Browsing Category

ଆଞ୍ଚଳିକ

ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ଆନୁକୂଲ୍ୟରେ ସ୍ୱାୟତ୍ତ ଶାସନ ଦିବସ-୨୦୨୩ ପାଳିତ…

"ଆମେ ଚଲାଉଛୁ ଦେଶ ଆମରି,ଆମରି ନାଆରେ ଆମେ ନାଉରୀ ।"ବାଲିମେଳା : ଆଜି ଦିନରେ ଦେଶରେ ସ୍ୱାୟତ୍ତତାକୁ ଅର୍ଥାତ୍ ନିଜର ଶାସନକୁ ନିଜେ ମନେ ପକେଇବା ନିମନ୍ତେ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ଆନୁକୂଲ୍ୟରେ ସ୍ୱାୟତ୍ତ ଶାସନ ଦିବସ-୨୦୨୩ ପାଳିତ ହୋଇଯାଇଛି। ଉତ୍ସବରେ ଯୋଗ ଦେଇଥିଲେ

ରକ୍ଷାବନ୍ଧନରେ ସହିଦ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ…

ମାଲକାନଗିରି : ୩୦।୮ ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ଆଜିର ଦିନରେ ଭାଇ ଠାରୁ ଭଉଣୀ ଯେତେଦୂରରେ ବି ଥାଉନା କାହିଁକି, ରାକ୍ଷୀଟିଏ ପଠେଇ ଥାଏ କିମ୍ବା ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ତେବେ ଆଜିର ଦିନରେ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଅନେକ

ଫୁଲବାଣୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ କେନ୍ଦ୍ରର ପ୍ରଶିକ୍ଷକ, ସାହିତ୍ୟିକ ତଥା ସଂଗଠକ କମଳା ପ୍ରକାଶନୀର ପ୍ରତିଷ୍ଠାତା ଡଃ

ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ଚିକିଟୀ : ବୁଧବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ ହୋଇଯାଇଛି।ଉତ୍ସବ ରେ ମହିମା ମଣ୍ଡନ କରି ଗଞ୍ଜାମ ଜିଲ୍ଲା ଆର୍ଯ୍ୟ ସମାଜ ର ସଭାପତି ଶ୍ରୀ ବାନପ୍ରସ୍ଥ ସନ୍ଥ କୁଳମଣି ଯୋଗଦାନ କରି ରକ୍ଷାବନ୍ଧନ ର ମହତ୍ତ୍ଵ ଓ ବେଦ

ଗଞ୍ଜାମ ବିଜେପି ମହିଳା ମୋର୍ଚ୍ଚା ତରଫରୁ ରକ୍ଷାବନ୍ଧନ ଉତ୍ସବ ଅବସରରେ ସ୍ନେହଯାତ୍ରା

ବ୍ରହ୍ମପୁର, (୩୦/୮) : ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଜିଲ୍ଲା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ ତତ୍ତ୍ୱାବଧାନରେ ବିଜିପୁର ଛକ ସ୍ଥିତ ସନ୍ତୋଷୀ ମାଁ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଧୁମଧାମରେ ପାଳିତ ହୋଇଯାଇଛି । ଭାରତୀୟ

ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟରେ ରକ୍ଷା ବନ୍ଧନ

ଚିକିଟୀ : ବୁଧବାର ଦିନ ଚିକିଟୀପେଣ୍ଠ ସ୍ଥିତ ପ୍ରଜାପିତା ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟରେ ରକ୍ଷା ବନ୍ଧନ କାର୍ଯକ୍ରମ କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମା କୁମାରୀ ନିଶା ଭଉଣୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଫୁଲବାଣୀ :ସ୍ଵସ୍ତିକ କଲ୍ୟାଣ ମଣ୍ଡପ ରାଇକିଆ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଇକିଆ ପଞ୍ଚାୟତ

ସର୍ବ ଭାରତୀୟ ହ୍ୟାଣ୍ଡବଲ୍ ରେଫେରୀ ପରୀକ୍ଷାରେ ବ୍ରହ୍ମପୁରର ସନ୍ଦିପ୍ ପାତ୍ର ଉତ୍ତୀର୍ଣ୍ଣ

ବ୍ରହ୍ମପୁର,୩୦/୮/୨୩:ଗତ ୨୨-୮-୨୩ ତାରିଖ ଠାରୁ ୨୬-୮-୨୩ ପର୍ଯ୍ୟନ୍ତ ପଞ୍ଜାବର ପାଟିୟାଲା ସ୍ଥିତ ଏନ୍.ଏସ୍.ଏନ୍.ଆଇ.ଏସ୍ ସେଣ୍ଟରରେ ଜାତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ରେଫେରି ପରୀକ୍ଷାରେ ବ୍ରହ୍ମପୁରର ଆନ୍ତର୍ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ଅଂଶଗ୍ରହଣ କରି

ବଣ୍ଡାଘାଟିର ବିକାଶ ଧର୍ମକୁ ଆଖିଠାର : ଲଗାଣ ବର୍ଷାରେ ଚାଲିଛି ରାସ୍ତା କାମ, କାଦୁଅ ରାସ୍ତାରେ ପଡୁଛି ପିଚୁ…

ମାଲକାନଗିରି,: ୩୦।୮ ଜିଲ୍ଲାର ଗାଁ ଗାଁକୁ ପକ୍କା ସଡକ ନିର୍ମଣା କରି ଯାତାୟତର ମାଧ୍ୟମକୁ ସ୍ବଚ୍ଛଳ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ବିଶେଷ କରି ମାଲକାନଗିରି ଭଳି ଜିଲ୍ଲାରେ ରାସ୍ତା ନିର୍ମାଣ ଦିଗରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ତେବେ ରାଜ୍ୟ ସରକାର ଜିଲ୍ଲାର

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖାର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହ ରେ ଫୁଲବାଣୀସାହି ବରାଳଦେବୀ ମନ୍ଦିର ନିକଟସ୍ଥ ଥିବା ଯୁବକ ସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ସଂଘ ପକ୍ଷରୁ ରାଷ୍ଟ୍ରୀୟ ଧ୍ଵଜା ଉତ୍ତୋଳନ ସହ ଦେଶ