Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣକୁ ବାଟ ଫିଟିଲା: ହଟିଲା ବେଆଇନ କୋଠା
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ଓଡ଼ଗାଁ ସରକାରୀ ବସଷ୍ଟାଣ୍ଡ ପୂର୍ବ ପାର୍ଶ୍ଵରେ ପ୍ରାଚୀର ନିର୍ମାଣକୁ ବିରୋଧ ଘଟଣାର ଅବସାନ ଘଟିଛି।ଡବଲ ବୁଲଡୋଜର ଦ୍ଵାରା ସରକାରୀ ଜମିରେ ନିର୍ମିତ କୋଠାକୁ ଭାଙ୍ଗି ଦିଆଯାଇଛି।ଏବେ ଏକା ସାଙ୍ଗରେ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣ ସହିତ ଖଜୁରିଆକୁ!-->…
ରଙ୍ଗଣୀପାଟଣା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ ଠାରେ ଆମ ବ୍ୟାଙ୍କ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଅଛି।ଓଡ଼ଗାଁ ତହସିଲଦାର ଡ ମାନସ ରଞ୍ଜନ ଭୋଇ, ବିଡ଼ିଓ ପ୍ରୀତିବାଳା ରଣା, ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ରଙ୍ଗଣୀ ପାଟଣା ସରପଞ୍ଚ!-->…
ଡାକ୍ତର ଶୂନ୍ୟ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର : ନର୍ସ ଓ ଆଟେଣ୍ଡର ଭରସାରେ ଚାଲିଛି ଜରୁରୀ ଚିକିତ୍ସା ସେବା…
ମାଲକାନଗିରି :ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଡାକ୍ତର ଅଭାବ ଯୋଗୁଁ ବର୍ତ୍ତମାନ ବାଲିମେଳା ଚିକିତ୍ସାଳୟରେ ଚିକିତ୍ସା ସେବା ପ୍ରାୟ ଠପ୍ ହୋଇପଡ଼ିଥିବା ବେଳେ ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟରତ ତିନି!-->…
ଭାରଉତ୍ତୋଳନ ପ୍ରଶିକ୍ଷଣ ପାଇଁ ଆସିକାରୁ ଦୁଇ ଖେଳାଳୀ ମନୋନୀତ
ଆସିକା : ଆସିକା ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ରୁ ଭାର ଉତ୍ତୋଳନ ପ୍ରଶିକ୍ଷଣ ସକାଶେ ଦୁଇ ଜଣ ଖେଳାଳୀ ମନୋନୀତ ହୋଇଛନ୍ତି।ରାଜ୍ୟ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରାଳୟ ଓ ଏଚ.ପି.ସି ମିଳିତ ଆନୁକୂଲ୍ୟରେ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିରରେ ଆସିକା!-->…
ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ
କୋରାପୁଟ /କୋଟପାଡ଼ (ବସନ୍ତ ପେଗଡ଼ ) : ବିରୋଧି ଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଆଜି କୋଟପାଡ଼ ବ୍ଲକ ସଦରରେ ବ୍ଲକ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ଜନତାପାର୍ଟି ସରକାରରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର!-->!-->!-->…
ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍
ରୋଜଗାରକ୍ଷମ ହେଉଛନ୍ତି ମହିଳା; ୮୯ ଲକ୍ଷ ଟଙ୍କାର ବ୍ୟବସାୟ
ଜୈବିକ ପ୍ରଣାଳୀରେ ଚାଷ ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବିତ କରୁଛି
ମହିଳାଙ୍କ ଆୟ, ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ
ବ୍ରହ୍ମପୁର,ମଇ: ଭାରତର ଗ୍ରାମାଞ୍ଚଳରେ ମିଲେଟ୍ ଦୀର୍ଘ ଦିନ ଧରି ପୋଷଣ ଓ!-->!-->!-->!-->!-->!-->!-->!-->!-->!-->!-->…
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର- ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ଯେ, ଚଳିତ ମାସ ୦୯ ତାରିଖ ଦିନ ସୁଧୀର ପ୍ରଧାନ(୫୮)ଙ୍କୁ ନିଜ ଭାଇ!-->…
ଆସିକା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଦାୟିତ୍ୱ ନେବା ପରେ, ବିଲେଇ ବେକରେ ଘଣ୍ଟି ବାନ୍ଧିବ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଆସିକା ଅଞ୍ଚଳର ମଦ ଓ ବାଲି ମାଫିଆ ମାନଙ୍କ କବ୍ଜା ରେ ରାଜନେତା ମାନେ ରହିଥିବାର ନଜିର ରହିଛି। ନୂଆ ଅଧିକାରୀ ଆସିକା ଅଞ୍ଚଳ କୁ ଆସିଲେ ମାଫିଆ ମାନେ ବିଲେଇ ବେକରେ ଘଣ୍ଟି ବାନ୍ଧିବା ନେଇ ଏକ ପ୍ରକାର!-->…
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କୁ ନେଇ ବିଜେଡିର ପ୍ରେସ ମିଟ ।
ନୟାଗଡ଼:ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ।ପୋଲିସ ପ୍ରତି ଆଉ ଲୋକମାନଙ୍କର କୌଣସି ଭୟ ନାହିଁ।ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ।ଏହି ପ୍ରସଙ୍ଗକୁ ନେଇ ପ୍ରେସ ମିଟ କରି ବିଷୋଦଗାର କରିଛି ନୟାଗଡ଼ ବିଜେଡି।ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼!-->…
ଏଭର୍ ଗ୍ରୀନ କାରଖାନାରେ ବିଶାଳ ରକ୍ତଦାନ ଶିବିର: ୧୦୨ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ୱର: କମିସନରେଟ ପୋଲିସ, ଭାରତୀୟ ରେଡକ୍ରସ୍ ଆଞ୍ଚଳିକ ଶାଖା, ମଧୁକୁଞ୍ଜ ଏବଂ ଇଣ୍ଡିଆନ୍ ସ୍କାଉଟ ଗାଇଡ୍ ଫେଲୋସିପର ମିଳିତ ଆନୁକୂଲ୍ୟରେ 'ଏଭର୍ ଗ୍ରୀନ' କାରଖାନା ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସେବା ଓ ମାନବିକତା ରକ୍ଷା ଉଦ୍ଦେଶ୍ୟରେ!-->!-->!-->…