Sign in
Sign in
Recover your password.
A password will be e-mailed to you.
ଏବେ ହେମନ୍ତଙ୍କ ପାଳି: ଆରଜେଡିକୁ ଏତିକି ଆସନ ମାଗିଲା ଜେଏମଏମ
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ଯଦିଓ କୌଣସି ଘୋଷଣା ହୋଇନାହିଁ, ତେବେ ରାଜନୈତିକ ଦଳଗୁଡିକ ସେମାନଙ୍କର ପ୍ରସ୍ତୁତି ଜୋରସୋରରେ କରୁଛନ୍ତି | ବିଶେଷ କରି ବିରୋଧୀ ଦଳଗୁଡ଼ିକର ମହାଗଠବନ୍ଧନରେ ଆଲୋଚନା ତୀବ୍ର ହୋଇଛି। ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନରେ ଆସନ ବଣ୍ଟନ ଆଲୋଚନା!-->…
ଶୁକ୍ରବାର ‘ଓଡ଼ିଶା ଟେକ୍ସ ୨୦୨୫’ : ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ
ଭୁବନେଶ୍ବର ୨୪।୭: ରାଜଧାନୀରେ ଆରମ୍ଭ ହେବ ଓଡ଼ିଶା ଟେକ୍ସ ୨୦୨୫ । ଶୁକ୍ରବାର ଲୋକସେବା ଭବନର କନଭେସନ ହଲ୍ରେ ହେବ ଓଡ଼ିଶା ଟେକ୍ସ ୨୦୨୫ । ବିଭିନ୍ନ ଇଣ୍ଡଷ୍ଟ୍ରି ଇନଭର୍ଟର ଯୋଗ ଦେବେ । ଓଡ଼ିଶାର ଭିତ୍ତିଭୂମି ସମ୍ପର୍କରେ ଅଧିକ ସୁଯୋଗ ପାଇବେ ସେନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ୬ଟି!-->…
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ସରପଞ୍ଚ
ଭୁବନେଶ୍ବର ୨୪।୭: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ଜଣ ସରପଞ୍ଚ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ!-->…
ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ
ଭୁବନେଶ୍ବର ୨୪।୭: ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ଼ ଭାଙ୍ଗିବା ଘଟଣା । ଆନ୍ଦୋଳନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ । ଏନେଇ ବିଚାର ବିମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ!-->…
କଂଗ୍ରେସ ପାଳିଲା ଶ୍ରଦ୍ଧାଞ୍ଜଳି ଦିବସ : FM ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ…
ଭୁବନେଶ୍ବର ୨୪।୭: ରାଜ୍ୟ କଂଗ୍ରେସ ତରଫରୁ ପାଳିତ ହୋଇଛି ଶ୍ରଦ୍ଧାଞ୍ଜଳି ଦିବସ । ବାଲେଶ୍ବର ଏଫ୍ଏମ୍ ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ରାଜ୍ୟରେ ଗୋଟିଏ ମିନିଟ୍!-->…
ପ୍ରାଚୀନ ଶିବ ମନ୍ଦିରକୁ ନେଇ କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଭୀଷଣ ଯୁଦ୍ଧ
ବ୍ୟାଙ୍କକ୍ : ୟୁକ୍ରେନ-ରୁଷ, ମଧ୍ୟପୂର୍ବରେ ସଂଘର୍ଷ ଜାରି ରହିଥିବାବେଳେ ବିଶ୍ବର ଆଉ ଏକ ଅଂଚଳରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତାହା ହେଉଛି ଦକ୍ଷିଣ-ପୂର୍ବ ଏସିଆ । ବିଗତ କିଛି ଦିନ ହେଲା କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଚାଲିଆସିଥିବା ଉତ୍ତେଜନା ଶେଷରେ ଏକ ସଂଘର୍ଷର ରୂପ ନେଇଛି!-->…
ରାଜ୍ୟସଭାରୁ ଅବସର ନେଉଥିବା ୬ ସଦସ୍ୟଙ୍କୁ ବିଦାୟୀ ସମ୍ୱର୍ଦ୍ଧନା , ଜଣେ ସାଂସଦଙ୍କ ଫେରିବା ନିଶ୍ଚିତ
ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ବେଳେ ପୂର୍ବତନ ଉପରାଷ୍ଟ୍ରପତି ଜଗଦିପ୍ ଧନଖଡଙ୍କ ଇସ୍ତଫାରେ ରାଜ୍ୟସଭା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୁରୁବାର ଉପର ସଦନରେ ସେହି ୬ ସଦସ୍ୟଙ୍କୁ ବିଦାୟୀ ଦିଆଯାଇଛି, ଯାହାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଉପାଧ୍ୟକ୍ଷ ହରିବଂଶ ଏହି ପୂରା!-->…
ମଙ୍ଗଳ ଗ୍ରହରେ ଶୈବାଳ ବିକଶିତ : ବଢିଲା ଜୀବନ ବସତିର ଆଶା
ନୂଆଦିଲ୍ଲୀ ୨୪।୦୭; ସ୍ଥାୟୀ ମହାକାଶ ଯାତ୍ରା ପାଇଁ ଏକ ପ୍ରମୁଖ ପଦକ୍ଷପ ଭାବରେ, ଗବେଷକମାନେ ବୈବ ବିଘଟନଶୀଳ ବାୟୋଫ୍ଲାଷ୍ଟିକ ଭିତରେ ଏକ ଶୈବାଳକୁ ସଫଳତାର ସହିତ ବିକାଶ କରିବାରେ ସକ୍ଷମ ହୋଇଛନ୍ତି। ପୃଥିବୀର ଚାପ ତୁଳନାରେ ପ୍ରାୟ ଏକ ପ୍ରତିଶତ ପୃଷଠଚାପ ବିଶିଷ୍ଟ ମଙ୍ଗଳ ପରିବେଶରେ!-->…
ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ
ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୨ ଜଣଙ୍କୁ ବମ୍ବେ ହାଇକୋର୍ଟ ମୁକ୍ତ କରିଥିଲେ। ଏହା ବିରୋଧରେ!-->…
ଦେଶରେ ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ଯାଉଛି ୬ ଜଣଙ୍କ ଜୀବନ, ସବୁଠି ଅଧିକ ବାଇକ୍ ଆକ୍ସିଡେଣ୍ଟ
ନୂଆଦିଲ୍ଲୀ: ୨୦୨୫ର ପ୍ରଥମ ଛଅ ମାସରେ ସମଗ୍ର ଦେଶରେ ଜାତୀୟ ରାଜପଥରେ ୨୬ ହଜାର ୭୭୦ ଜଣଙ୍କ ମୃତ୍ୟୁ ଘଟିଛି। ସେହି ହିସାବରେ ଦେଖିଲେ ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ୬ରୁ ଅଧିକ ଲାେକଙ୍କ ପ୍ରାଣହାନୀ ଘଟିଛି। ୨୦୨୪ରେ ରାଜପଥରେ ୫୨ ହଜାର ୬୦୯ ଗମ୍ଭୀର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର!-->…