Browsing Category

ଅପରାଧ

ପୂର୍ବତନ ସରପଞ୍ଚଙ୍କ ଦାଦା ଗିରୀ : ମହିଳାଙ୍କୁ ଅସଦାଚରଣ କରିବା ସହ ସ୍ୱାମୀଙ୍କୁ ଆକ୍ରମଣ,ବାପ ପୁଅ ଗିରଫ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାରେ ଜଣେ ପୂର୍ବତନ ସରପଞ୍ଚ ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଵା ଘଟଣା ରେ ବାପ ପୁଅ ଏବେ ଜେଲ ଗଲେ।ଗତ ୪ ତାରିଖ ଦିନ ସନ୍ତୋଷପୁର ଗ୍ରାମର ବିଷ୍ଣୁ ପ୍ରିୟା ସ୍ୱାଇଁ ନାମକ ମହିଳା ମନ୍ଦିରକୁ ଯାଉଥିବା ବେଳେ

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ ମାଡ ସହ ଶାରୀରିକ ନିର୍ଯ୍ୟାତନା, ଥାନାରେ ଏତଲା

ହିଞ୍ଜିଳିକାଟୁ, ତା ୯।୧: ବିବାହର ୭ ବର୍ଷ ପରେ ସ୍ତ୍ରୀ'ର ଚରିତ୍ରକୁ ସନ୍ଦେହ କରି ମାଡ ମାରିବା ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୨୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ବାଇକ ସହ ଟଙ୍କା ଲୁଟ…

ବାଲିଗୁଡା,: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ କୁମ୍ଭାରମୁଣ୍ଡା ନିକଟରେ ମଙ୍ଗଳବାର ଦିନ ଏକ ବଡ ଧରଣର ଲୁଟ୍‌ ହୋଇଛି। ଜଣେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଏହି ଲୁଟ୍‌ ହୋଇଛି। ଗୋଟିଏ ବାଇକ

ମହିଳାଙ୍କୁ ଦୁର୍ଷ୍କମ, ଥାନାରେ ଏତାଲା…

ହିଞ୍ଜିଳିକାଟୁ, ୫।୧: ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ୬୫ ବର୍ଷର ଜଣେ ବୃଦ୍ଧ ଘରେ ଏକାକୀ ପାଇ ବଳପୂର୍ବକ ଦୁର୍ଷ୍କମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଘଟିଛି। ପୁଲିସ ସୂଚନା ପ୍ରକାରେ, ଶୁକ୍ରବାର

ନକଲି ମଦ ଚୋରା ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ :୧ ଗିରଫ

ହିଞ୍ଜିଳିକାଟୁ ୪!୧ ନକଲି ମଦ ଚୋରା ଚାଲାଣର ନୂଆ ତରିକା । ଯାତ୍ରୀବାହୀ ବସ୍‌ରେ କୁରୁକୁରେ କାର୍ଟୁନ୍ ରେ ନକଲି ମଦ ନେଉଥିଲେ । ନକଲି ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ଵିଭାଗପୋଲିସ ‌।ଜଣଙ୍କୁ ଗିରଫ କରିବା ସହ ୧୭.୨୮୦ ଲିଟର ନକଲି ମଦ ଓ ଈ ସ୍କୁଟି ଜବତ କରିଛି ଗୁଇନ୍ଦା

ପୋଲିସ ପେଟ୍ରୋଲିଂ ଢିଲା :ସର୍କିଟ ହାଉସରେ ନିଆଁ ଲଗାଇଲେ ଦୁର୍ବୃତ୍ତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କିଟ ହାଉସରେ ବିଳମ୍ବିତ ରାତ୍ରିରେ ଗୋଟଏ ସ୍କୁଟି ଓ ଗୋଟଏ ବାଇକ୍ ସହ ଫୁଲବାଣୀ ବିଧାୟକଙ୍କ ଗାଡ଼ିର କିଛି ଅଂଶ ନିଆଁ ଲାଗି ଜଳିଥିବା ଘଟଣା ଜଣା ପଡ଼ିଛି । ସୂଚନା ଅନୁସାରେ ଫୁଲବାଣୀ ର ସର୍କିଟ ହାଉସରେ ସମସ୍ତ ସରକାରୀ, ବେସରକାରୀ ଅଧିକାରୀ ତଥା