Browsing Category

ଅପରାଧ

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ

ବାଂଲାଦେଶୀ ସନ୍ଦେହରେ ୬ ଅଟକ ! ଘଟଣାସ୍ଥଳରେ ଉତ୍ତେଜନା

ବାସୁଦେବପୁର: ବାଂଲାଦେଶରେ ହିଂସା ଚାଲିଥିବା ବେଳେ ଭାରତକୁ ଅନୁପ୍ରବେଶ ଭୟ ବଢ଼ିଛି। ବିଶେଷ କରି ଜଳ ପଥ ଦେଇ ବାଂଲାଦେଶୀ ଓଡ଼ିଶାକୁ ପଶି ଆସିବା ଭୟ ରହିଛି । ଏଥିପାଇଁ ସମୁଦ୍ର ପଥ ଉପରେ କଡ଼ା ନଜର ରଖାଯାଇଛି । ବାସୁଦେବପୁରରେ ବାଂଲାଦେଶୀ ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ପୋଲିସ

ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ ଗୋରୁ ମାଫିଆଙ୍କ

ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ, ୩ ଗିରଫ

ବ୍ରହ୍ମପୁର : ଅସଲି ଡବାରେ ନକଲି ତେଲ । ନାମୀ ବ୍ରାଣ୍ଡର ଲେବଲ ଲଗାଇ ନକଲି ଇଞ୍ଜିନ ଅଏଲ ବିକ୍ରି । ବ୍ରହ୍ମପୁରରେ ବେଆଇନ ଓ ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ ହୋଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ପୋଲିସ୍ । ଗିରଫ ଅଭିଯୁକ୍ତ ହେଲେ

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଏହି କିଛି ଦିନ ମଧ୍ୟରେ ରାଜ୍ୟରେ ବଡ ବଡ ପଦବୀରେ ଥିବା ଯନ୍ତ୍ରୀ ମାନେ ଲାଞ୍ଚ ନେଉଥିବା ବେଳେ ଧରାପଡୁଛନ୍ତି । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ସୁନା ଗହଳା ସହ ବହୁ ସଂଖ୍ୟକ ପ୍ଲଟ ମାନ ଠାବ ହେଉଛି । ତଥାପି ଲାଞ୍ଚ କାରବାର ବନ୍ଦ ହେବା ସତ୍ତ୍ବେ ବ୍ୟାଧି ପରି

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁବୃତ୍ତ

ପୁରୀ: ପୁରୀ ସହରରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଠାରେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ପୂର୍ବ

ଛାତ୍ରୀଙ୍କୁ ପ୍ରେମ କରିବାକୁ ବାଧ୍ୟ କରିବା ଯୁବକଙ୍କୁ ମହଙ୍ଗା ପଡିଛି…

ଛାତ୍ରୀଙ୍କ ମୋବାଇଲ ଫୋନ ଛଡାଇନେବାରୁ ଯୁବକଙ୍କୁ ମାଡ, ଥାନା ରେ ଅଟକହିଞ୍ଜିଳିକାଟୁ, ୯ା୮(): ଏକତରଫା ପ୍ରେମ କରିବା ସହ ଜୋର ଜବରଦସ୍ତି ଛାତ୍ରୀଙ୍କୁ ପ୍ରେମର ସ୍ୱୀକୃତି ଦେବାକୁ ବାଧ୍ୟ କରିବା ଏବଂ ଏଥିରେ ବିଫଳ ହେବାରୁ ଛାତ୍ରୀଙ୍କ ମୋବାଇଲ ଝାମ୍ପି ନେବା ଯୁବକଙ୍କୁ ମହଙ୍ଗା ପଡିଛି । ଘଟଣା

ଗତକାଲି ଠାରୁ ନିଖୋଜ ଥିବା ଯୁବ ଶିକ୍ଷକଙ୍କ ଶବ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ…

ନବରଙ୍ଗପୁର : ଜଣେ ଶାନ୍ତ ସ୍ଵଭାଵ ଅତ୍ୟନ୍ତ ମେଳାପୀ ଯୁବକ ଥିଲେ ମୃତ ଶିକ୍ଷକ ଏସ କାଳିଆ, ଗତକାଲି ସନ୍ଧ୍ୟା ୬ ଘଣ୍ଟ ସମୟରେ ରେନକୋଟ ପିନ୍ଧି ନିଜ ବାଇକରେ ରେ ବାହାରିଥିଲେ,ରାତିରେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ନିରାଶ ହେବା ପରେ ଟାଉନ ଥାନା ରେ ନିଖୋଜ

କୋଟିପତି ବିଡ଼ିଓ, ଘରୁ ମିଳିଲା ୬ଲକ୍ଷ ନଗଦ ଟଙ୍କା

ଭୁବନେଶ୍ୱର; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ 8ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଭୁବନେଶ୍ୱର

୪୯ ନୁହେଁ ବରଂ ୯୯ ରାଣୀର ରାଜା ଥିଲା ସତ୍ୟଜିତ ସାମଲ

ଭୁବନେଶ୍ବର: ଖୋଲୁଛି ଧୋକାବାଦ ସତ୍ୟଜିତ ସାମଲଙ୍କ ଗୁମର । ଗତକାଲି ଠୁ ଦୁଇ ଦିନିଆ ରିମାଣ୍ଡରେ ଗଲା ପରେ ଧିରେ ଧିରେ ଖୋଲୁଛି ସବୁ ରହସ୍ୟ । ୪୯ ନୁହେଁ ବରଂ ୯୯ ମହିଳାଙ୍କ ସହ ଥିଲା ତାର ସମ୍ପର୍କ । ରିମାଣ୍ଡର ପଚରା ଉଚରା ସମୟରେ ଫେକ୍ ପୋଲିସ ଆଇଡି ସହ ପାସପୋର୍ଟ ଜବତ ହୋଇଛି । ଅଭିଯୁକ୍ତ