Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ପରିଚୟ ମିଳିଲା:ଶାଲ୍ ରେ ଗଳାଚିପି ହତ୍ୟା କରାଯାଇଥିବା ସନ୍ଦେହ..!
୨ ବର୍ଷ ପୂର୍ବେ ସ୍ୱାମୀ ଓ ଶିଶୁ କନ୍ୟାକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିଲେ
ଦେବଗଡ଼,୨ା୩: ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ କରାଯାଇଥିବା ବେଳେ ଶନିବାର ଉଦ୍ଧାର କରାଯାଇ!-->!-->!-->…
କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ +2 ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନୀ ସାହୁ । ମୃତ ଜସ୍ମିନୀ ଗତକାଲି ଦିନ ୨ଟା!-->…
ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ
ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ ଆରମ୍ଭ କରିଛନ୍ତି।
ବ୍ୟବସାୟୀ!-->!-->!-->…
ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ: ଦୁଇ ଗିରଫ…
ନୟାଗଡ଼: ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହୀବାଙ୍କ ପଞ୍ଚାୟତ ନରସିଂହ ପ୍ରସାଦ ଛକରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ସେମାନଙ୍କୁ ପଠାଯାଇଛି ।!-->!-->!-->…
ଧରାକୋଟ ଅଞ୍ଚଳ ରେ ମାଳ ମାଳ ଇଟା ଭାଟି ସାଙ୍ଗକୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…
ଲେଖା ଛିଡେଇ ଦେବା ଯୋଗୁଁ ପ୍ରଶାସନ ପାଖରେ ଖବର ନାହିଁ ..!
ବ୍ରହ୍ମପୁର: ୨୯-୨ ଧରାକୋଟ ଅଞ୍ଚଳ ରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ରୁ ମାଳ ମାଳ ପୋଡ଼ା ଇଟା ଭାଟି ଆରମ୍ଭ ହେଲାଣି। ଏହା ସହିତ ବାଲି ମାଫିଆ ମାନେ ବେଆଇନ ଭାବେ ଦିନ ଓ ରାତ୍ର ସମୟରେ ହାଇୱା, ଟିପର ଓ ଟ୍ରକ ଯୋଗେ ଜିଲ୍ଲାର!-->!-->!-->!-->!-->…
ବଜ୍ରକାପ୍ତା ଡିଲ୍ ବେଳେ ରେଡ୍, ୬ ଜଣଙ୍କୁ ଗିରଫ କଲା ବନ ବିଭାଗ
ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଉରା ଜଙ୍ଗଲରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ ଖବରପାଇ ମାଡିବସିଲା ବନ ବିଭାଗ । ଘଟଣାସ୍ଥଳରୁ ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏହାସହ ତିନୋଟି ବାଇକ ମଧ୍ୟ ଜବତ କରିଛି ।
ବେଆଇନ ଭାବେ!-->!-->!-->…
ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ..! ମଦ ମାଫିଆ ସକ୍ରିୟ
କାହା ନିର୍ଦ୍ଧେଶ ରେ ଗଞ୍ଜାମ ଜିଲ୍ଲାରେ ଚୋରା ମଦ ବ୍ୟବସାୟୀ ସକ୍ରିୟ ?…!
ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ
ଟଳିଲେ ୪ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ । ଛତିଶଗଡ଼ର ବିଜାପୁର ଜିଲ୍ଲାର ତୁଙ୍ଗାଲି ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଜବତ ହୋଇଛି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ। ଏହି ଘଟଣା ପରେ ସଂପୃକ୍ତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍ ।
ବ୍ୟବସାୟୀ ଙ୍କ ଘରୁ ୩୦ ଲକ୍ଷ ଟଙ୍କା ର ସୁନା ଗହଣା ଚୋରି ଅଭିଯୋଗ…
ଚିକିଟୀ-- ସ୍ଥାନୀୟକେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ର ପ୍ରତିଷ୍ଠିତ ବ୍ୟବସାୟୀ ପି. ନାଗେଶ୍ୱର ରାଓ ସୁବୁଦ୍ଧି ଙ୍କ ଘରୁ ଗତ ବିଳମ୍ବିତ ରାତିରେ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ହଜାର ଟଙ୍କା ଚୋରି ହୋଇଥିବା କେ ନୂଆଗାଁ ଥାନା ରେ ନାଗେଶ୍ୱର ଅଭିଯୋଗ କରିଛନ୍ତି l!-->!-->!-->…
ରାଜନଗର ଜଗନ୍ନାଥ ମନ୍ଦିର ଵଜାରରେ କ୍ୟାବିନ୍ ତାଢି ବହୁମୂଲ୍ୟର ଜିନିଷ ଚୋରୀ…
ରାଜନଗର -26.2.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରି ସାଙ୍ଗକୁ ଚୋରା ମଦ କାରବାର ଵଜାରଠୁ ଗଳିକନ୍ଦିରେ ଖୁଲମ ଖୋଲା ବିକ୍ରି ଵଢି ଚାଲୁଥିବାରୁ କାଲି ରାତିରେ ଦୁର୍ବୃତ୍ତମାନେ ଷ୍ଟେସନାରୀ ଦୋକାନ କ୍ୟାବିନ ତାଢି ଵହୁପରିମାଣର ସମନ ଚୋରି କରିଥିବା ଥାନାରେ!-->…