Browsing Category

ଅପରାଧ

ରାତ୍ରୀ ଅନ୍ଧକାରରେ ଶିକ୍ଷୟିତ୍ରୀଙ୍କ ସ୍କୁଟର ପୋଡିଦେଲେ ଦୁର୍ବୃତ…

ଦେବଗଡ଼ :,୩|୩:ଗତକାଲି ବିଳମ୍ବିତ ରାତ୍ରୀରେ ଦେବଗଡ ଥାନା ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଘର ଅଗଣାରେ ଥିବା ସ୍କୁଟରକୁ କୋଣସି ଦୁର୍ବୃତ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁକରି

ନୟାଗଡ଼ରେ ପୁଣି ବ୍ରାଉନ ସୁଗାର ମାଫିଆ ସକ୍ରିୟ : ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା…

ନୟାଗଡ଼: ଗତ କିଛିଦିନ ପୂର୍ବେ ଫତେଗଡରୁ ୨୦ଗ୍ରାମ, ନୟାଗଡ଼ ତ୍ରିନାଥ ଛକ ନିକଟରୁ ୧୮ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ମାତ୍ର ଏବେ ପୁଣି ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ବ୍ରାଉନ ସୁଗାର କାରବାର ଖୁଲମଖୁଲା ହେଉଥିଲେ ମଧ୍ୟ ପୁଲିସ୍ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି

ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ପରିଚୟ ମିଳିଲା:ଶାଲ୍ ରେ ଗଳାଚିପି ହତ୍ୟା କରାଯାଇଥିବା ସନ୍ଦେହ..!

୨ ବର୍ଷ ପୂର୍ବେ ସ୍ୱାମୀ ଓ ଶିଶୁ କନ୍ୟାକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିଲେ ଦେବଗଡ଼,୨ା୩: ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ କରାଯାଇଥିବା ବେଳେ ଶନିବାର ଉଦ୍ଧାର କରାଯାଇ

କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ +2 ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନୀ ସାହୁ । ମୃତ ଜସ୍ମିନୀ ଗତକାଲି ଦିନ ୨ଟା

ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ

ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ ଆରମ୍ଭ କରିଛନ୍ତି। ବ୍ୟବସାୟୀ

ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ: ଦୁଇ ଗିରଫ…

ନୟାଗଡ଼: ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହୀବାଙ୍କ ପଞ୍ଚାୟତ ନରସିଂହ ପ୍ରସାଦ ଛକରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ସେମାନଙ୍କୁ ପଠାଯାଇଛି ।

ଧରାକୋଟ ଅଞ୍ଚଳ ରେ ମାଳ ମାଳ ଇଟା ଭାଟି ସାଙ୍ଗକୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…

ଲେଖା ଛିଡେଇ ଦେବା ଯୋଗୁଁ ପ୍ରଶାସନ ପାଖରେ ଖବର ନାହିଁ ..! ବ୍ରହ୍ମପୁର: ୨୯-୨ ଧରାକୋଟ ଅଞ୍ଚଳ ରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ରୁ ମାଳ ମାଳ ପୋଡ଼ା ଇଟା ଭାଟି ଆରମ୍ଭ ହେଲାଣି। ଏହା ସହିତ ବାଲି ମାଫିଆ ମାନେ ବେଆଇନ ଭାବେ ଦିନ ଓ ରାତ୍ର ସମୟରେ ହାଇୱା, ଟିପର ଓ ଟ୍ରକ ଯୋଗେ ଜିଲ୍ଲାର

ବଜ୍ରକାପ୍ତା ଡିଲ୍ ବେଳେ ରେଡ୍, ୬ ଜଣଙ୍କୁ ଗିରଫ କଲା ବନ ବିଭାଗ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଉରା ଜଙ୍ଗଲରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ ଖବରପାଇ ମାଡିବସିଲା ବନ ବିଭାଗ । ଘଟଣାସ୍ଥଳରୁ ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏହାସହ ତିନୋଟି ବାଇକ ମଧ୍ୟ ଜବତ କରିଛି । ବେଆଇନ ଭାବେ

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ଟଳିଲେ ୪ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ । ଛତିଶଗଡ଼ର ବିଜାପୁର ଜିଲ୍ଲାର ତୁଙ୍ଗାଲି ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଜବତ ହୋଇଛି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ। ଏହି ଘଟଣା ପରେ ସଂପୃକ୍ତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍ ।