Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମାଟିତଳୁ ସିମେଣ୍ଟ ବସ୍ତାରୁ ମିଳିଲା ୩୨ଲକ୍ଷ ଚୋରି ଟଙ୍କା
ସମ୍ବଲପୁର: ହୋଟେଲ୍ ଶୀଲା ଟାୱାର୍ରୁ ଚୋରି ହୋଇଥିବା ୩୯ ଲକ୍ଷ ଟଙ୍କା ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗାଁର ମାଟି ତଳୁ ଏକ ସିମେଣ୍ଟ ବସ୍ତାରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏହାସହିତ ଘଟଣାରେ ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ!-->…
ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା
କୋରାପୁଟ: ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା । ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍ୟମିକ ସ୍କୁଲର ଏକ ବସକୁ ଏହି ଫାଇନ କରାଯାଇଛି। ୨୦୧୮ ଏପ୍ରିଲ ମାସ ଠାରୁ ବସର ଟ୍ୟାକ୍ସ ସହ ଫିଟନେସ ଓ ପରମିଟ ନଥିବାରୁ ଏହି ଜରିମାନା କରାଯାଇଛି।କୋରାପୁଟ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଏହି!-->…
ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚଆରସି
ଭୁବନେଶ୍ୱର: ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ନିଜ ଆଡୁ ମାମଲା ରୁଜୁ ସହ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।!-->…
ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପାଇଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳଙ୍କ ସ୍ତ୍ରୀ
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । କନେଷ୍ଟବଳ ସ୍ତ୍ରୀଙ୍କ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ। ସ୍ବାମୀ ନିର୍ଯାତନା ଓ ଦ୍ୱିତୀୟ ବିବାହ କରିଥିବାରୁ ବାରମ୍ବାର ପୋଲିସ ଆଗରେ ଗୁହାରୀ କରି ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ!-->…
ସୌମ୍ୟ ଆତ୍ମହତ୍ୟା ଘଟଣା: ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା
ଭୁବନେଶ୍ୱର: ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା ନେଇଛି ନୂଆମୋଡ଼। ଅଢ଼େଇ ମାସ ପରେ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଇନ୍ଫୋସିଟି ଥାନା ପୁଲିସ। ଏଥିରେ ପୁଲିସର ଦଫା ୩୦୬ ଏବଂ ୩୪ରେ ମାମଲା ରୁଜୁକରି ତଦନ୍ତ କରୁଛି।
!-->!-->!-->…
ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ବାରା ମାଙ୍ଗାନିଜ ଟ୍ରକ୍ ଜବତ…
ରାଉରକେଲା :(ବସନ୍ତ କୁମାର ଜେନା);ବଣାଇ ବନଖଣ୍ଡ କୋଇଡା ରେଞ୍ଜ ଅନ୍ତର୍ଗତ ଗିଡେଇ ଗଣୁଆ ନିକଟରେ ବନ୍ଦ ପଡିଥିବା ଟାଟା ଟିସ୍କୋ କମ୍ପାନୀ ଦ୍ଵାରା ପୂର୍ବରୁ ଅଧିକୃତ ଥିବା ଜଙ୍ଗଲ ଅଞ୍ଚଳ ରୁ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଭୋର ସକାଳ ସମୟରେ କୋଇଡା ରେଞ୍ଜ ଅଧିକାରୀ କାଜଲ!-->…
ଗଞ୍ଜେଇ ଭର୍ତ୍ତି ପିକ ଅପ ଭେନ ଦୃର୍ଘଟଣା ଗ୍ରସ୍ତ…
ଭଞ୍ଜନଗର:- ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳୁ ଏକ ପିକ-ଅପ ଭେନ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଗାଡ଼ି (WB975304)ଟି କନ୍ଧମାଳ ଜିଲ୍ଲାରୁ ଚକପାଦ ଦେଇ ଦ୍ରୁତ ଗତିରେ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଗୁଜୁରାଳି ଗ୍ରାମ ନିକଟ ଏକ କଲଭଟ ରେ ପିଟିହୋଇ ଓଲଟି!-->…
ଟ୍ରାକ୍ଟର ଚକା ଫାଟି ଡ୍ରାଇଭର ମୃତ, ଜଣେ ଗୁରୁତର
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଶାସଙ୍ଗ ଛକ ନିକଟରେ ଘଟିଛି ଅଘଟଣ । ଛକଠାରେ ଥିବା ଏକ ଟାୟାର ମରାମତି ଦୋକାନକୁ ଆସିଥିବା ଟ୍ରାକ୍ଟରର ଚକଫାଟି ଯିବାରୁ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବାବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଛନ୍ତି । ଉଭୟ ଡ୍ରାଇଭର ମାଧବ ଜେନା ଓ!-->…
ସ୍କ୍ରପିଓକୁ ଧକ୍କା ହୋଇ ସ୍କୁଟି ଚାଳକ ମୃତ, ଜଣଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ
ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କାତରା ନଦୀ ପୋଲ ଛକରେ ଏକ ଦ୍ରୁତଗାମୀ ସ୍କର୍ପିଓ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ନିକଟସ୍ଥ ଗୋଷାଣିପାଳର ହରିହର ସେଠୀ(୫୫)। ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ!-->…
ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତକାରୀ ଅଧିକାରୀ
ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ। NHRC ଗାଇଡ୍ଲାଇନ୍ ଅନୁୟାୟୀ ତଦନ୍ତ ହେଉଛି। ଅତିରିକ୍ତ ଡିସିପି ଏହାର ତଦାରଖ କରୁଛନ୍ତି। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ NHRCକୁ ପଠାଯିବ।ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ସଂପୃକ୍ତ ପୋଲିସ!-->…