Sign in
Sign in
Recover your password.
A password will be e-mailed to you.
ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ
ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ!-->…
ଗଞ୍ଜାମ ଜିଲ୍ଲା :ଜମି ଦଲାଲ ଙ୍କ କବ୍ଜାରେ ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ…
କାଗଜ କଲମ ରେ ହିଁ ସୀମିତ ସରକାରୀ ଓ ଗୋଚର ଜମି..
ସରକାର ଙ୍କ ଜବର ଦଖଲ ଉଛେଦ ନିୟମ ଧୂଆଁ ବାଣ....
.
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରେ ବର୍ତ୍ତମାନ ଜମି ଦଲାଲ ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି, ପ୍ରଥମେ ଏହା ବଡ଼ ବଡ଼ ସରକାରୀ!-->!-->!-->!-->!-->!-->!-->!-->!-->!-->!-->…
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧୪ ହଜାର ଶିଶୁ ମୃତ୍ୟୁବରଣ କରିବେ!
ନ୍ୟୁୟର୍କ: ଇସ୍ରାଏଲୀ ସେନା ଗାଜାରେ ଏକ ନୂତନ ବଡ଼ ଧରଣର ସ୍ଥଳ ସାମରିକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ଚେତାବନୀ ଦେଇଛି ଯେ, ଯଦି ଗାଜାର ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅଧିକ ସହାୟତା ପହଞ୍ଚା ନ ଯାଏ, ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୧୪,୦୦୦ ଶିଶୁଙ୍କ ମୃତ୍ୟୁ!-->…
ଆସିବ ନୂଆ ୨୦ ଟଙ୍କିଆ ନୋଟ୍
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଘୋଷଣା ଅନୁଯାୟୀ ଖୁବ୍ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍ ଜାରି ହେବାକୁ ଯାଉଛି। ତେବେ ଏବେ ପ୍ରଚଳିତ ୨୦ ଟଙ୍କିଆ ନୋଟଗୁଡ଼ିକ ବୈଧ ରହିବ ।ଆରବିଆଇ ପକ୍ଷରୁ ମଙ୍ଗଳବାର ଜାରି ସୂଚନା ଅନୁସାରେ ମହାତ୍ମା ଗାନ୍ଧୀ (ନୂତନ) ସିରିଜ୍ ଅନ୍ତର୍ଗତ ଆରବିଆଇ!-->…
ଜ୍ୟୋତି ମଲହୋତ୍ରାଙ୍କ ସମସ୍ତ ଫଟୋକୁ ଘର କାନ୍ଥରୁ ହଟାଇଦେଲେ ପରିବାର ଲୋକେ
ଚଣ୍ଡିଗଡ: ନିଜ ଘରୁ ଜ୍ୟୋତିଙ୍କୁ ଝଟକା । ଘରୁ କଢାଗଲା ଜ୍ୟୋତିଙ୍କ ଫଟୋ । କାନ୍ଥରେ ଲାଗିଥିବା ସବୁ ଫଟୋକୁ ହଟାଇଦେଲେ ପରିବାର ଲୋକେ । ନିଜ ରୁମ ସହ ଘରର ବିଭିନ୍ନ ସ୍ଥାନରେ ଲାଗିଥିବା ଜ୍ୟୋତି ମଲହୋତ୍ରାଙ୍କ ଫଟୋକୁ ହଟାଇ ଦିଆଯାଇଛି । ଜ୍ୟୋତି ଦେଶ ବିଦେଶ ବୁଲି ଯେଉଁ ସବୁ ଫଟୋ ଉଠାଇଥିଲେ!-->…
ଅଣଓଡ଼ିଆ ଠିକାଦାରଙ୍କ ହାତରେ ପାନୀୟଜଳ ପ୍ରକଳ୍ପ: ଅଧାରେ ଆଣ୍ଠେଇଛି ଯୋଜନା
ଭୁବନେଶ୍ବର: ରାଜ୍ୟରେ ପାନୀୟଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶହଶହ କୋଟି ଟଙ୍କାର ବୃହତ୍ ପାନୀୟଜଳ ପ୍ରକଳ୍ପ ବର୍ଷବର୍ଷ ହେଲା ଅଧାରେ ଆଣ୍ଠେଇଛି। ସବୁଠୁ ବଡ଼ କଥା ହେଲା, ଅଣଓଡ଼ିଆ ଠିକାଦାରଙ୍କ ମର୍ଜିରେ ପାନୀୟଜଳ ପ୍ରକଳ୍ପ ଚାଲିଛି। ସୀମିତ ସମୟ ମଧ୍ୟରେ!-->…
ଆର୍ଜିଏଚ୍ର ନକଲି ଡାକ୍ତରଙ୍କୁ ଆଜୀବନ ଜେଲ୍
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରୁ ଗିରଫ ନକଲି ଡାକ୍ତର ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶର୍ମିଷ୍ଠା ପାଢ଼ୀ ଅଭିଯୁକ୍ତ ନକଲି ଡାକ୍ତର ପଦ୍ମନାଭମୁଖୀ କାରୁଆ (୫୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ସହ ଜରିମାନା!-->…
ସାମ୍ନାକୁ ଆସିଲା ଜ୍ୟୋତି, ପ୍ରିୟଙ୍କାଙ୍କ ପୁରୀ ହୋଟେଲର ଭିଡିଓ
ପୁରୀ,୨୦।୫:ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍ରେ ରହୁଥିଲେ ପକ୍-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି।ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍ରେ ରହିଥିଲେ। ହୋଟେଲ୍ରେ ଶୋଇ କଥାବାର୍ତ୍ତା ହେଉଥିବା!-->…
ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ
ସୁନ୍ଦରଗଡ଼: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ। ତାଙ୍କୁ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏଭଳି ଦଣ୍ଡବିଧାନ କରିଛନ୍ତି।ସୂଚନାଯୋଗ୍ୟ, ଓଡ଼ିଶା!-->…
ମାଲକାନଗିରି ପୋଲିସ ପକ୍ଷରୁ ଗାଡି ଯାଞ୍ଚ ବେଳେ ଏକ ଟନ ଗଞ୍ଜେଇ ଜବତ ସହ ଦୁଇ ଗିରଫ
ମାଲକାନଗିରି, ୨୦।୫ : ମାଲକାନଗିରି ପୋଲିସ ପକ୍ଷରୁ ଗାଡି ଯାଞ୍ଚ ବେଳେ ବିପୁଳ ଗଞ୍ଜେଇ ଜବତ, ୨ ଗିରଫ। ସୂଚନା ଅନୁଯାୟୀ ମାଲକାନଗିରି ଆଦର୍ଶ ଥାନାର ଏସଆଇ କୃତିବାସ ବେହେରାଙ୍କ ନେତୃତ୍ଵରେ ହାବିଲଦାର ମିହିର କୁମାର ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି ଏବଂ ପଦ୍ମ ନାୟକଙ୍କ ସହିତ!-->…