Sign in
Sign in
Recover your password.
A password will be e-mailed to you.
ରାଇଘର ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର
ରାଇଘର : ଆଜି ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,!-->…
ବାଲିଗୁଡା ରେ ଲଘୁଚାପ ଜନିତ ଲଗାଣ ବର୍ଷା, ଚାଷୀଙ୍କ ମୁହଁରେ ହସ : ଗରମ ଗୁଳୁଗୁଳିରୁ ଆଶ୍ବସ୍ତି
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଲଘୁଚାପ ଜନିତ ଲଗାଣ ବର୍ଷା ମଙ୍ଗଳବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସୁମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି। ଅଞ୍ଚଳରେ ଗତ କିଛି ଦିନ ହେଲା ଗରମ ସାଙ୍ଗକୁ ଗୁଳୁଗୁଳି ରହିଥିବା!-->…
ଆସିକା ପୋଲିସ ହାତରେ ଗଞ୍ଜେଇ ମାଫିଆ ସହ ୪ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ…!
ବ୍ରହ୍ମପୁର: ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସ୍ପେସିଆଲ ଡ୍ରାଇଭର ନେତୃତ୍ୱରେ କାଳଷଣ୍ଢପୁର, ପାକଲାପଲ୍ଲୀ, କଇଁଫୁଲିଆ ଛକ ନିକଟରେ ପେଟ୍ରୋଲିଙ୍ଗ କରାଯାଉଛି। ସୋମବାର ଦିନ ଆସିକା ଥାନା ଅଧିକାରୀ କୁଳମଣି ସେଠିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ଼ ମିଶି ପେଟ୍ରୋଲିଙ୍ଗ କରୁଥିବା!-->…
ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତ ଆଧୁନିକ ଯୁଦ୍ଧ ବିମାନ ନିର୍ମାଣକୁ ଦେଲା ଅନୁମୋଦନ
ନୂଆଦିଲ୍ଲୀ,୨୭।୫: ପାକିସ୍ତାନ ସହିତ ସାମ୍ପ୍ରତିକ ସାମରିକ ଉତ୍ତେଜନା ଏବଂ ଏକ ନୂତନ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟରେ ଭାରତ ଦେଶର ସବୁଠାରୁ ଉନ୍ନତ ଗୁପ୍ତ ଯୁଦ୍ଧ ବିମାନ (ଷ୍ଟେଲଥ ଫାଇଟର ଜେଟ) ନିର୍ମାଣ ପାଇଁ ଏକ କାର୍ଯ୍ୟକ୍ରମକୁ ଅନୁମୋଦନ ଦେଇଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ!-->…
ଅଫିସ୍ ତାଲାବନ୍ଦ, ସାଇନବୋର୍ଡରେ କାଦୁଅ: ମଣିପୁରରେ ପୁଣି ମୁଣ୍ଡ ଟେକିଲା ନୂଆ ବିବାଦ
ନୂଆଦିଲ୍ଲୀ,୨୭।୫: ମଣିପୁରରେ ମଙ୍ଗଳବାର ଉତ୍ତେଜନା ତୀବ୍ର ହୋଇଛି, କାରଣ ମଣିପୁର ଅଖଣ୍ଡତା ଉପରେ ସମନ୍ୱୟ କମିଟି (COCOMI)ର ଛାତ୍ର ଶାଖାର ସଦସ୍ୟମାନେ ରାଜ୍ୟର ନାମକୁ ସରକାରୀ ବସ୍ରୁ ଲୁଚାଇ ଦିଆଯିବା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଅଂଶ ଭାବେ ଉପତ୍ୟକା ଜିଲାରେ କେନ୍ଦ୍ରୀୟ ସରକାରୀ!-->…
ୱାରେଣ୍ଟ ଅଛି ତ, ଅନ୍ୟ କୌଣସି କାରଣ ଦର୍ଶାଇବାର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଗିରଫଦାରୀର ନିୟମ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ୱାରେଣ୍ଟ ଉପଲବ୍ଧ ଅଛି, ତେବେ ଗିରଫଦାରୀ ପାଇଁ ଅନ୍ୟ କୌଣସି କାରଣ ଦର୍ଶାଇବାର ଆବଶ୍ୟକତା ନାହିଁ। ଜଷ୍ଟିସ ଜେବି ପାରଦିୱାଲା ଏବଂ ଆର ମହାଦେବନଙ୍କୁ ନେଇ ଗଠିତ!-->…
ଚୀନ ରାସାୟନିକ କାରଖାନାରେ ବିସ୍ଫୋରଣ
ବେଜିଂ: ମଙ୍ଗଳବାର ଦିନ ଚୀନର ପୂର୍ବ ଶାଣ୍ଡୋଙ୍ଗ ପ୍ରଦେଶରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣଟି ଏତେ ପ୍ରଚଣ୍ଡ ଥିଲା ଯେ ତାହାର ଶବ୍ଦ ଓ ନିଆଁ ବହୁଦୂରକୁ ଦେଖାଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ।ଚୀନର ସରକାରୀ ସମାଚାର ଏଜେନ୍ସି!-->…
୬୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଦ୍ଵିତୀୟ ନାଗରିକ ଅନୁସନ୍ଧାନ ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ପଦ୍ମ ପୁରସ୍କାର ତିନୋଟି ବର୍ଗରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପ୍ରଦାନ!-->…
ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ବିଷୟରେ ବିଶ୍ୱକୁ ବାର୍ତ୍ତା ଦେଉଛନ୍ତି ସଂସଦୀୟ ପ୍ରତିନିଧି ଦଳ
ନୂଆଦିଲ୍ଲୀ : ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ଗୋଟିଏ କୁଏତରେ ପହଞ୍ଚିଛି। ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଚତୁଃରାଷ୍ଟ୍ରୀୟ!-->…
ପାକିସ୍ତାନ ସହ ବଡ଼ ଡିଲ୍ କଲା ଋଷିଆ, ଭାରତକୁ ଜୋରଦାର ଝଟ୍କା
ନୂଆଦିଲ୍ଲୀ,୨୭।୫: ଭାରତର ବନ୍ଧୁ ଦେଶ ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ। ପାକିସ୍ତାନୀ ଅଧିକାରୀ ଏବଂ ରୁଷ!-->…