରେଜିଷ୍ଟ୍ରେସନ ନମ୍ବର - OD 10Y 8051 ଯୋଗେ ବାଲିମେଳା ଭାଟିରୁ କୁଡୁମୁଲୁଗୁମ୍ମା ଦେଶୀ ଭାଟି ରେ ଅନଲୋଡ କରିବାକୁ ଆସିଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ଉକ୍ତ ବିଷୟରେ ପୁଲିସ କୁ ସୁଚନା ଦେଇଥିଲେ । ସୁଚନା!-->…
ପଡୋଶୀ ଘରର କାନ୍ଥ ଭୁଶୁଡି ବଡ଼ ଅଘଟଣ: ୩ ବର୍ଷର ଶିଶୁ ମୃତ, ବାପା ଓ ପୁଅ ଗୁରୁତର; ଅର୍ଥ ଅଭାବରୁ ଅଟକିଲା ଚିକିତ୍ସା
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଞ୍ଚାୟତର ଜଡ଼ାପାରା କଲୋନୀରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ପଡୋଶୀ ଘରର ଏକ ମାଟି କାନ୍ଥ ହଠାତ୍ ଭୁଶୁଡି ପଡିବାରୁ ଏକେ ପରିବାରର ବାପା ଓ ତାଙ୍କର ଦୁଇ ନାବାଳକ ପୁଅ ମାଟି ତଳେ ଚାପି ହୋଇଯାଇଥିଲେ। ଏହି!-->!-->!-->…
ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା : ଆସନ୍ତା ଜୁନ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଛତ୍ରପୁର…
ଛତ୍ରପୁର, ୧୮/୫ : ଛତ୍ରପୁରରେ ମେ ୪ ତାରିଖ ଠାରୁ ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଧୂମଧାମରେ ଚାଲିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯିବ । ଏହି!-->…
ବିରଲକ୍ଷ୍ମମଣପୁରରେ ପୋଷଣ ଷ୍ଟଲ୍ ଆକର୍ଷଣର କେନ୍ଦ୍ରବିନ୍ଦୁ
ମାଲକାନଗିରି, ତା ୧୮/୦୫ : ମାଲକାନଗିରି ବ୍ଲକ ଅନ୍ତର୍ଗତ ବିରଲକ୍ଷ୍ମମଣପୁର ଗ୍ରାମପଞ୍ଚାୟତରେ ଆଜି ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ୭ଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା । ସେଥିମଧ୍ୟରୁ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ପ୍ରଦର୍ଶିତ!-->…
ବାଃ ବାଃ ରେ କାଢ଼ୁଆ ଭାଇନା…..! ଆସିକା କଇଁଫୁଲିଆ ଛକ କୁ ସରୋଜ ପାଢ଼ୀ ଛକ କାହା ନିର୍ଦ୍ଧେଶ ରେ କରାଗଲା ବୋଲି ସାଧାରଣ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଗତ ସାଧରଣ ନିର୍ବାଚନ ପର ଠାରୁ ଚର୍ଚ୍ଚା ରେ ରହିଆସିଛି। ବ୍ରିଟିଶ ଅମଳରୁ ଆସିକା କଇଁଫୁଲିଆ ଛକ ନାମରେ ଏହି ତିନି ଛକିଆ ଛକ ରହିଆସିଛି। ବର୍ତ୍ତମାନ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ମୁନିସିପାଲିଟି ଘୋଷଣା ହେବା ପରେ କାଳ ଷଣ୍ଢ ପୁର ପଞ୍ଚାୟତର!-->…
ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି: ବି.ଏଲ.ପୁରରେ ୨୮ ଅଭିଯୋଗର ସମୀକ୍ଷା ସହ ଭତ୍ତା ବଣ୍ଟନ ଓ…
ମାଲକାନଗିରି, ୧୮/୫/୨୬: ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ବ୍ଲକ ବି.ଏଲ.ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ!-->…
ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ…
ନୟାଗଡ: ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ଫଳରେ ନୟାଗଡ଼ ଜିଲ୍ଲା ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଦଳକୁ ଡେଇଁ ଥିବା ଏହି ବିଜେଡି ନେତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ!-->…
ସଡ଼କ ଦୁର୍ଘଟଣା : ଟ୍ରକ ପଛକୁ ପିଟିଲା ପିକଅପ , ଅଳ୍ପକେ ବଞ୍ଚିଲା ଡ୍ରାଇଭର…
ଉମରକୋଟ / ରାଇଘର, :ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତର ଶାନ୍ତିନଗର ଛକ ନିକଟରେ ଆଜି ରବିବାର ସନ୍ଧ୍ୟା ପରେ ପରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଏକ ଏଜ ପିକଅପ ଗାଡ଼ି ଆଗରେ ଯାଉଥିବା ଏକ ବଡ଼ ଟ୍ରକର ପଛପଟେ ଜୋରଦାର ଭାବେ ଧକ୍କା!-->…