ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର !

ନୂଆଦିଲ୍ଲୀ: ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସୂଚନା ହେଉଛି ଯେ ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର ହୋଇଛି। ତେବେ ଏନେଇ କୌଣସି ଘୋଷଣା ହୋଇନଥିଲେ ବି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏନଡିଏରେ ପାଞ୍ଚଟି ଦଳ ଅଛନ୍ତି।

ଗାନ୍ଧି ପରିବାର ଲୋକେ କାହିଁକି ଜେଲ ଯାଇନାହାନ୍ତି ବୋଲି ପଚାରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ବେଶ କିଛିଦିନ ନୀରବ ରହିବା ପରେ ଫେରିଛନ୍ତି ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ । କେଜରିୱାଲ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର କେହି କାହିଁକି ଜେଲ ଯାଇ ନାହାଁନ୍ତି। ଲୋକମାନେ

ଛତିଶଗଡ଼ରେ ଲଗାଣ ବର୍ଷା, କୋଇଗୁରୁ ପୋଲ ଉପରେ ପାଣି

ମାଲକାନଗିରି: ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବା ହେତୁ ମାଲକାନଗିରି ପ୍ରଭାବିତ ହୋଇଛି। ସାବେରୀ ଓ ସିଲେରୁ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ମୋଟୁ ସୀମାବର୍ତ୍ତୀ କୋଇଗୁରୁ ପୋଲ ଉପରେ ପାଣି ଚାଲୁଛି। ଖାଲି ସେତିକି ନୁହେ, ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି।

ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ

ଦିନରେ ଦିଏ ଚିକିଣିଆ ପ୍ରବଚନ, ରାତି ହେଲେ କରେ ଚୋରି

ଭୁବନେଶ୍ବର : ଦିନରେ ୟୁଟ୍ୟୁବ ଖୋଲି ପ୍ରବଚନ ପରେ ପ୍ରବଚନ ଦେଉଥିବା ଏ ଅଭିଯୁକ୍ତର ନାଁ ମନୋଜ ସିଂହ । ଯିଏ ଦିନରେ ଚିକିଣିଆ କଥା ରାତିରେ ଚୋରି କରେ I ଭଦ୍ରମୁଖା ପିନ୍ଧା ଏହି ଚୋରକୁ ଶେଷରେ ଗିରଫ କରିଛି କମିଶନରେଟ ପୁଲିସ I ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି I ନୟାପଲ୍ଲୀ,

ପୂଜାରେ ଚାନ୍ଦା ମାଗିଲେ ପୋଲିସକୁ ଜଣାନ୍ତୁ: ଡିସିପି

କଟକ: ଚାନ୍ଦା ଆଦାୟକାରୀଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ପଦକ୍ଷେପ । ପୂଜା ସମୟରେ ଚାନ୍ଦା ମାଗିବାକୁ ବାରଣ କରିଛି କଟକ କମିଶନରେଟ ପୋଲିସ । ଯଦି କେହି ଚାନ୍ଦା ମାଗୁଛନ୍ତି ବା ଏଥିନେଇ ଯୋର ଜବରଦସ୍ତ କରୁଛନ୍ତି ସେ ନେଇ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ଡିସିପି । କମିଶନରେଟ

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ

ରାଜଭବନରେ ନୂଆଁଖାଇ ପାଳିତ: ରାଜ୍ୟବାସୀଙ୍କ ଶୁଭ ମନାସିଲେ ରାଜ୍ୟପାଳ

ଭୁବନେଶ୍ଵର : ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏହି ପର୍ବରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କର

କାରକୁ ଧକ୍କା ଦେଲା ବସ, ବୃଦ୍ଧ ମୃତ, ମହିଳା ଗୁରୁତର

ଦାରିଙ୍ଗବାଡି : ରାସ୍ତା କଡ଼ ଦୋକାନରେ ଚା’ ପିଉଥିବା ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା କାର । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ

ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ, ପାହାଡ଼ ଧସି ୩୧ ମୃତ

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ। ପାହାଡ଼ ଧସିବା ଫଳରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଜମ୍ମୁକଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ । ଏହି ରାସ୍ତାରେ ପ୍ରତ୍ୟେକ ଦିନ