Sign in
Sign in
Recover your password.
A password will be e-mailed to you.
ବଡ଼ ଅପରାଧ ଯୋଜନା କୁ ପଣ୍ଡ କଲା ଗଞ୍ଜାମ ପୋଲିସ : ବନ୍ଧା ହେଲେ ୨୦ ଅପରାଧି,୮ ଟି ମାଉଜର ଓ ୩୧ ଟି ଜୀବନ୍ତ ଗୁଳି…
କେରାଣ୍ଡି ପଡୁଛି ଭାକୁର କେବେ...??
ମାଉଜର ଟାର୍ଗେଟ ରେ କିଏ କିଏ ….?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲିସକୁ ପୁଣି ଏକ ଦ୍ୱିତୀୟ ସଫଳତା ମିଳିଛି। ଚଳିତ ମାସ ୪ ତାରିଖ ରେ ୧୮ ଅପରାଧିକୁ ଧରିବାରେ ସଫଳ ହୋଇଥିଲା ଗଞ୍ଜାମ ପୋଲିସ। ସେମାନଙ୍କ ଠାରୁ କଟକ ବନ୍ଧୁକ!-->!-->!-->!-->!-->!-->!-->!-->!-->!-->!-->!-->!-->…
ଚୋରା ବାଲି ଚାଲାଣ ବେଳେ ଆସିକା ପୋଲିସ ଦ୍ୱାରା ୩ଟି ଟ୍ରାକ୍ଟର ଜବତ ୩ ଗିରଫ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ଠାରେ ଥିବା ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଛି। ଆସିକା ଥାନା ଅଧିକାରୀ କୁଳମଣୀ ସେଠି ପେଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ଟ୍ରାକ୍ଟର ରେ ବାଲି ଚାଲାଣ ହେଉଥିବା!-->!-->!-->!-->!-->!-->!-->…
ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ : ପିଲାଙ୍କ ହସ୍ତଲିପି “ ବନବାସୀସ୍ମୃତି ” ଉନ୍ମୋଚନ
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦେହ ତ୍ୟାଗ କରିଥିବା ମନିଷୀ ମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ!-->…
୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ବଞ୍ଚିଲା ଦୁଇ ଜୀବନ
ଭୁବନେଶ୍ୱର : ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଂଚାଇବାରେ ସଫଳ ହୋଇପାରିଛି ଛଅ ବର୍ଷର ଏକ ଶିଶୁପୁତ୍ର । ବାରିପଦା ମୂର୍ଗାବାଡି ଅଚଂଳର ଏହି ଶିଶୁଟିର ଆକସ୍ମିକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିଲା । ମାତ୍ର ଶିଶୁଟି ବ୍ରେନ୍!-->…
ସୀମାନ୍ତରେ ସୈନ୍ୟ ସଂଖ୍ୟା ହ୍ରାସ କରିବେ ଭାରତ-ପାକିସ୍ତାନ, ଫୁଟିବନି ଗୋଟିଏ ବି ଗୁଳି
ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଅସ୍ତ୍ରବିରତି ପରେ ଦୁଇ ଦେଶ ମଧ୍ୟରେ ଡିଜିଏମଓ ସ୍ତରରେ ଏହା ପ୍ରଥମ ଆଲୋଚନା ଥିଲା। ଆଲୋଚନା ସମୟରେ ଦୁଇ ପକ୍ଷ ଗୋଟିଏ ବି ଗୁଳି ଚଳାଇବେ ନାହିଁ ବୋଲି ସହମତି ପ୍ରକାଶ କରିଛନ୍ତି।!-->…
ଦେଢ଼ ମାସରେ ୪,୫୯୯ ଛାତ୍ରଛାତ୍ରୀ ପାଲଟିଲେ କୃଷି ଶ୍ରମିକ
ନବରଙ୍ଗପୁର: ଗତ ଦେଢ଼ ମାସ ହେବ ଜିଲ୍ଲାର ୧୦ଟି ଯାକ ବ୍ଲକ୍ରେ ଧାନ ଅମଳ ପରେ ଏବେ ମକା ଓ ଆଖୁ ଅମଳ କାମ ସହ କେନ୍ଦୁପତ୍ର ତୋଳିବା ଜୋରସୋରରେ ଚାଳିଛି।ତେବେ ଜିଲ୍ଲାର ସବୁ ବ୍ଲକରୁ ବହୁ ପୁରୁଷ, ମହିଳା, ନାବାଳିକା, ନାବାଳକ, ଯୁବକ ଓ ଯୁବତୀମାନେ ଦାଦନ ଖଟିବାକୁ ପଳାଇଛନ୍ତି। କୃଷି ଶ୍ରମିକ!-->…
ଭାରତ-ପାକିସ୍ତାନ ବିବାଦରୁ ଶ୍ରେୟ ଖୋଜୁଛି ଆମେରିକା: ଟ୍ରମ୍ପ କହିଲେ-ପରମାଣୁ ଯୁଦ୍ଧ ରୋକିଦେଲୁ
ନୂଆଦିଲ୍ଲୀ : ଆମେରିକାର ଦୋମୁହାଁ ନୀତି କାହାକୁ ଅଛପା ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିକି ନିଜେ ଫାଇଦା ଉଠାଇବା ହେଉଛି ଆମେରିକାର ପ୍ରବୃତ୍ତି। ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା। ଯଦିଓ!-->…
ପରମାଣୁ ଅସ୍ତ୍ର ବ୍ଲାକମେଲିଂକୁ ସହିବୁ ନାହିଁ: ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ନିର୍ଦ୍ଧାରିତ ଆଲୋଚନା ପରେ ଦେଶକୁ ସମ୍ବୋଧିତ କରିଛନ୍ତି। ଅପରେସନ ସିନ୍ଦୂର ପରେ, ସେ ପ୍ରଥମ ଥର ପାଇଁ ଦେଶର ଜନତାଙ୍କ ସମ୍ମୁଖରେ ପାକିସ୍ତାନ, ପିଓକେ, ଅସ୍ତ୍ରବିରତି, ଆତଙ୍କବାଦକୁ ନେଇ!-->…
ସପ୍ତମ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା – ମା’ ଙ୍କ ଆଗମନ ଶ୍ରୀ ଜଗନ୍ନାଥଙ୍କ ପାଖକୁ : ଶତାଧିକ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ସପ୍ତମ!-->…
ବସ ଚଳାଚଳର ଶୁଭାରମ୍ଭ କରି ପ୍ରସଂଶିତ ହେଲେ ଲବ ଦତ୍ତ
ଉମରକୋଟ : ଉମରକୋଟ ବ୍ଲକର ଇନ୍ଦ୍ରପୁର ଡିଏନକେ ଗ୍ରାମର ସମାଜ ସେବକ ଲବ ଦତ୍ତଙ୍କୁ ତାଙ୍କର ସମାଜ ପ୍ରତି ନିଷ୍ଠାପର ସେବା କୁ ବିଚାର କରି ଉମରକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କର ପ୍ରତିନିଧି ଭାବରେ ପୂଜାରୀଗୁଡ଼ା ଗୋଷ୍ଟୀ!-->!-->!-->…