Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗ୍ରାମୀଣ ନାଟ୍ୟ କଳା ପ୍ରାଦେଶିକ ଶାସ୍ତ୍ରୀୟ କଳାକୁ ଋଦ୍ଧିମନ୍ତ କରେ -ମହାସଂଘ
ବ୍ରହ୍ମପୁର (୦୮/୦୮) : କଳା ଓ କଳାକାର ହିତୈଷୀ ମହା ମଞ୍ଚ 'ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି!-->…
ଡାକ୍ତରଖାନାରେ ମୃତ ଘୋଷିତ ବିଜେପି ନେତା ଅନ୍ତିମ ସଂସ୍କାର ପୂର୍ବରୁ ଜିଇ ଉଠିଲେ
ଆଗ୍ରା/ ନୂଆଦିଲ୍ଲୀ: ବିଜେପି ନେତା ମହେଶ ବାଘେଲ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ରହିବା ସହ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଜୀବନ- ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇ କାର୍ଯ୍ୟ କରିବା ବନ୍ଦ କରିଦେବା!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ “କ୍ରାନ୍ତି ତୀର୍ଥ” ପାଳିତ – ସ୍ୱାଧୀନତାର ୭୫ ଗୌରବମୟ ବର୍ଷକୁ ସ୍ମରଣ
କ୍ରାନ୍ତିତୀର୍ଥ ଦେଶର କ୍ରାନ୍ତିକାରିଙ୍କ ଅନ୍ୱେଷଣ ପାଇଁ ଆଃୱାନ: କୁଳପତିଭୁବନେଶ୍ୱର : ଆମର ସ୍ୱାଧୀନତା ସଂଗ୍ରାମର ଭୁଲିଯାଇଥିବା ହିରୋମାନଙ୍କୁ ମନେ ରଖିବା ଏବଂ ମନେ ରଖିବା ପାଇଁ ଗୋଟେ କାର୍ଯ୍ୟକ୍ରମ "କ୍ରାନ୍ତି ତୀର୍ଥ" ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳନ କର ଯାଇଛି | ଅନେକ ଅଣସଂଗଠିତ!-->…
ନଦୀରୁ ନାବାଳିକାର ଶବ ଉଦ୍ଧାର…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦୀଖଣ୍ଡି ସାହିରେ ରହୁଥିବା ୮ ବର୍ଷ ନାବାଳିକାର ଶବକୁ ସୋମବାର ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ନଦୀଖଣ୍ଡି ସାହାର ଅନାଥ ଜାନିଙ୍କ ନାବାଳିକା ଝିଅ ଗତ ୫ ତାରିଖରୁ ନିଖୋଜ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଫୁଲବାଣୀ!-->!-->!-->…
ଫିରିଙ୍ଗିଆ ଥାନା ପୋଡ଼ି ସ୍ଥିତି ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ
ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି l ବିଧାୟକ କହଁର ଥାନା ପରିସର ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ!-->!-->!-->…
ଚିକିଟୀ ପେଣ୍ଠ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦ୍ୱାବିଂଶ ଜ୍ଞାନବିଜ୍ଞାନ ମେଳା
ଚିକିଟୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଚିକିଟୀ ପେଣ୍ଠ ଠାରେ ଶନିବାର ଦିନ ଦ୍ଵାବିଂଶ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ସକାଳ ୧୦ଟା ସମୟରେ ଚିକିଟୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ କରକମଳରେ ଉଦଘାଟିତ ହୋଇଥିଲା | ଏଥିରେ ଏନ ଏ ସିର!-->…
ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ମାଲକାନଗରି ଜିଲ୍ଲା ପ୍ରଭାବିତ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ରାଷ୍ଟ୍ରୀୟ ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ମାଲକାନଗରି ବାସି ସ୍ୱତପୃତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ମଣିପୁର ରାଜ୍ୟ ରେ ମହିଳା ମାନଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ନିର୍ଯାତନା ବିରୋଧରେ ତଥା ଆଦିବାସୀ ଙ୍କୁ!-->…
5T ଅଧୀନରେ ଶିକ୍ଷା ବିଭାଗ, ସୁଧରୁନି ବ୍ୟବସ୍ଥା ଜାଗା ଅଭାବରୁ ଚାଉଳ ବସ୍ତାଉପରେ ବସି ପଢୁଛନ୍ତି ପାଠ !
ମାଲକାନଗିରି ଚିତ୍ରକୋଣ୍ଡା : ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଇ 5T କୁ ନିଜ ଅଧୀନ କୁ ନେବା ସହ ଶିକ୍ଷା ଓ ଶିକ୍ଷା ଭିତ୍ତି ଭୁମିର ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ରେ ଆଜିବି ଏହିଭଳି ଅବହେଳିତ!-->…
ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମାନ ନାଗରିକ ସଂହିତା ଆଇନ ପ୍ରଣୟନକୁ ବିରୋଧ କରି…
ଦାରିଙ୍ଗବାଡ଼ି (୭/୮) : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆହ୍ୱାନରେ ଭାରତ ବନ୍ଦରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମର୍ଥନ ଜଣାଇଛି।ସମାନ ନାଗରିକ ସଂହିତା ଆଇନ ପ୍ରଣୟନ , ମଣିପୁରରେ ଆଦିବାସୀ ମହିଳାମାନଙ୍କୁ ପାଶବିକ ଅତ୍ୟାଚାର , ୨୦୨୦,!-->!-->!-->…
ବି.ଏସ୍.ଏଫ୍. ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି,୭।୮: ସର୍ଚ ଅପରେସନ ବେଳେ ବି.ଏସ୍ଏଫ୍ କୁ ମିଳିଲା ବଡ ସଫଳତା । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କଲିମେଳା ସ୍ଥିତି ୧୪୨ ବି.ଏସ୍ଏଫ୍ ବାଟାଲିୟନ ତରଫରୁ ମାଓ ଦମନ ପାଇଁ ସର୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛିା ବିଶେଷ ସୁତ୍ରରୁ ଖବର ପାଇ!-->…