Browsing Category

ଅପରାଧ

ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ

ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ। ମାଷ୍ଟର ମାଇଣ୍ଡ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ। ବହୁ ଦିନର ଲୁଚକାଳି ଖେଳ ପରେ ଧରାପଡିଲେ ସରୋଜ। ଅପହରଣ ସିନ କରିବା ନାରେ ରୁମ୍ କୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକା ଜଣକ…

ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ହାତରେ ପଡିଲା ବିଶାଳ ମାଛ : ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଗଣିବା ପାଇଁ…

ମାଲାକନଗିରିର : ନିର୍ବାହୀ ଯନ୍ତ୍ରୀ ଅଶିଷ ଦାସଙ୍କ ୪ କୋଟିର ସମ୍ପତ୍ତି ଠାବ । ନଗଦ ୧ କୋଟି ୩୬ ଲକ୍ଷ ୭୫ ହଜାର ଟଙ୍କା ଠାବ କଲା ଭିଜିଲାନ୍ସ | ୧.୨ କିଲୋରୁ ଅଧିକ ଓଜନର ସୁନା, ସୁନା ବିସ୍କୁଟ ଜବତ । ଓଡ଼ିଶା ଇତିହାସରେଏତେ ପରିମାଣର ସମ୍ପତ୍ତି ପୂର୍ବରୁ କେବେ ଜବତ କରିନଥିଲା…

ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଜଣେ ବନ କର୍ମଚାରୀ ଗୁରୁତର…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୀଆମୁଣ୍ଡାରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ଶୁଣିବାକୁ ମିଳିଛି ।ସୂଚନା ଅନୁସାରେ ସାଡୀଙ୍ଗିଆ ପଂଚାୟତର କୀଆମୁଣ୍ଡା ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଏଗାରଟା ବେଳେ ଫରେଷ୍ଟର ବ୍ରଜ ସୁନ୍ଦର…

କ୍ରାଇମ ବ୍ରାଞ୍ଚ ଦ୍ଵାରା ଗିରଫ ହେଲେ ଶର୍ମିଷ୍ଠା ରାଉତ, ଓ ତାଙ୍କ ସାଥୀ ଝୁନା ଭୋଇ..

ଭୁବନେଶ୍ୱର : ଲୁଚା ଛପି ର ଖେଳ ସରିଲା ଶେଷରେ ବହୁ ଚର୍ଚ୍ଚିତ କ୍ୟାମେରମ୍ୟାନ ମାନସ ସ୍ବାଇଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମ ବ୍ରାଞ୍ଚ ପୋଲିସ ଗିରଫ କରିବାରେ ସଫଳତା ହାସଲ କରିଛି। ଏଥିସହିତ ତାଙ୍କ ସାଥୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି।…

ଜମି ଆଡକୁ ଡାକି ନେଇ ଯବାନକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ । କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା। ଯାତ୍ରା…

ଯୋଡ଼ା ଗଣେଶ ଭବନ ଲଜ୍ ନିକଟରେ ଛୁରା ମାଡ଼, ଯୁବକ ମୃତ

ବଡବିଲ, ୨୭।୩ ଯୋଡ଼ା ଗଣେଶ ଭବନ ଲଜ୍ ନିକଟରେ ଶନିବାର ରାତିରେ ଛୁରା ମାଡ଼ରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଂଚଳର ନାଜିମ୍ ସେକ୍ । ସୂଚନା ଅନୁଯାୟୀ, ନାଜିମ୍ ସେକ୍ ଟାଟା ଷ୍ଟିଲରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମକରୁଥିଲେ ଏବଂ ତାଙ୍କର…

ଗାଙ୍ଗପୁର IIC ମୃତ୍ୟୁ ଘଟଣା, ସଠିକ ତଦନ୍ତ ଦାବି କଲେ ପତ୍ନୀ

ଗଞ୍ଜାମ: ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ବନ୍ଧୁକ ଗୁଳି ଫୁଟି ମୃତ୍ୟୁ ଘଟଣା । ସମୟ ବଢିବା ସହ ରହସ୍ୟ ମଧ୍ୟ ଘନିଭୂତ ହେଉଛି । ଆକସ୍ମିକ ଦୁର୍ଘଟଣା ନା ହତ୍ୟା ତାହା ସନ୍ଦୀହାନ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଏବେ ମଧ୍ୟ ଜଣାପଡିନୱାହିଁ । ସେପଟେ ମୃତ ଆଇଆଇସି ମାଆଙ୍କ ବୟାନ ମଧ୍ୟ…

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: ଦୟାଲ ଆଶ୍ରମ ସିଲ୍‌ କଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ରବିବାର ଦୟାଲ ଆଶ୍ରମକୁ ସିଲ୍‌ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଏଥିସହିତ ଆଶ୍ରମର ଘର ଭିତରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି । ସୂଚନା ଅନଯାୟୀ, ମାନସ ସ୍ୱାଇଁ ହତ୍ୟା…

ବହୁ ଚର୍ଚ୍ଚିତ କାଳିଆ ପଢିଆରୀ ହତ୍ୟା ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ

ପୁରୀ, ୨୭/୦୩ : ବହୁ ଚର୍ଚ୍ଚିତ କାଳିଆ ପଢିଆରୀ ହତ୍ୟା ମାମଲାରେ ଆଉ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ। ଶନିବାର ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ଆଣିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଟୁଟୁ ଓ କୁନୁମୁନିକୁ କ୍ରାଇମ୍ ସ୍ପଟ ବାରବାଟି ଆଣି…

ରାଜ୍ୟ ବାହାରରୁ ଦୁଇ ଅଭିଯୁକ୍ତ ଗିରଫ, ବଡ଼ବିଲରେ ଠକିଥିଲେ ୨.୪୫ କୋଟି ଟଙ୍କା

ଭୁବନେଶ୍ବର: ୨.୪୫ କୋଟି ଟଙ୍କା ଠକେଇ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ରାଜ୍ୟ ବାହାରର ବୋଲି ଜଣାଯାଇଛି। ଏମାନଙ୍କ ଭିତରୁ ସୁବାସ ଘିସିଙ୍ଗ ଗିରିଙ୍କୁ ପଶ୍ଚିମବଙ୍ଗ ବାରାକପୁରରୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ବେଳେ ଆର ଅଭିଯୁକ୍ତ ସୟଦ ଶାହବାଜ ନକଭିଙ୍କୁ…