ଆଜି ଓ ଆସନ୍ତାକାଲି ଭୀଷଣ ବର୍ଷା, ୪୮ ଘଣ୍ଟା ଭିତରେ ଅଧିକ ହେବ ଶକ୍ତିଶାଳୀ ହେବ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଲା ।  ଏହା ଉତ୍ତର ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ଭିତରେ ଅଧିକ ଶକ୍ତିଶାଳୀ ହେବ ।  ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଭୀଷଣ ବର୍ଷା ବପନ ଆଣିପାରେ । IMDର ପୂର୍ବାନୁମାନ, ଓଡ଼ିଶା ଉପକୂଳରେ ଆଜି

କଟକ ରେଳ ଷ୍ଟେସନରେ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ଛାତ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ

କଟକ : କଟକ ରେଳ ଷ୍ଟେସନରେ ଅଘଟଣ । କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ । ପ୍ଲାର୍ଟଫର୍ମ ୧ରେ ଭୁଶୁଡି ପଡିଛି ଛାତ । ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଲୋକେ ଜୀବନ ବଞ୍ଚାଇବାକୁ ଦୌଡିଥିଲେ । ତେବେ ଏହି

୫୦% ଟ୍ରମ୍ପଙ୍କ ଶୁଳ୍କ ଆଜିଠାରୁ ଲାଗୁ, ୧୨ଟି କ୍ଷେତ୍ରରେ ପକାଇବ ସବୁଠାରୁ ବଡ଼ ପ୍ରଭାବ

ଭାରତ ଦ୍ବାରା ରୁଷୀୟ ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବାରା ଲଗାଯାଇଥିବା ଅତିରିକ୍ତ ୨୫% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେଉଛି । ଭାରତ ଏବେ ସର୍ବାଧିକ ଆମେରିକା ଶୁଳ୍କ ବହନ କରୁଥିବା ଦୋ ତାଲିକା ବ୍ରାଜିଲ ସହିତ ସାମିଲ ହେବ । ଯାହାର ଶୁଳ୍କ

ଆସିକା ପୋଲିସ ଧରିଥିବା ବିଦେଶୀ ମଦ ଘଟଣା :କାହା ସ୍ୱାର୍ଥ ପାଇଁ ରେକର୍ଡ ରେ ଧଳାଶିରା ଲଗାଇ ତାରିଖ ଲୁଚା ଯାଉଛି..!

ଅବକାରୀ ବିଭାଗ ରେକର୍ଡ ଓ ଷ୍ଟକ ଯାଞ୍ଜ କରିବାରେ ବିଳମ୍ବ କାହିଁକି...?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ବିଦେଶୀ ମଦ ଖୁଲାମ ଖୁଲା ଚାଲାଣ ହେଉଛି। ତାହାର ନଗ୍ନ ନମୁନା ଗତ ୧୪ ତାରିଖ ରେ କୋଟିନଡ଼ା ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ମିନିଟ୍ରକକୁ ଧରି ଯାଞ୍ଜ ବେଳେ

ଆତ୍ମସମର୍ପଣ କଲେ ୮ ନକ୍ସଲ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ବିଜାପୁର ଅଂଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ

ପୁରୀ ଏସପି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂହ

ପୁରୀ : ପୁରୀର ନୂତନ ଏସପି ଭାବେ ପ୍ରତୀକ ସିଂହ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦାୟୀ ଏସପି ତଥା ଉତ୍ତରାଞ୍ଚଳ ଡିଆଇଜି ହୋଇଥିବା ପିନାକ ମିଶ୍ରଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଥିଲେ । ଦାୟିତ୍ବ ଗ୍ରହଣ ପୂର୍ବରୁ ସେ ଗତକାଲି ଶ୍ରୀମନ୍ଦିର ଯାଇ

ଫସଲ ଜଗିଥିବା ବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ

ପଦ୍ମପୁର : ସ୍ୱାମୀ-ସ୍ତ୍ରୀଙ୍କୁ ଦଳିଲା ହାତୀ । ବରଗଡ ଜିଲ୍ଲା ପାଇକମାଲ ଥାନା ଟେମରି ପଂଚାୟତର ଧନ୍ଦୁପାଲି ଗାଁରେ ଅଘଟଣ । ଗତକାଲି ରାତିରେ ଫସଲ ଜଗିବା ପାଇଁ ବାରି ପଛପଟେ ଶୋଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ହାତୀ ଦଳିଛି। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ମେଡିକାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ

ସୁନ୍ଦରଗଡ଼: ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ । ସୁନ୍ଦରଗଡ଼ ଟାଉନଥାନା ସରକାରୀ ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରେଗୀ । ଆଜି ଡିସଚାର୍ଜ ହୋଇଥାନ୍ତେ । କିନ୍ତୁ ମେଡିକାଲ କଲେଜର ତୃତୀୟ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ଏହାର କାରଣ ଅସ୍ପଷ୍ଟ ରହିଛି। ରୋଗୀ ଜଣକ ସୁନ୍ଦରଗଡ଼ ସଦର ଥାନା

ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ

ଭୁବେନଶ୍ବର: ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ । ସରକାରଙ୍କ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ। ୧୫ ଦିନ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ । ବନ୍ୟା ସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଗତକାଲି