Sign in
Sign in
Recover your password.
A password will be e-mailed to you.
ମୁମ୍ବାଇ ଭିରାରରେ ଚାରି ମହଲା କୋଠା ଭୁଶୁଡି ୩ ମୃତ ଓ ୯ ଆହତ
ମୁମ୍ବାଇ : ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, ଭିରାରର!-->!-->!-->…
ବିହାରରେ ମନ୍ତ୍ରୀ ଶ୍ରବଣ କୁମାରଙ୍କୁ ମରଣାନ୍ତକ ଆକ୍ରମଣ, ଭୟରେ ୧ କିମି ଦୌଡିଲେ ନେତା
ବିହାର : ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ ୧ କିମି ବାଟ ଦୌଡିଥିଲେ । ଗ୍ରାମୀଣଙ୍କ!-->…
ଆଫଗାନିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଓଲଟି ୨୫ ମୃତ
ଆଫଗାନିସ୍ତାନ : ଆଫଗାନିସ୍ତାନ କାବୁଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁଁ ଅତିକମରେ ୨୫ ଜଣଙ୍କର ଜୀବନ ଚାଲିଯାଇଛି । ତାଲିବାନର ଜଣେ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି ।
ଖବର ମୁତାବକ, ସକାଳ ଆଫଗାନିସ୍ତାନ କାବୁଲର ଅରଘଣ୍ଡି!-->!-->!-->…
ସିଟ୍ ଭାଗବଣ୍ଟା… ଚିନ୍ତା ବଢାଇଲେ ଚିରାଗ
ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା ଚିରାଗଙ୍କୁ ଛାଡି ପାରୁଛନ୍ତି ନା!-->…
ବିଜେପି ସଭାପତି ଚୟନକୁ ନେଇ ସସ୍ପେନ୍ସ ? କେବେ ହେବ ଘୋଷଣା
ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ ଆଉ କେତେବେଳେ ଭୁପିନ୍ଦର ଯାଦବ, ନୀତିନ ଗଡ଼କରୀ!-->…
ପ୍ରବଳ ବର୍ଷା ଲାଗି ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ କରାଯାଇଥିଲା କିନ୍ତୁ ସାଧାରଣ!-->…
ଆସନ୍ତା ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ ପକ୍ଷୀ ଗଣନା
ରାଜନଗର : ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା । ଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ପକ୍ଷୀ ଗଣନା ହେବ । ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ । ଗତବର୍ଷ!-->…
ସରକାରଙ୍କ ନୂଆଁଖାଇ ଭେଟି: ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା
ଭୁବନେଶ୍ୱର : ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା । ଆଜି ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ପଠାଇଛ । ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ଏହାର!-->…
ପୁଣି ଶ୍ରୀମନ୍ଦିର ଭିତରେ ପଶିଲା ହିଡେନ୍ କ୍ୟାମେରା: ସୁଟିଂ କରୁଥିବା ସମୟରେ ଧରାପଡ଼ିଲେ ଯୁବକ
ପୁରୀ : ପୁଣି ଶ୍ରୀମନ୍ଦିର ଭିତରେ ପଶିଲା ହିଡେନ୍ କ୍ୟାମେରା । ଶ୍ରୀମନ୍ଦିର ଭିତରେ ଚଷମା ସହିତ ସଂଯୁକ୍ତ ହିଡେନ୍ କ୍ୟାମେରା ନେଇ ଜଣେ ବ୍ୟକ୍ତି ଭିଜୁଆଲ ସୁଟିଂ କରୁଥିବା ସମୟରେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନାରେ ଅଟକ!-->…
କମିବ ସରକାର ଓ ଜନତାଙ୍କ ମଧ୍ୟରେ ଦୂରତା, ଲୋକଙ୍କ ଠାରୁ ସିଧାସଳଖ ମତାମତ ନେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କୌଣସି ସରକାରୀ ଅଫିସରେ ଆପଣଙ୍କୁ ହଇରାଣ କରାଯାଉଛି କି? କୌଣସି ସରକାରୀ ଅଧିକାରୀ ଲାଞ୍ଚ ମାଗୁଛନ୍ତି କି? ଏହାପରେ ପୋଲିସ ଆପଣଙ୍କ ଅଭିଯୋଗ ଶୁଣୁନି କି? ତେବେ ଆଉ ଚିନ୍ତା କରନ୍ତୁନ୍ତି । ଏନେଇ ଆପଣ ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରିପାରିବେ । ଆଉ!-->…