Sign in
Sign in
Recover your password.
A password will be e-mailed to you.
ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ
ଓଡିଶାରେ ୫୬୦ ବର୍ଗ କିଲୋମିଟର ଜଙ୍ଗଲ ଅଂଚଳ ବୃଦ୍ଧି ହୋଇଛି, ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ
ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ପାଇଁ ସକ୍ରିୟ ପଦକ୍ଷେପ!-->!-->!-->!-->!-->…
ଟାଟା ଷ୍ଟିଲ ଏସ୍ଇଜେଡର ଗୋପାଳପୁର ଶିଳ୍ପ ପାର୍କରେ ୫ଟି ନୂଆ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ…
ନୂଆ ଶିଳ୍ପ ପ୍ରକଳ୍ପରେ ₹୨୦,୫୦୦ କୋଟିରୁ ଅଧିକ ନିବେଶ
ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ, ସୋଲାର୍ ସେଲ୍ ଓ ମଡ୍ୟୁଲ୍ ଏବଂ ସ୍ପେସିଆଲିଟି କେମିକାଲ୍ ଭଳି ପ୍ରମୁଖ କ୍ଷେତ୍ରର ପ୍ରକଳ୍ପ
ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନର ଗୋପାଳପୁର ଶିଳ୍ପ ପ୍ରକଳ୍ପ (ଜିଆଇପି)ରେ ମୋଟ ₹୪୦,୦୦୦!-->!-->!-->!-->!-->!-->…
ଛତ୍ରପୁର :ବିଶ୍ବ ପରିବେଶ ଦିବସ ପାଳିତ…
ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ରୂପେ ଛତ୍ରପୁର ସିଭିଲ କୋର୍ଟ ର ଜଜ୍ ପୂଜା ଦେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥିମାନଙ୍କ!-->…
ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଘଟ ପରିକ୍ରମା ଶେଷ: ଶୁକ୍ରବାର ବିଳମ୍ବିତ ରାତିରେ ମା’ ନିଜ ମନ୍ଦିରକୁ…
ବାଲିଗୁଡା, ତା, ୦୫/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଗୁରୁବାର ୩୦ ଦିନରେ ପହଞ୍ଚି ଥିବା ବେଳେ ଘଟ ପରିକ୍ରମା ଶେଷ ହୋଇଛି l ଆଜି ଗୁରୁବାର ଥିବାରୁ ମା' ମାନେ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେଇଛନ୍ତି l ଏହି!-->…
ସରକାରୀ ସାହାଯ୍ୟ ଅପେକ୍ଷା ରେ କାଶୀନାଥ…
ଉମରକୋଟ ( ୦୫/୦6/୨୦୨୫) ଆଜିକୁ ଦୀର୍ଘ ଚାରି ବର୍ଷ ହେବ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଞ୍ଚାୟତର ତାସାପାରା ଗ୍ରାମର କାଶୀନାଥ ହରିଜନ (୩୫)ସେ ପାରାଲାଇସିସ ରଗୋରେ ଆକ୍ରାନ୍ତ ହୋଇ ଘର ଭିତରେ ପଡି ରହି ଅଛନ୍ତି ଶୋଇବା ଜାଗାରେ ହିଁ ପରିସ୍ରା ପାଇଖାନା କରି ଅତି ରୁ ଅତି!-->!-->!-->…
ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା: ବିବାଦୀୟ ଡାକ୍ତର ରବୀନ୍ଦ୍ର ନାଥ ସାହୁ ନିଲମ୍ବିତ…
ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି ସଂପୃକ୍ତ ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଭାବେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି!-->…
ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ…
ନବରଙ୍ଗପୁର ତା ୫.୬.୨୦୨୫: ଆଜି ସ୍ଥାନୀୟ ଚରକ ବନ ଠାରେ ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି। ଖଣ୍ଡିୟ ବନ ଅଧିକାରୀ,ନବରଙ୍ଗପୁର ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡି ଏଫ୍ ଓ ( କେନ୍ଦୁଲିଫ) ଘନଶ୍ୟାମ ମୋହୋ ନ୍ତୋ, ଡି ଏଫ୍ ଓ (!-->…
ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ମୋଇତ୍ରା ବିବାହ କରିଥିବା ଚର୍ଚ୍ଚା
ବିବାହ ବନ୍ଧନରେ ଆବଦ୍ଧ ହେଲେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା ! ଜର୍ମାନୀରେ ନିରାଡ଼ମ୍ବର ଭାବେ ବିବାହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ବିବାହ ସମାରୋହ ୩ ମଇରେ ହୋଇଥିବା ସୂଚନା ମିଳିଛି ।
ବର୍ଲିନର ଗ୍ରାଣ୍ଡନବର୍ଗ ଗେଟ ଆଗରେ ସୁନା ଅଳଙ୍କାର ପିନ୍ଧି ହସହସ ମୁହଁରେ ମହୁଆଙ୍କ!-->!-->!-->…
ସାମ୍ନାକୁ ଆସିଲା ବେଙ୍ଗାଲୁରୁ ଦଳାଚକଟାର ପ୍ରମୁଖ କାରଣ
ବେଙ୍ଗାଲୁରୁ : ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଷ୍ଟାଡିୟମ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଅଧିକାରୀ କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!-->…
ସାରା ଦେଶରେ ୪ ହଜାରରୁ ଅଧିକ ସକ୍ରିୟ କରୋନା ମାମଲା
ନୂଆଦିଲ୍ଲୀ : ସାରା ଦେଶକୁ ପୁଣି ଥରେ କବଳିତ କରିଛି କରୋନା। କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ସାରା ଦେଶରେ ୪ ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। କରୋନାର ସକ୍ରିୟ ମାମଲା ୪,୮୬୬ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୬୪!-->…