Sign in
Sign in
Recover your password.
A password will be e-mailed to you.
ଅସହ୍ୟ ହେଲା ପାଠପଢ଼ା ଚାପ, ଜୀବନ ହାରିଲେ ଛାତ୍ରୀ
ବେଙ୍ଗାଲୁରୁ : ପାଠପଢ଼ାର ଚାପ ସହି ନ ପାରି ଜୀବନ ହାରିଛନ୍ତି ଜଣେ ୧୯ ବର୍ଷୀୟ ଛାତ୍ରୀ। ମାତ୍ର ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ୧୯ତମ ଜନ୍ମ ଦିନ ପାଳିଥିଲେ। ହେଲେ ବୁଧବାର ଅପରାହ୍ନରେ ସେ ନିଜ ରୁମରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାର କୋଡାଗୁ ଜିଲ୍ଲାରେ ଥିବା!-->…
ହତ୍ୟାକାଣ୍ଡକୁ ବିରୋଧ କରି କଂଗ୍ରେସ ଛାଡ଼ିଲେ ୨୦୦ ମୁସଲିମ ନେତା
ବେଙ୍ଗାଲୁରୁ : କର୍ଣ୍ଣାଟକା କଂଗ୍ରେସରେ ବଡ଼ ବିପର୍ଯ୍ୟୟ। ଏକା ଥରେ ଦଳ ଛାଡ଼ିଲେ ୨୦୦ରୁ ଅଧିକ ମୁସଲିମ ନେତା। କର୍ଣ୍ଣାଟକାର ଦକ୍ଷିଣ କନ୍ନଡରେ ଘଟିଥିବା ଗୋଟିଏ ହତ୍ୟାକାଣ୍ତ ବିରୋଧ କରି କଂଗ୍ରେସର ମୁସଲିମ ନେତାମାନେ ଏପରି ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାରେ କଂଗ୍ରେସ ଏବେ କ୍ଷମତାରେ!-->…
ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର : ମମତା
କୋଲକାତା: ମୋଦୀଙ୍କ ଉପରେ ବର୍ଷିଲେ ମମତା । ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟୁ ସମାଲୋଚନା ପରେ ତାତିଛନ୍ତି ଦିଦି । ପ୍ରେସମିଟ୍ କରି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ଆଉ ସିଧା ସିଧା ନିଶାନା କରି କହିଛନ୍ତି-!-->…
ଟିଏମସି ଶାସନ ସମୟରେ ହଜାର ହଜାର ଶିକ୍ଷକଙ୍କ ଭବିଷ୍ୟତ ନଷ୍ଟ ହୋଇଥିଲା: ମୋଦୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମମତା ବାନାର୍ଜୀ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ଆଲିପୁରଦ୍ୱାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମୁର୍ଶିଦାବାଦ ଏବଂ ମାଲଦାର କଥା ଉଠାଇ କହିଥିଲେ ଯେ ପଶ୍ଚିମବଙ୍ଗରେ!-->…
ବନ୍ଦୀ ଜ୍ୟୋତିଙ୍କୁ ଭେଟିବା ପରେ କାନ୍ଦୁଛନ୍ତି ବାପା
ହିସାର: ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯିବାର ପ୍ରଥମ ଦିନରେ ବାପା ହରିଶ ମାଲହୋତ୍ରା ଝିଅକୁ ଭେଟିବାକୁ ଜେଲରେ ଯାଇ ପହଞ୍ଚିଥିଲେ।ଜ୍ୟୋତି ସେଣ୍ଟ୍ରାଲ ଜେଲର ବାରାକ ନମ୍ବର ୨ରେ ବନ୍ଦୀ ଅଛନ୍ତି। ଝିଅକୁ ଭେଟି ବାହାରକୁ ଆସିବା!-->…
ଭୂମିକମ୍ପରେ ପୁଣି ଥରିଲା ପାକିସ୍ତାନ, ୩ ଦିନରେ ୨ ଥର ଦୋହଲିଗଲାଣି ଦେଶ
ଇସଲାମାବାଦ: ପୁଣି ପାକିସ୍ତାନରେ ଭୂମିକମ୍ପ । ଭୂକମ୍ପ ଝଟକାରେ ପୁଣି ଥରିଲା ପାକିସ୍ତାନ । ସନ୍ଧ୍ୟା ୬ଟା ୬ ମିନିଟରେ ପାକିସ୍ତାନରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ । ଭୂମିକମ୍ପ ପରେ ଲୋକେ ଛାନିଆରେ ଘରୁ ବାହାରି ଆସିଥିବା ବେଳେ କୌଣସି କ୍ଷୟକ୍ଷତିର!-->…
ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ଆୟୋଜିତ ପ୍ରସିଦ୍ଧ 'ଶୀତଳଷଷ୍ଠୀ ଯାତ୍ରା' ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତ୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଐତିହ୍ୟ!-->…
ଗୃହରକ୍ଷୀ ପରୀକ୍ଷା: ଆଉ ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଭୁବନେଶ୍ବର: ଗୃହରକ୍ଷୀ ପରୀକ୍ଷାରେ ଆଉ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଗଜପତିରେ ଗୃହରକ୍ଷୀ ପରୀକ୍ଷା ବେଳେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଦୀପକ ପାଡ଼ାଲ।
ସୂଚନା ଅନୁସାରେ ରାୟଗଡ଼ ବ୍ଲକ ନାରାୟଣପୁର ଗାଁର ଦୀପକ ଗଜପତିରେ ଆୟୋଜିତ ଗୃହରକ୍ଷୀ ପରୀକ୍ଷାରେ ଯୋଗ!-->!-->!-->…
କୋରାପୁଟ ପୁଲିସକୁ ସଫଳତା, ଅପରେସନ୍ ବେଳେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ନକ୍ସଲ
କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଜଣେ ଏରିଆ କମିଟି ମେମ୍ବର (ACM) ସ୍ତରର କ୍ୟାଡର ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗିରଫ ନକ୍ସଲର ନାଁ କୁଞ୍ଜମ ହିଡ଼ମା। ତା’ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ୩୫ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୨୭ଟି ଇଲେଟ୍ରିକ୍!-->…
ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଅଘଟଣ: ଟଳିପଡ଼ିଲେ ଜଣେ ପ୍ରାର୍ଥୀ, ୭ ଗୁରୁତର, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଗଜପତି : ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ଏଥିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ!-->…