Browsing Category

ଅପରାଧ

ଧଉରାଗୋଠ ଗ୍ରାମରେ ବିଦେଶୀ ଶୋରିଷ ନାମରେ ଚାଲିଥିଲା ନିଷିଦ୍ଧ ଅଫିମ ଚାଷ :ଚାଷୀକୁ ଧରି ଅବକାରୀ ବିଭାଗର ଜିମା ଦେଲେ…

ଅବକାରୀ ବିଭାଗର ଭୁମିକା ନେଇ ସନ୍ଦେହ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ଦେବଗଡ : ,୩ା୩ଏକ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଚାଲିଥିଲା ନିଷିଦ୍ଧ ଗଞ୍ଜେଇ ଚାଷ । ହେଲେ ନା ବାରଣ କରିଥିଲା ଅବକାରୀ ବିଭାଗ ନା ରୋକିବାକୁ ପ୍ରୟାଶ କରିଥିଲା ପୁଲିସ ବିଭାଗ । ବିଦେଶୀ ଶୋରିଷର ଭ୍ରମରେ ଥିବା

ପୋଲିସ-ମାଓବାଦୀ ଗୁଳିବିନିମୟ, ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେ ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣାସ୍ଥଳରୁ ଗୋଟିଏ ଏକେ- 47 ବନ୍ଧୁକ ଜବତ ହୋଇଛି । ମାଓବାଦୀଙ୍କ

DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କେୟାରବାଙ୍କ ସ୍ଥିତ ଡିଆରଡିଓ କେନ୍ଦ୍ରରେ ଡିଉଟିରେ ଥିବା ଯବାନ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ଶନିବାର ରାତି ୧୨ଟାରୁ ୨ ପର୍ଯ୍ୟନ୍ତ ଜେନେରାଲ ଡିଉଟିରେ ଥିଲେ ଯବାନ ଜଣକ। ରାତି ପ୍ରାୟ ୧.୫୫ ସମୟରେ ନିଜ

ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ

ଅନୁଗୁଳ : ବାପାକୁ ପିଟି ମାରିଲା ପୁଅ । ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ । ମୃତଦେହକୁ ଚଦରରେ ଘୋଡାଇ ଫେରାର ହୋଇଯାଇଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁର ଅଭାବନୀୟ ଘଟଣା । ମୃତକ ହେଲେଊ ଗାଁ ବିପ୍ରବର ଭୋଇ । ହତ୍ୟାକାରୀ ପୁଅ ହେଲା ବଳରାମ ଭୋଇ ।

ଗ୍ରୁପ୍‌ ଋଣ ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ

ଗ୍ରୁପ୍‌ରୁ ଋଣ ନେଇ ଦେଉନଥିଲେ। ମାଗିବାରୁ ମହିଳାଙ୍କୁ ଆକ୍ରମଣ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ସଦର ମହକୁମାରେ ଘଟିଛି। ପନିକି ଚୋଟରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଶ୍ରୀକୋଣା ପଞ୍ଚାୟତର ପଟାପୋଲୋ ଗାଁର SKS ଭାରତ ଫାଇନାନ୍ସ ଗ୍ରୁପ୍‌ରୁ ରେଖା

ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ୩୫୧ ବିରଳ କଇଁଛ ଜବତ

ଭୁବନେଶ୍ୱର: ୩୫୧ ବିରଳ କଇଁଛ ଜବତ । କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା DRI । ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଏସବୁ ଜବତ କରାଯାଇଛି । ଟାଟା ଟିଆଗୋ କାରରୁ ୩୫୧ଟି ବିରଳ କଇଁଛ ଜବତ କରାଯାଇଛି । ଏହା ସିଡ୍ୟୁଲ ୧

ଗୋଟିଏ ପରିବାରର ତିନି ମୃତ

ରାଜନଗର: ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’ ଓ ପୁଅର ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ

ପୁଣି ବାଲି ମାଫିଆ ସକ୍ରିୟ…….!ଗଞ୍ଜାମ ଜିଲ୍ଲାରୁ ଅନ୍ୟ ରାଜ୍ୟ କୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…

ବ୍ରହ୍ମପୁର: ୩-୩ କିଛି ଦିନର ନୀରବତା ପରେ ଉପରୁ ନିର୍ଦ୍ଧେଶ ମିଳିବା ପରି ବାଲି ମାଫିଆ ମାନେ ପୁଣି ସକ୍ରିୟ l ଦିନକୁ ସହ ସହ ଗାଡି ରେ ବାହାର ରାଜ୍ୟକୁ ଚୋରା ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ପୁଣି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚୋରାରେ ବାଲି ଅବାଧ ରେ ଖୁଲାମ ଖୁଲା ବିନା

ରାତ୍ରୀ ଅନ୍ଧକାରରେ ଶିକ୍ଷୟିତ୍ରୀଙ୍କ ସ୍କୁଟର ପୋଡିଦେଲେ ଦୁର୍ବୃତ…

ଦେବଗଡ଼ :,୩|୩:ଗତକାଲି ବିଳମ୍ବିତ ରାତ୍ରୀରେ ଦେବଗଡ ଥାନା ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଘର ଅଗଣାରେ ଥିବା ସ୍କୁଟରକୁ କୋଣସି ଦୁର୍ବୃତ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁକରି

ନୟାଗଡ଼ରେ ପୁଣି ବ୍ରାଉନ ସୁଗାର ମାଫିଆ ସକ୍ରିୟ : ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା…

ନୟାଗଡ଼: ଗତ କିଛିଦିନ ପୂର୍ବେ ଫତେଗଡରୁ ୨୦ଗ୍ରାମ, ନୟାଗଡ଼ ତ୍ରିନାଥ ଛକ ନିକଟରୁ ୧୮ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ମାତ୍ର ଏବେ ପୁଣି ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ବ୍ରାଉନ ସୁଗାର କାରବାର ଖୁଲମଖୁଲା ହେଉଥିଲେ ମଧ୍ୟ ପୁଲିସ୍ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି