Sign in
Sign in
Recover your password.
A password will be e-mailed to you.
ଟ୍ରାଫିକ ବାବୁ ମାନଙ୍କ ପାଇଁ ହିଁ ବଢୁଛି ବ୍ରହ୍ମପୁର ରେ ଟ୍ରାଫିକ ସମସ୍ୟା…
ଉଠା ଦୋକାନୀ ଓ ଜବରଦଖଲ କାରୀ ପୋଲିସ ଓ ବି. ଏମ. ସି ର ଗେଲ୍ହା ପୁଅ...!
ଡାକ୍ତର ମାନଙ୍କ ଜବର ଦଖଲ ରେ କୋର୍ଟ ପେଟା ଛକ ଠାରୁ ଗୋକୋନେଶ୍ୱର ମନ୍ଦିର ରାସ୍ତା...
ଡ୍ୟୁଟି ସମୟରେ ମଉଜ ମଜଲିସ ସହ ମୋବାଇଲ ରେ ବ୍ୟସ୍ତ ଟ୍ରାଫିକ ପୋଲିସ …..!ବ୍ରହ୍ମପୁର: ଦକ୍ଷିଣ ଓଡିଶାର ସିଲ୍ଲକ୍!-->!-->!-->!-->!-->!-->!-->…
ଚୋରା ବାଲି ଚାଲାଣ ବେଳେ ପୋଲିସ ଦ୍ୱାରା ଦୁଇ ଗାଡ଼ି ଅଟକ….!
ନକଲି ୱାଇ ଫର୍ମ ରେ ହେଉଛି ଚୋରା ବାଲି ଚାଲାଣ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ସୁବର୍ଣ୍ଣେସ୍ବର ମନ୍ଦିର ନିକଟରେ ଚୋରା ବାଲି ଚାଲାଣ ବେଳେ ପୋଲିସ ପକ୍ଷରୁ ଘନ ଘନ ଚଢ଼ାଉ। ପୋଲିସ ର ପେଟ୍ରୋଲିଙ୍ଗ ଦେଖି ବାଲି ମାଫିଆ ମାନେ ବାଲି ଉତ୍ତୋଳନ ଦୁଇ ଦିନ ହେଲା ବନ୍ଦ ରଖିଥିଲେ।ପୁଣି ଚୋରା!-->…
ଛୁରୀରେ ଭୁଷି ଯୁବକଙ୍କୁ ଗାଁ ମଝିରେ ହତ୍ୟା , ଆକ୍ରମଣକାରୀ ଯୁବକ ଥାନାରେ ଅଟକ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହତ୍ୟାକାଣ୍ଡ ହଟସ୍ପଟ ପାଲଟିଛି। ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରତିଦିନ ହତ୍ୟାକାଣ୍ଡ ଘଟୁଥିବା ନଜିର ରହିଛି । ଗାଁ ତ୍ରିନାଥ ମଣ୍ଡପରେ ଶୋଇଥିବା ବେଳେ ପଙ୍ଖା ବନ୍ଦ କରିବାକୁ କେନ୍ଦ୍ର କରି!-->…
ରାଏବଗାଠାରେ ବାଇକ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ଗୁରୁତର
ସୁନ୍ଦରଗଡ : ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ନୂତନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଓ ଏକ ସ୍କର୍ପିଓ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆହତ!-->!-->!-->!-->!-->…
ଦିବଙ୍ଗତ କବି ବଳରାମଙ୍କ ପ୍ରତିମୂର୍ତ୍ତି ଅନାବରଣ
କୁଡୁମୁଲୁଗୁମ୍ମା : ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ଠାରେ ୧୧ ତାରିଖ ଦିନ ସ୍ୱର୍ଗତଃ କବି ବଳରାମ ପୂଜାରୀ ସ୍ମୃତି ସଂସଦ, କୁଡୁମୁଲୁଗୁମ୍ମା ତରଫରୁ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ନିକଟରେ କବିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ କରାଯିବା ସହ ସ୍ମୃତିସଭା!-->…
ଓଡିଶା ରାଜସ୍ୱ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ତରଫରୁ ୧୦ ଦଫା ଦାବୀ ନେଇ ସମୂହ ଛୁଟି ଓ ଧାରଣା
ବାଲିଗୁଡା : ଓଡ଼ିଶା ରାଜସ୍ୱ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ଙ୍କ ମୂଳ ଦରମା ଲେବୁଲ ୯ କରିବା ଦାବୀକୁ ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ଘୋଷଣା କରି ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ!-->…
ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍ଇର ନୂଆ ନିୟମ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
ଭୁବନେଶ୍ୱର: ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ କରାଯିବ ପରିବର୍ତ୍ତନ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ସ୍କୁଲରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ବହି ଦେଖି ପିଲାମାନେ ଦେବେ ପରୀକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍!-->…
ଧରାଳି ଭଗ୍ନାବଶେଷ ତଳୁ ବାହାରିଲା ୪୫ ଫୁଟର କୋଠା, ଉଦ୍ଧାର କାର୍ଯ୍ୟ ଜାରି
ଧରାଳି : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳି ଭୟଙ୍କର ବିପର୍ଯ୍ୟୟ ଘଟିଥିଲା । ଫଳରେ ବିପର୍ଯ୍ୟୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଯାପନରେ ବାଧା ସୃଷ୍ଟି କରିଛି । ବିପର୍ଯ୍ୟୟର ଛଅ ଦିନ ପରେ ଲଗାତାର ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଧ୍ବଂସକାରୀ!-->…
ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି ୨୦ ଫୁଟର କୁମ୍ଭୀର
କେନ୍ଦ୍ରାପଡ଼ା: ୨୦ ଫୁଟ ଲମ୍ବର କୁମ୍ଭୀର ଏବେ ଲୋକଙ୍କୁ ଘାଇଲା କଲାଣି । ଯାହାକୁ ଦେଖୁଛି ତାକୁ ଗୋଡ଼ଉଛି । ପାଟି କୁ ଆଁ କରି ରହିଛି । ଯେମିତି ଶିକାର ଆଶାରେ ରହିଛି । ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି । ଦେଖିଲେ ଭୟଭୀତ ହୋଇ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା । ହଁ!-->…
ପ୍ରେମ ପାଇଁ ବଳଦ ଦଣ୍ଡ, ଦମ୍ପତିଙ୍କୁ ଗାଁ ଦାଣ୍ଡରେ ହଳ ବୁଲାଇଲେ ଗ୍ରାମବାସୀ
କୋରାପୁଟ : ପୁଣି ମଣିଷଙ୍କୁ ବଳଦ ଦଣ୍ଡ। ସଂପର୍କରେ ବିବାହ ଯୋଗୁଁ ଦଣ୍ଡିତ କଲେ ଗାଁ ଲୋକ। ପ୍ରେମ ପାଇଁ ବଳଦ ଦଣ୍ଡର ଏହି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବନ୍ଧୁଗାଁ ବ୍ଳକ ଚିଡ଼ି ୱାଲସା ଗାଁରେ । ସଂପର୍କୀୟ ଭାଇ ଭଉଣୀ ବାହା ହେବାରୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ!-->…