Sign in
Sign in
Recover your password.
A password will be e-mailed to you.
ଅଢ଼େଇ ଲକ୍ଷ ଟଙ୍କାରେ ବିକୁଥିଲେ ବାଘଛାଲ, ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଘଞ୍ଚ ଜଙ୍ଗଲରେ ଶକ୍ତିଶାଳୀ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ଜନ୍ତୁ ‘ବାଘ’ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିକାରୀ କବଳରୁ ବାଘମାନେ ଖସିପାରୁ ନାହାନ୍ତି। ମନୁଷ୍ୟ ନିଜର ସ୍ବାର୍ଥ ପାଇଁ ତଥା କମ ସମୟରେ ଲକ୍ଷପତି ହେବା ପାଇଁ ଅବାଧ ବାଘ ଶିକାର କରିବାକୁ ପଛାଉ ନାହାନ୍ତି। ରାଜଧାନୀ!-->…
ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ: ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ପ୍ରସଙ୍ଗ କରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ଆହ୍ୱାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଶକ୍ତ ଜବାବ ଦେଇ ବିରୋଧୀଙ୍କୁ ଖୋଲା!-->…
ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଗାମୀ ୨୪ ଘଣ୍ଟା ଏହି ୪ଟି ଜିଲ୍ଲା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ!-->…
ନୂତନ ଵନାଞ୍ଚଳ ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଵନାଞ୍ଚଳ କାର୍ଯ୍ୟାଳୟରେ ଵନାଞ୍ଚଳ ଅଧିକାରୀ ଭାବେ ଶ୍ରୀନିଵାସ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି, ପୂର୍ଵରୁ ଦାୟିତ୍ୱ ରେ ଥିବା ଗଣିଆ ରେଞ୍ଜର ତଥା ଏସିଏଫ ସୁମନ ମାଝି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି, ପ୍ରକାଶ ଥାଉକି ଗତ ଫେବୃୟାରୀ ମାସ ଠାରୁ!-->…
ବିଭିନ୍ନ ସ୍ଥାନରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ୩ ନାବାଳକ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗ ଓ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଟାସ୍କ ଫୋର୍ସ କମିଟିର ସଦସ୍ୟ ତଥା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ଵରେ ଶ୍ରମ ବିଭାଗର ଖଇରପୁଟ ଅତିରିକ୍ତ!-->…
ନାରୀ ନ୍ୟାୟ ବାହିନୀ ଆପ୍ ଉନ୍ମୋଚିତ
ଭୁବନେଶ୍ଵର: ନାରୀ ନ୍ୟାୟ ବାହିନୀ ସଂଗଠନ ତରଫରୁ ଉନ୍ମୋଚନ ହୋଇଛି ନାରୀ ନ୍ୟାୟ ବାହିନୀ ଆପ୍। ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଆପ୍କୁ ଉନ୍ମୋଚନ କରିଛନ୍ତି। ନାରୀମାନଙ୍କର ଉପରେ ହେଉଥିବା ଅନ୍ୟାୟ ବିରୋଧରେ ଏହି ବାହିନୀ ଲଢେଇ କରିବ ବୋଲି କହିଛନ୍ତି!-->…
କନ୍ଧମାଳର ନୂଆ ଜିଲ୍ଲାପାଳ ହେଲେ ବେଦଭୂଷଣ
କନ୍ଧମାଳ : ରାଜ୍ୟ ସରକାର ଆଇଏଏସ ଅଧିକାରୀ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଶ୍ରୀ ବେଦଭୂଷଣଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ୨୦୨୦ ବ୍ୟାଚର!-->…
ଭାରତୀୟ ମଜଦୂର ସଂଘର ୭୦ତମ ପ୍ରତିଷ୍ଠା ଦିବସ ରାୟଗଡ଼ାରେ ପାଳିତ: ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅଣ-ରାଜନୈତିକ…
ରାୟଗଡ଼ା: ଭାରତୀୟ ମଜଦୂର ସଂଘର ୭୦ତମ ପ୍ରତିଷ୍ଠା ଦିବସ ରାୟଗଡ଼ା ସ୍ଥିତ ଗାୟତ୍ରୀ ନଗର ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଜନୈତିକ ବିଚାରଧାରାରୁ ଊର୍ଦ୍ଧ୍ବରେ ରହି କେବଳ ଶ୍ରମିକଙ୍କ ହିତ ପାଇଁ କାର୍ଯ୍ୟ କରିବା ହିଁ ସଂଘର ମୂଳ ଲକ୍ଷ୍ୟ ବୋଲି ଏହି!-->!-->!-->…
ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିତ୍ରକୋଣ୍ଡା : ନାରୀ ସମ୍ମାନ ଆଉ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ବିହୀତ ପଦକ୍ଷେପର ସମର୍ଥନ ସ୍ୱରୂପ ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାରେ ଏକ ସଚେତନ ଧର୍ମୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଏକଦିବସୀୟ!-->…
ପିଏ ଆତ୍ମହତ୍ୟା ମାମଲାରେ ସୁପ୍ରିମ୍ କୋର୍ଟ ତରଫରୁ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରଓବାଲ ଓ ଅନ୍ୟମାନଙ୍କୁ ସମ୍ପୂର୍ଣ…
ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ୱତନ ଜିଲ୍ଲାପାଳ ମନିଷ ଅଗ୍ରବାଲଙ୍କୁ ସୁପ୍ରିମ କୋର୍ଟ ତରଫରୁ ସମ୍ପୂର୍ଣ ଜାମିନ ମଞ୍ଜରୁ କରା ଯାଇଛିା ଏଥିସହ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ପୂର୍ଣ ଜାମିନ ମଞ୍ଜୁର ହୋଇଛି ପ୍ରକାଶ ଥାଉ କି ଗତ ୨୦୧୯ ମସିହା ଡିସେମ୍ବର ୨୬!-->!-->!-->…