Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ବର ଲୋୟର ପିଏମଜିରେ ଶିକ୍ଷକଙ୍କ ରଣହୁଙ୍କାର, ଚାକିରି ସ୍ଥାୟୀ ଦାବି କରି ଆନ୍ଦୋଳନ
ଭୁବନେଶ୍ୱର : ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ । ୨ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ ଶିକ୍ଷକ । ହାତରେ ଚକ୍ ବଦଳରେ ପ୍ଲାକାର୍ଡ, ଶିକ୍ଷାଦାନ ପରିବର୍ତ୍ତେ ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଏନେଇ ଭୁବନେଶ୍ବର ଲୋୟର ପିଏମଜିରେ ରଣହୁଙ୍କାର ଦେଉଛନ୍ତି କନିଷ୍ଠ!-->…
ପୂର୍ବତନ ବିଧାୟକ ମହମ୍ମଦ ରଫିକ୍ଙ୍କ ପରଲୋକ
ବରଗଡ଼: ପରଲୋକରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ୍ । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ରକ୍ତ ଶର୍କରା ଜନିତ!-->…
ଉମରକୋଟ : ଡେପଗୁଡା ଗାଁକୁ ଯିବା ପାଇଁ ବାଧକ ସାଜିଛି କଲଭଟ…
ପ୍ରଶାସନ ର ଦୃଷ୍ଟି ପଡିବ କେବେ...?
କୁକୁଡା ଗାଲି(ଜୁଆ ଖେଳ) ଚଢ଼ାଉ ବେଳେ ୭ ମୋଟର ସାଇକେଲ ସହ ଛେଳି ଜବତ…
ମାଲକାନଗିରି :ମାଲକାନଗିରି ଜିଲ୍ଲା ଗଉଡଗୁଡା ନିକଟରେ କୁକୁଡା ଗାଲି ଓ ଜୁଆ ଖେଳ ଚାଲିଥିବା ବେଳେ ମାଲକାନଗିରି ପୋଲିସ ପକ୍ଷରୁ ଚଢାଉ କରି ଗୋଟିଏ ଛେଳିକୁ ଅଟକ ରଖିବା ସହ ଅନେକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ମାଲକାନଗିରି ସଦର ଥାନା ଅନ୍ତର୍ଗତ ଗଉଡଗୁଡା ନିକଟରେ!-->…
ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ ପକ୍ଷରୁ ପାଳିତ ହେଇଯାଇଛି ବିଶ୍ବ ପରିବେଶ ଦିବସ…
ବିଷମକଟକ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ରେ ଆଜି ମୁନିଗୁଡା ବନାଞ୍ଚଳ ରାୟଗଡ଼ା ବନଖଣ୍ଡ ଅଧିନରେ ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଆଜି ବିଶ୍ବ ପରିବେଶ ଦିବସ ବିଶ୍ବ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ର ୧୧ ଗୋଟି ବ୍ଲକ ର ଚନ୍ଦ୍ରପୁର!-->…
ସୀମାନ୍ତରେ ଯବାନଙ୍କ ଗୁଳିରେ କୁଖ୍ୟାତ ମାଓ ନେତା ସୁଧାକର ନିହତ…
ମାଲକାନଗିରି,୫|୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ଗୁଳି ବିନିମୟରେ କୁଖ୍ୟାତ ମାଓ ନେତା ତଥା ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ବାଲକ୍ରୀଷ୍ଣା ନିହତ। ସୁଧାକର ଉପରେ ଛତିଶଗଡରେ ୪୦ ଲକ୍ଷର ଇନାମ ରହିଥିବା ବେଳେ ବିଭିନ୍ନ!-->…
ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ…
ରାୟଗଡ଼ା ତା : ୦୫/୦୬/୨୫ ବିଶ୍ଵ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଏବଂ ସମ୍ପାଦକ ଶ୍ରୀ କୃଷ୍ଣ କାନ୍ତ!-->…
ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା…
ମାଲକାନଗିରି :ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ-୧ ମୁଖ୍ୟ ଦପ୍ତର ଖାରବଳ ନଗର ଭୁବନେଶ୍ୱର ଙ୍କ ଅନୁବଷିତ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳଙ୍କ ତତ୍ୱାବଧାନରେ ବିଭିନ୍ନ ବ୍ଲକରୁ ଆସିଥିବା!-->…
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବନ ବିଭାଗ ,ଅବକାରୀ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ର ମିଳିତ…
ମାଲକାନଗିରି : ଆଜି ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ଏବଂ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବନ ବିଭାଗ ,ଅବକାରୀ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ର ମିଳିତ ଆନୁକୁଲ୍ୟ ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଣ୍ଡିକି!-->!-->!-->…
ବିଶିଷ୍ଟ ପରିବେଶବିତ ମେଧା ପାଟକାରଙ୍କୁ ପୋଲିସର ଅଟକ କୁ ମାନବ ଅଧିକାର ସୁରକ୍ଷା ମଞ୍ଚର ନିନ୍ଦା…
ବ୍ରହ୍ମପୁର, ତା. ୫. ୬.୨୦୨୫ରିଖ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ବିଶିଷ୍ଟ ପରିବେଶବିତ ତଥା ସାମାଜିକ କର୍ମୀ ମେଧା ପାଟକରଙ୍କୁ ଆଜି ରାୟଗଡା ରେଳଷ୍ଟେସନରେ ଦୀର୍ଘ ସମୟ ଅଟକ ରଖିବାକୁ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ ନିନ୍ଦା କରିଛି l ଆଜି ବିଶ୍ୱ ପରିବେଶ ଦିବସ!-->…