Sign in
Sign in
Recover your password.
A password will be e-mailed to you.
ବାଳକୃଷ୍ଣପୁର ସେବା ସମବାୟ ସମିତି ସମ୍ପାଦକଙ୍କ କଳାକାରନାମା, ଜାଲ୍ ଚାଷୀଙ୍କ ନାଁ ପଞ୍ଜୀକରଣ କରି ବିକୁଥିଲେ ଧାନ
ବୀମା ଓ ଋଣ ଜାଲିଆତି ହୋଇଥିବା ତଦନ୍ତରୁ ଜଣାପଡିଛିହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୁଟିଆପଦର ପଞ୍ଚାୟତ ଅନ୍ତର୍ଗତ ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଜାଲ ଚାଷୀ ପଞ୍ଜୀକରଣ କରି ବ୍ୟାପକ ଦୁର୍ନିତୀ ଅଭିଯୋଗ ର ତଦନ୍ତ ଶୁକ୍ରବାର ହୋଇଛି । ରାଜ୍ୟ ସମବାୟ ରେଜିଷ୍ଟ୍ରାର!-->…
ପୁରୀ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ
ପୁରୀ : ସୁଦୃଢ ହେବ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା । ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ବାଲିସାହି ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶ ସମ୍ପର୍କିତ ଏକ ବୈଠକ!-->…
ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ
ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି। ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ ସ୍ୱତନ୍ତ୍ର!-->…
ଗିରଫ ହେଲେ ଆମ ଆଦମୀ ପାର୍ଟିର ବିଧାୟକ ରମନ ଅରୋଡା
ପଞ୍ଜାବ: ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଆମ ଆଦମୀ ପାର୍ଟି (ଆପ)ର ବିଧାୟକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଗିରଫ ଆପ ବିଧାୟକଙ୍କ ନାମ ରମନ ଅରୋଡା ବୟସ ୫୪ବର୍ଷ।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ରମନ ଅରୋଡାଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ କିଛି ଅଧିକାରୀଙ୍କ ସହମତିରେ ସାଧାରଣଲୋକଙ୍କ!-->!-->!-->…
ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ
ଭୁବନେଶ୍ୱର: ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ। ବିହାର ମୁଙ୍ଗେରରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍। ମହମ୍ମଦ ଅସଲମ୍କୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍।
ମହମ୍ମଦ ଅସଲମ୍ ନାଁରେ ବିହାର ଓ ପଶ୍ଚିମବଙ୍ଗରେ ବି ମାମଲା ରହିଛି। ତେବେ ଅସଲମକୁ କ୍ରାଇମ!-->!-->!-->…
ଅଦିନିଆ ରଥଯାତ୍ରାକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ ପଟ୍ଟନାୟକ
ଅଦିନିଆ ରଥଯାତ୍ରକୁ ବିରୋଧ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଇସ୍କନ ପକ୍ଷରୁ ଯେଉଁଭଳି ଭାବେ ଅନ୍ୟ ଦିନରେ ରଥଯାତ୍ରା ଆୟୋଜନ କରାଯାଉଛି ତା’ ଉପରେ ତୁରନ୍ତ!-->…
ବିଦେଶରେ ଚାକିରୀ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ, ଜଣେ ଗିରଫ
ଭୁବନେଶ୍ବର: ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର!-->…
ପୂର୍ବ ସରକାର ଭାଙ୍ଗିଥିବା ମଠର ହେବ ପୁନଃ ନିର୍ମାଣ: ଆଇନ ମନ୍ତ୍ରୀ
ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି। ପୂର୍ବ ସରକାର ଥଇଥାନ ଓ ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦେଇଥିବା ମଠକୁ ପୁନଃ ନିର୍ମାଣ କରାଯିବ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଗୋଟିଏ ଅଞ୍ଚଳ କିମ୍ବା ସ୍ଥାନରେ!-->…
ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ଆଜି ପୋଲିସ୍ ସେବା ସଦନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର-କଟକ ପୋଲିସ କମିଶନରେଟ ଏବଂ ଚାଇଲ୍ଡ ଇନ ନୀଡ ଇନଷ୍ଟିଚ୍ୟୁଟ୍ (ସିନି)ର ମିଳିତ ସହଯୋଗରେ ଏବଂ ଟେରେଡ଼େସ ହୋମସ,!-->…
ନୟାଗଡ ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଶିଶୁ ଶ୍ରମିକ…
ନିଘୋଡ଼ ନିଦରେ ଜିଲ୍ଲାର ଶ୍ରମ ଅଧିକାରୀ...