Sign in
Sign in
Recover your password.
A password will be e-mailed to you.
୬୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ
ଢେଙ୍କାନାଳ: ହିନ୍ଦୋଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଏବଂ ଜଣେ ବ୍ୟକ୍ତିଗତ ବ୍ୟକ୍ତିଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଏକ ମ୍ୟୁଟେସନ୍ ମାମଲାରେ ରିପୋର୍ଟ କରିବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଗିରଫ!-->…
୫ ହଜାର କେଜି ବାରୁଦ ଲୁଟ୍ ମାମଲା: ବାରୁଦ ଗୋଦାମ ସିଲ୍
ସୁନ୍ଦରଗଡ଼: ଗତକାଲି କେ ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ନିକଟ ଏକ ପଥର ଖଣିକୁ ବିସ୍ଫୋରକ ନେଇ ଯାଇଥିବା ବେଳେ ବନ୍ଧୁକ ମୁନରେ ମାଓବାଦୀ ସମସ୍ତ ବିସ୍ଫୋରକ ଲୁଟ୍ କରିନେଇଥିବା ଅଭିଯୋଗ ପରେ ବୁଧବାର ଘଟଣାସ୍ଥଳରେ ଆଇଜି ଏବଂ ଏସପି ବଡଗାଁ ଥାନା ଇତମା ଠାରେ ଥିବା ବାରୁଦ ଗୋଦାମରେ ପହଞ୍ଚି!-->…
ଶିକ୍ଷକ ମାନଙ୍କ ବଦଳୀ ଏବେ ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ପୁଷ ମାସ…
ସରକାର ବଢ଼େଇଲେ ଆଦାୟ ପାଇଁ ଏକ ମାଧ୍ୟମ…..!
ନୟାଗଡ଼ ପୋଲିସ ର ଟାର୍ଗେଟ ରେ ବଡ଼ ହସ୍ତି….!
ମଦ ମାଫିଆ ମାନଙ୍କ ମଧ୍ୟରେ ବଢ଼ିଲାଣି ତିକ୍ତତା, ଗଡି ପାରେ ମୁଣ୍ଡ...!
ପଡିଆ ବ୍ଲକଠାରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଡିଆ ମୁଖ୍ୟ ବଜାରର ସଫେଇ, ଅଣ ଜଳସେଚିତ ଅଞ୍ଛଳରେ କେନାଲ ନିର୍ମାଣ ସହ ଜଳସେଚନ!-->…
ଟେଣ୍ଡର ଋତୁ ଆରମ୍ଭ ହେଲା : ଫିକ୍ସ ପାଇଁ ଖସଡା ପ୍ରସ୍ତୁତ କରିଲେଣି ଠିକାଦାର……!
ବ୍ରହ୍ମପୁର : ଗତ କିଛିଦିନ ର ବ୍ୟବଧାନ ପରେ ଭଞ୍ଜନଗର ଜଳ ସେଚନ ବିଭାଗ ପକ୍ଷରୁ ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡର ରେ ଆସିକା ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ କାମ କରାଯିବ। କିନ୍ତୁ ଏବେ ମୁଣ୍ଡି ଠିକାଦାର ଅନ୍ୟ ଠିକାଦାର ଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ!-->…
ବଡ଼ ବଡ଼ କଣ୍ଟେନରରେ ହାଇଦ୍ରାବାଦକୁ ହେଉଥିଲା ଗୋ’ ଚାଲାଣ: ୨୪୯ ଗାଈ ଉଦ୍ଧାର, ୨୨ଗିରଫ
କୋରାପୁଟ,୨୭।୫ : କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଉଦ୍ଧାର ହୋଇଥିବା ବେଳେ ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।ସୂଚନାନୁଯାୟୀ, ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରୁ!-->…
ରଥ ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ
ପୁରୀ: ରଥ ନିର୍ମାଣର ୨୬ତମ ଦିବସ ସୁଦ୍ଧା ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନି ରଥର ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ବାକି ତିନିରଥର ଶେଷ ଗୋଟିଏ ଗୋଟିଏ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ପରେ ଆଜି ତିନିରଥ ମହାରଣା ସେବକମାନେ!-->…
ସିଆରପି ଭାବେ କାର୍ଯ୍ୟରତ ମହିଳାଙ୍କର ନଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୁନ୍ଦରଗଡ଼: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁରସ୍ଥିତ ଏକ ଘର ଭିତରୁ ମଙ୍ଗଳବାର ଦିନ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ସଂଯୁକ୍ତା କିଶାନ (୩୫)। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ!-->…
ଭୁଲ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଶିଶୁ ମୃତ, ମା ଗୁରୁତର
ଭଦ୍ରକ: ଭୁଲ୍ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଥିବାର ସୂଚନା ରହିଛି। ଏନେଇ, କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ପକ୍ଷରୁ ଭଦ୍ରକ ବାଇପାସ୍ ନିକରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ରାସ୍ତାରୋକ କରାଯାଇଛି।ଭଦ୍ରକର ଏକ!-->…