Browsing Category

ଆଞ୍ଚଳିକ

ଯୁବ ବ୍ୟବସାୟୀଙ୍କ ମୃତ୍ୟୁରେ ସ୍ତବ୍ଧ ମାଲକାନଗିରି, ଗତକାଲିଠାରୁ ନିଖୋଜ ଥିଲେ ବ୍ୟବସାୟୀ ଜିତୁ ଜୈନ

ମାଲକାନଗିରି ଚିତ୍ରକୋଣ୍ଡା (୦୨।୦୯) : ଗୁରୁପ୍ରିୟା ସେତୁ ନିକଟ ନଦୀରୁ ଗତକାଲି ଠାରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ ମାଲକାନଗିରି ର ଜିତୁ ଜୈନ ଙ୍କ ର ବୋଲି ଜଣା ପଡ଼ୁଛି। ସୂଚନା ଅନୁଯାୟୀ ମାଲକାନଗିରି ରୋଡ ଓ୍ୱେଜ

ହିଞ୍ଜିଳି ସାବତ ପୋଖରୀରେ ବୁଡି ଯୁବକ ମୃତ…

ହିଞ୍ଜିଳିକାଟୁ (୨/୯): ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ହିଞ୍ଜିଳି ଗ୍ରାମ ମଠପଦର ସାହି ପଣ୍ଡା ଛକ ନିକଟରେ ସାବତ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ୨ ନମ୍ବର ଓ୍ବାର୍ଡ ମଠପଦର ସାହିର ଚିନ୍ତାମଣି ପଣ୍ଡା (୩୦) । ଏ ନେଇ

ବିଏସଏସ ଓ ବ୍ଲକ୍ କଳାସଂସ୍କୃତି ସଂଘ ଉପସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ତାଲିମ୍ ଶିବିର

ଛତ୍ରପୁର (୦୨.୦୯) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି । ବ୍ଲକ୍ କଳା

ହତ୍ୟା ମାମଲା : ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଛତ୍ରପୁର : ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩ ପକ୍ଷରୁ ଜୁଲାଇ ୩୧ରେ ଦଣ୍ଡାଦେଶ ରାୟ ପ୍ରକାଶ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଭୋଟର ସଚତନତା କର୍ମଶାଳା

ଫୁଲବାଣୀ- ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ପୁରାତନ ଛାତ୍ର ସଂଘର ମିଳିତ ଅନୁକୂଲ୍ୟ ରେ ନୂତନ ଭୋଟର ମାନଙ୍କୁ ନେଇ ଏକ ସଚେତନା କର୍ମଶାଳା ହୋଇଥିଲା। କଲେଜ ଅଧ୍ୟକ୍ଷ ଡକ୍ଟର ସୁଭାଷ ଚନ୍ଦ୍ର ପ୍ରଧାନ ସଭାପତିତ୍ବ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଓକିଲ ବନ ମହାନ୍ତି,ପୁରାତନ ଛାତ୍ର

ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା, ୨୦୨୩

ଫୁଲବାଣୀ :ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀର ଅଧ୍ୟକ୍ଷ ସତ୍ୟ ପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଦ୍ଵାରା ପ୍ରେରିତ ନିୟମାବଳୀ ଅନୁଯାଇ ସ୍ଥାନୀୟ ଏ. ଡି. ଆର କେନ୍ଦ୍ରଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା ଅନୁଷ୍ଠିତ

ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ…

ବାଲିଗୁଡ଼ା: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ

ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ଯ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼:- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ର ମିଳିତ ସହଯୋଗ ରେ ଲୋକକଳା ମାଧ୍ୟମରେ ରେ ବିଭିନ୍ନ ଉନ୍ନୟମୂଳକ ସରକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାସ୍ତରୀୟ ଦୁଇ ଦିବସୀୟ ସଂସାଧନ ସଭ୍ଯଙ୍କ ପ୍ରଶିକ୍ଷଣ ଶିବିର

ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

‘କର୍ମଯୋଗୀ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ’ଭୁବନେଶ୍ବର : ସେବା ମନୋବୃତ୍ତି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଅବସର ନଥାଏ। ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ତଥା ଅନୁଷ୍ଠାନ ପାଇଁ କିଛି କର୍ମ କରିବା ଦରକାର। କର୍ମଯୋଗୀଙ୍କ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ।

୧୭ ବର୍ଷୀୟ ନାବାଳିକାର ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…!!

ଉମରକୋଟ (୦୧/୦୯) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗାଁ ଓ ନନ୍ଦିପାରା(କୋଷଲ ) ଗ୍ରାମ ଠୁ ଅନୁମାନିକ ଦେଢ କିଲୋମିଟର ହେବ ଜମି ମଝିରୁ ଏକ ପରିତାକ୍ତ ସଜଳଧାରା କୂଅରୁ ୧୭ ବର୍ଷ ନାବାଳିକାର ମୃତ ଦେହ କୂଅ ଭିତରେ ଭାସିବାକୁ ଆଖ ପାଖର ଜମିରେ କାମ