Sign in
Sign in
Recover your password.
A password will be e-mailed to you.
ଜୁନ ୩ରେ କୋଟିଆ କମିଟିର ପ୍ରଥମ ବୈଠକ
ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ସୀମାନ୍ତ କୋଟିଆ ଉପରେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ସ୍ଥାନୀୟ ଲୋକଙ୍କୁ ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ପକାଇଛି ନଜର। ତେଣୁ କୋଟିଆକୁ ନେଇ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଜୁନ ୩ ତାରିଖରେ କୋଟିଆ କମିଟିର ପ୍ରଥମ ବୈଠକ ବସିବ।ରାଜସ୍ବ!-->…
ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ
ଭୁବନେଶ୍ୱରଳ,୨୭।୬: ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ। ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି। ବାଂଲାଦେଶୀ ବିଶୃଙ୍ଖଳା ଓ!-->…
ଦିଲ୍ଲୀରେ ରାଜନାଥଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନାଥ ସିଂଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେଇଛନ୍ତି। ଦେଶ ଓ ରାଜ୍ୟର ସୁରକ୍ଷା ଏବଂ ବିକାଶ!-->…
ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ
ରାୟଗଡା : ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ମଙ୍ଗଳବାର ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ!-->…
ଖୋର୍ଦ୍ଧା- ବଲାଙ୍ଗୀର ନିର୍ମାଣାଧିନ ରେଳ ଟନେଲ, ୪୮ ଘଣ୍ଟା ନପୂରୁଣୁ ଆଉ ଏକ ଗର୍ତ୍ତ
ହରଭଙ୍ଗା : ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ସ୍ଥିତ ନିର୍ମାଣଧୀନ ୪ ନମ୍ବର ରେଳ ସୁଡଙ୍ଗର କଖାରୁ ଫାଳ ନିକଟରେ ସୋମବାର ଉପରପାର୍ଶ୍ଵରୁ ଭୁଶୁଡି ପଡି ବଡ଼ ଧରଣର ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାର ୪୮ ଘଣ୍ଟା ନପୂରୁଣୁ ପୁଣି ଆଉ ଏକ ସ୍ଥାନରେ ୧୦!-->…
ସେପ୍ଟିକ ଟାଙ୍କିରେ ସୁନା ଖୋଜୁଥିଲେ, ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ : ସେପ୍ଟିକ ଟାଙ୍କିରେ ସୁନା ଖୋଜିବା ସମୟରେ ଚାଲିଯାଇଛି ୪ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ସହରରେ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣାଟି!-->…
ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ମୋଦୀ
ନୂଆଦିଲ୍ଲୀ : ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ୧୯୪୭ ମସିହାରେ ଦେଶ ୩ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ଆକ୍ରମଣ ହୋଇଥିଲା ।!-->…
ସରକାରୀ ମାଲ ଦରିୟା ମେ ଡାଲ : ଅଫିସରେ ନାହାନ୍ତି ବାବୁ ଚାଲିଛି ଦୁଇ ଦୁଇଟି ଏସି
ମାଲକାନଗିରି ଖରାଦିନେ ପ୍ରବଳ ଗରମରୁ ତ୍ରାହି ପାଇବାକୁ କାହାକୁ ବା ଭଲ ନଲାଗେ । ଟିକିଏ ଏସି ପବନ ବାଜିଲେ ଖୁସିର ସୀମା ବହୁ ଗୁଣରେ ହୋଇଥାଏ । କିନ୍ତୁ ଏସି ପବନ ପାଇବାକୁ ହେଲେ ଖର୍ଚ୍ଚ କରିବାକୁ ସମସ୍ତ ଙ୍କ ପାଖରେ ସମର୍ଥ ହୋଇନଥାନ୍ତି । ଏହି କ୍ଷତ୍ରରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି!-->…
ନୟାଗଡ଼ରେ ପାର୍କିଂ ସମସ୍ୟା ପାଇଁ କଲବଲ ସହରବାସୀ
ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ....ନୟାଗଡ଼ : ନୟାଗଡ଼ ସହରର ଯେତିକି ବିକାଶ ହୋଇଛି ନୂଆନୂଆ ସମସ୍ୟା ବି ବିକାଶରେ ବାଧା ସୃଷ୍ଟି କରୁଛି ।ନୟାଗଡ଼ ମୁଖ୍ୟ ସହରରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅନେକ ଯାନବାହାନ ରାସ୍ତା ଉପରେ ପାର୍କିଂ କରାଯାଉଛି ।ମାତ୍ର ପୌର ପରିଷଦ!-->…
କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ
ନବରଙ୍ଗପୁର : କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭାରମ୍ଭ ହୋଇଛି । ଦ୍ୱିତୀୟ କମାଣ୍ଡ ଅଧିକାରୀ (କାର୍ଯ୍ୟକାରୀ କମାଣ୍ଡାଣ୍ଟ) କୃଷ୍ଣ କୁମାର ସିଂହଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଯେଉଁଥିରେ ରାଜୀବ କୁମାର, ଡେପୁଟି!-->…