Sign in
Sign in
Recover your password.
A password will be e-mailed to you.
ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ମୋଘାନୀ ନଗରରେ ଜନବସତି ଅଞ୍ଚଳରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି। ବିମାନରେ କ୍ରୁ!-->…
ଓଡ଼ିଶାରୁ ସିଧା ଆବୁଧାବି, ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର-ଆବୁଧାବି ସିଧା!-->…
ରାୟଗଡ଼ା ଜିଲ୍ଲା କୁର୍ଲି ଗ୍ରାମପଞ୍ଚାୟତର ଖମ୍ବେଶି ଗ୍ରାମରେ ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ କୁର୍ଲି ଗ୍ରାମପଞ୍ଚାୟତର ଖମ୍ବେଶି ଗ୍ରାମରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା ସମ୍ପକିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିର ମୁଖ୍ୟ ଉନ୍ନୟନ ଅଧିକାରୀ!-->…
ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ : ଭଦ୍ରକରେ ୨୪ ଘଣ୍ଟା ପାଇଁ ଇଣ୍ଟର ସେବା ବନ୍ଦ। ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରସେବା ବନ୍ଦ ରହିଛି। ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଂଚଳ, ଧାମନଗର ବ୍ଲକ ଓ NAC ଅଂଚଳରେ ଇଣ୍ଟର ନେଟ ସେବା ବନ୍ଦ ରହିଛି । ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ପରେ!-->…
ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ : ବେଆଇନ ବାଲି ଘାଟକୁ ନେଇ ବିବାଦ, ବୋମାମାଡ ସହ ଯୁବକଙ୍କୁ…
ହିଞ୍ଜିଳିକାଟୁ ୧୨!୬ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ। ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ଚୋରା ଚାଲାଣ । ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଓ ଖରିଡା ଗ୍ରାମ ଭିତରେ ବେଆଇନ ଭାବେ ରାସ୍ତା କରାଯାଇ ବଡ଼ବଡ଼ ମେସିନ ଲଗାଇ!-->!-->!-->…
ଜିଲ୍ଲା ଅଦାଲତରୁ ଜାମିନରେ ଗଲେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ…
ମାଲକାନଗିରି,୧୨/୬ ମାଲକାନଗିରି ଆଇନ ଠୁ କେହି ଉର୍ଦ୍ଧ୍ବ ରେ ନୁହଁନ୍ତି ତାହା ଆଜି ପ୍ରମାଣିତ ହୋଇଛି । କିଛି ବର୍ଷ ପୂର୍ବେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିଜ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିଲେ । ସଚିବ ଦେବନାରାୟଣ ପଣ୍ଡା ଙ୍କ ସ୍ତ୍ରୀ ଏହି!-->…
ଆସିକା ରେ ବେଆଇନ ବାଲି ଚାଲାଣ କୁ ଲଗାମ ନାହିଁ : ନିଘୋଡ଼ ନିଦରେ ପ୍ରଶାସନ..!
କାହା ଇସାରାରେ ଜଗଦଲପୁର ଘାଟ ନିକଟସ୍ଥ ଘୁଣ୍ଟପଡା ରୁ ବାଲି ଉତ୍ତୋଳନ... ?
ଶିକିରି ନିକଟ ଋଷିକୁଲ୍ୟା ନଦୀରୁ ବେଧଡକ ବାଲି ଚୋରା ଚାଲାଣ : ୭ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ : ଗତ ପ୍ରାୟ ୨ ମାସ ଧରି ହିଞ୍ଜିଳି ଥାନା ସିକିରି ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ଖରିଡ଼ା ଓ ଶିକିରି ଗ୍ରାମର ପେଶାଦାର ବାଲି ମାଫିଆ। ବାଲି ମାଫିଆଙ୍କ ଦ୍ବାରା ଟ୍ରାକ୍ଟରରେ ଦୈନିକ ପ୍ରାୟ ଶହେରୁ ଦୁଇଶହ ଟ୍ରିପ ଚୋରା ବାଲି!-->…
ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଓ ଗଜାନନ ବେଶ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଉତ୍ସବ ବୁଧବାର ଆନନ୍ଦ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଭୋର ୪ ଟା ୩୦ ମିନଟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି କରାଯାଇ ବଲ୍ଲଭଭୋଗ, ଦ୍ୱାରପାଳ ପୂଜା!-->…
ରାୟଗଡ଼ା ଜିଲ୍ଲାର ଧାନମଣ୍ଡୀକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ପରିଦର୍ଶନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ରାୟଗଡା ଧାନମଣ୍ଡୀ, ମୁନିଗୁଡ଼ା ଧାନମଣ୍ଡୀ, ରାମାନୁଗୁଡା ଧାନମଣ୍ଡୀ, କେଲନରା ଧାନମଣ୍ଡୀ, ଗୁଡାରୀ ଧାନମଣ୍ଡୀ, ବିଷମକଟକ ଧାନମଣ୍ଡୀ, ପଦ୍ମପୁର ଧାନମଣ୍ଡୀ ଓ ଗୁଣୁପୁର ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ!-->…