Browsing Category

ଆଞ୍ଚଳିକ

ନିଃସର୍ତ୍ତ ନ୍ୟୂଜ୍ ର ମହାପ୍ରଭାବ:ଖବର ପ୍ରସାରଣ ପରେ ନିୟମାବଳୀରେ ପରିବର୍ତ୍ତନ…

ମାଲକାନଗିରି/କୋରୁକୋଣ୍ଡା:(୩୦/୦୮) ଗତ ୨୮ ଅଗଷ୍ଟରେ ନିସର୍ତ୍ତ ଗଣମାଧ୍ୟମ ଜରିଆରେ କୋରୁକୋଣ୍ଡା ବ୍ଲକ୍ ରେ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଏକ ଖବର ପ୍ରସାରଣ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ୍ ରେ C ଓ D ଉଭୟ ଶ୍ରେଣୀର ଠିକାଦାର ମାନଙ୍କ

ଫୁଲବାଣୀ ମହାବିଦ୍ୟାଳୟ ଭିତ୍ତିଭୂମି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାପାଳଙ୍କ ସହ…

ଫୁଲବାଣୀ :ଜିଲ୍ଲାରେ ଉଚ୍ଚଶିକ୍ଷାକୁ ବ୍ୟବସ୍ଥିତ କରିବାକୁ ନଭେମ୍ବରରେ ନାକ ଟିମ କନ୍ଧମାଳ ଗସ୍ତରେ ଆସୁଥିବାରୁ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବାକୁ ମିଳିତ ନାଗରିକ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ ଆଲୋଚନା

କନ୍ଧମାଳରେ ସ୍ଥାପନ ହେଲା ‘କନ୍ଧମାଳ ଛାତ୍ର ଯୁବ ପରିଷଦ’

ଫୁଲବାଣୀ : ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଛାତ୍ର ଯୁବ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l କନ୍ଧମାଳ ଜିଲ୍ଲାରେ ଏକ ନୂତନ ସଂଗଠନ ସ୍ଥାପନା ହେଲା ଯାହା 'କନ୍ଧମାଳ ଛାତ୍ର, ଯୁବ ପରିଷଦ' ନାମରେ ନାମିତ କରାଯାଇଛି l କନ୍ଧମାଳ ଜିଲ୍ଲାର

ମାଲକାନଗିରି ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜିତ…

ମାଲକାନଗିରି : ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି

ହିଞ୍ଜିଳିକାଟୁ କଲେଜ ରେ ରକ୍ତଦାନ ଶିବିର…

ହିଞ୍ଜିଳିକାଟୁ,୨୯।୮() ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଓ ୟୁଥ ରେଡ କ୍ରସ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ରକ୍ତଦାନ ଶିବିରରେ ମୋଟ ୫୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର

ଟିକାବାଲି କଲେଜରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ମୋ ମାଟି ମୋ ଦେଶ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି କହିଲେ ପ୍ରତ୍ୟେକ ଛାତ୍ରଛାତ୍ରୀ ଭିତରେ ଦେଶ ପ୍ରେମ, ମାଟି ପ୍ରତି ମମତା, ସ୍ନେହ ଜାତୀୟତା

ସୂଚନା ଅଧିକାର ତଥ୍ୟ ଏବେ ପାଲଟିଛି ଗୋଦି ମିଡ଼ିଆ ର ରୋଜଗାର ପନ୍ଥା…

ବ୍ରହ୍ମପୁର: ୨୯-୮ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ସରକାର ଙ୍କ ବିଭିନ୍ନ ଉନୟନ୍ନ କାର୍ଯ୍ୟ ରେ ପିସି କାରବାର ଚରମ ସୀମାରେ ପହଞ୍ଚିଛି। ଏହାକୁ ମାଧ୍ୟମ କରି ଧରାକୋଟ ଅଞ୍ଚଳର କେତେକ ସୂଚନା କର୍ମୀ ଙ୍କୁ କେତେକ ଗୋଦି ମିଡ଼ିଆ ବନ୍ଧୁ ହାତ ବାରିସି କରି ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ

ମିଳିତ ଜନଶୁଣାଣି ଶିବିର ରେ ୧୦୬ଟି ଅଭିଯୋଗ…

ବ୍ରହ୍ମପୁର,୨୮/୮: ଚଳିତ ମାସର ଚତୁର୍ଥ ଯୁଗ୍ମ ଜନ ଶୁଣାଣି ଶିବିର ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ୱି କୀର୍ତ୍ତି ଭାସନ୍ ଏବଂ ବ୍ରହ୍ମପୁର