ମୋତେ ଯେତେଶୀଘ୍ର ପାରୁଛନ୍ତି ସୀମାକୁ ପଠାଇ ଦିଅନ୍ତୁ: ମୁଖ୍ୟ କନଷ୍ଟେବଳ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପୁଲିସ ହେଡ୍ କନଷ୍ଟେବଳ ଚମନ ସିଂହ ପାକିସ୍ତାନ ବିରୋଧରେ ଚାଲିଥିବା ଲଢ଼େଇରେ ଯୋଗ ଦେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି।ଉତ୍ତରପ୍ରଦେଶ ପୁଲିସର ହେଡ

ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ମଙ୍ଗଳବାର ପୂର୍ବାହ୍ନ ୧୦ ଟା ସମୟରେ ଫଳ ପ୍ରକାଶନ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।ଛାତ୍ରଛାତ୍ରୀ www.cbse.gov.in, cbseresults.nic.inରେ

ଟ୍ରେନରେ ବୋମା ରଖିଥିବାର ଧମକ ଦେଇଥିବା ଯୁବକକୁ ଧରିଲା ପୁଲିସ

ନୂଆଦିଲ୍ଲୀ: କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନରେ ବୋମା ରଖିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରେଳବାଇ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୧୧ ରାତି ପ୍ରାୟ ୧:୧୦ ସମୟରେ, କାଲାବୁର୍ଗୀ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଏକ ଫୋନ୍ ଆସିଥିଲା,

ମଦ ନିଶା ନେଲା ଦୁଇ ଜୀବନ : ଭିଣେଇର ତିର ମାଡ଼ରେ ଦୁଇ ଶଳା ମୃତ ଜଣେ ଗୁରୁତର…

ମାଲକାନଗିରି// ଚିତ୍ରକୋଣ୍ଡା :- ୧୨।୦୫ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ କୁପାଗୁଡ଼ା ଗ୍ରାମର ରାଜୁ ଖେମୁଡୂ,କୁଞ୍ଜ ଖେମୁଡୁ,କ୍ରିଷ୍ଣା ଖେମୁଡୁ ଗତକାଲି ନିଜ ଭଉଣୀ ଘରକୁ ଦଶାହ କାର୍ଯ୍ୟରେ ଯୋଗଦେବାପାଇଁ ସିଲେରୁ ଯାଇଥିଲେ।ସେଠାରେ ଭିଣେଇ ଓ ଶଳା

ଆତଙ୍କବାଦ ହେଉଛି କୁକୁରର ଲାଞ୍ଜ, ଯାହା କେବେ ସିଧା ହେବ ନାହିଁ: ଯୋଗୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ବ୍ରହ୍ମୋସ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧାର ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ସୈନିକ,

ଅଶାନ୍ତ ହୋଇପଡିଛି ପାତିସୋନପୁର :ଠାକୁରାଣୀ ଯାତ୍ରାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମୁହାଁମୁହିଁ…

ଆକ୍ରମଣ ଓ ପ୍ରତିଆକ୍ରମଣ ରେ ଏକାଧିକ ଆହତ.. କିଛି ପୋଲିସ କର୍ମଚାରୀ ବି ଆହତ.. ବ୍ରହ୍ମପୁର ---- ଗୋଳନ୍ଥରା ଥାନା ଅନ୍ତର୍ଗତ ପାତି ସୋନପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ।ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ପଥର ମାଡ଼ ଯାହାଫଳରେ . ଏକାଧିକ ଆହତ ହୋଇଥିବା

ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ସୂଚନା: ଶତ୍ରୁଙ୍କ ଉପରେ ନଜର ରଖିଛି ୧୦ ସାଟେଲାଇଟ୍‌

ମଣିପୁର,୧୨।୫: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ଇସ୍ରୋ ଅଧ୍ୟକ୍ଷ ପ୍ରକାଶ

“ଆକାଶରେ ଶତ୍ରୁଙ୍କୁ ନଷ୍ଟ କରିଛି ସେନା”: ପାକିସ୍ତାନୀ ମିରାଜ ଜେଟ୍ ଖସାଇଥିବା ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ : ସୋମବାର ଭାରତ ନିଶ୍ଚିତ କରିଛି ଯେ ଅପରେସନ୍ ସିନ୍ଦୁର ସମୟରେ ଏକ ପାକିସ୍ତାନୀ ମିରାଜ ଯୁଦ୍ଧ ବିମାନ ଖସାଯାଇଛି। ଭାରତୀୟ ସେନା ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ପାକିସ୍ତାନୀ ମିରାଜର ଭଗ୍ନାବଶେଷ ଦେଖାଯାଇଛି।ନୂଆଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ପ୍ରେସ ବ୍ରିଫିଂରେ,

ପାକ୍ ଗୁଳିମାଡ଼ ଯୋଗୁଁ ଯେଉଁମାନେ ଘର ଛାଡିଛନ୍ତି ସେମାନେ ଏବେ ଫେରିପାରିବେ: ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

ପୁଞ୍ଚ/ଜାମ୍ମୁ: ଜମ୍ମୁ କାଶ୍ମୀରରେ ସମ୍ପ୍ରତି ପାକିସ୍ତାନ ଗୁଳିମାଡ଼ ଏକ “ଯୁଦ୍ଧ ପରି ପରିସ୍ଥିତି” ସୃଷ୍ଟି ହୋଇଥିଲା। ଫଳରେ ପୁଞ୍ଚ ଜିଲା ସମେତ ରାଜ୍ୟର ଅନେକ ସ୍ଥାନ ଆକ୍ରମଣରେ ପ୍ରଭାବିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଏକ ସାମରିକ ବୁଝାମଣା ଯୋଗୁଁ ପାକ ଗୁଳିମାଡ଼ ବନ୍ଦ ରଖାଯାଇଛି। ଫଳରେ

୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନକୂଳ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ମିଳିଛି । ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବ ମୌସୁମୀ ବାୟୁ । ଭାରତରେ