ଆଦିବାସୀଙ୍କୁ ଅଧିକାର ମିଳିବା ଜରୁରୀ- ଓମ୍‍ ବିର୍ଲା

ଭୁବନେଶ୍ୱର ୨୯/୦୮: ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା । କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ସେନେଇ ଚିନ୍ତା କରିବା ଜରୁରୀ । ଏପରି ହେଲେ ଦେଶ ଆଗକୁ ବଢ଼ିବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ।ସେ ଆହୁରି କହିଛନ୍ତି ବେଳେ ବେଳେ

ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ : କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ

ନିଶାରେ ଚୁର ଟ୍ରକ୍ ଡ୍ରାଇଭର : ରଚିଲେ ସିରିଜ ଦୁର୍ଘଟଣା ….!

ବ୍ରହ୍ମପୁର: ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଛକ ରେ ସିରିଜ ଦୁର୍ଘଟଣା। ଜଣେ ମୃତ ଗୃହ ଓ ଦୋକାନ ଭିତରେ ମାଡିଗଲା।ଡ୍ରାଇଭର ଗାଡି ଧରି ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଟ୍ରକ ଡ୍ରାଇଭର କୁ ଅଟକ ରଖି ପୋଲିସ ରେ ଜିମା ଦେଇଛନ୍ତି। ଡ୍ରାଇଭର ନିଜେ ସ୍ବୀକାର କରିଛନ୍ତି ଯେ ସେ ଅଧିକ ଭାଙ୍ଗ

ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ କେବେ…?

ରାଜସ୍ୱ ମନ୍ତ୍ରୀଙ୍କ ବୁଲଡୋଜର ଆକ୍ସନ ଧୂଆଁ ବାଣ ନୁହଁତ ?..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳ ରେ ଥିବା କୋଟି କୋଟି ଟଙ୍କାର ସରକାରୀ ଜମି ଏବେ ମାଫିଆ ମାନଙ୍କ ଜବର ଦଖଲରେ ରହିଛି। କ୍ଷମତାର ଅପବ୍ୟବହାର କରି ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଖାସ

ଔଷଧ ବିକଳ ରେ ତାଟିଆ କାମୁଡ଼ିବା ନୀତିରେ ଆସିକା ବିଧାୟକ…..!

ଲୋକେ କହୁଛନ୍ତି ଦୀପ ଲିଭିବା ପୂର୍ବରୁ ଜୋର ରେ ଜଳେ….ଭୁବନେଶ୍ୱର: ଆସିକା ବିଧାୟକ ଭାବେ ଦ୍ୱିତୀୟ ଥର ନିର୍ବାଚିତ ହେବା ପରେ ରାଜନୈତିକ ମଇଦାନ ରେ ଭାଇନାଙ୍କ ବୋଲିଂଙ୍ଗର ଲାଇନ ଲେନ୍ଥ ଠିକ ରହୁନଥିବା ଆଲୋଚନା ହେଉଛି। ଭାଇନା ବିଭିନ୍ନ ସମୟରେ ଅପବାଦରେ ରହୁଛନ୍ତି।ପ୍ରଥମେ ଜୁଆ ଖେଳୁ ଥିବାର

ନିମ୍ନମାନର କୋଇଲା ଚାଲାଣକୁ ନେଇ ଆଦାନୀ ଏବଂ ଟ୍ରକ ଟିପ୍ପର ସଂଘର ଆଲୋଚନା

ଧାମରା : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନୀରେ କ୍ଷୁବ୍ଧ ହୋଇ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୮ଟି ସଂଘ ଜିଲ୍ଲା ଟ୍ରକ ଟିପ୍ପର ସଂଘ ନିଷ୍ପତି ନେଇଥିଲେ । ଏ ନେଇ ସଂପୃକ୍ତ ସଂଘ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ

ରାୟଗଡ଼ା : ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଅମୃତା ଦେବୀ ବଳୀଦାନ ଦିବସକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦୋକାନ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌: ବୃଦ୍ଧ ମୃତ: ଦୋକାନୀ ଆହତ : କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଲିଗୁଡା, ତା,୨୮/୦୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଟିଏ ଘରୋଇ ବସ ଧକ୍କାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ହେଲେ ବ୍ରାହ୍ମଣୀଗାଁ

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋ ମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର : ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍‌ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଅତ୍ୟାଧୁନିକ, ନନ୍‌-ଇନ୍‌ଭେସିଭ ବ୍ରେନ୍‌ ସ୍ଟିମୁଲେସନ୍‌

ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ସିସିଟିଭିରେ ଦୁଇ ଯୁବତୀଙ୍କ କାରନାମା କଏଦ

ଭୁବନେଶ୍ଵର: ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା