କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ…

ଫୁଲବାଣୀ : ଖରିଫ୍‌‌ ବର୍ଷ- ୨୦୨୪-୨୫ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ୍‌‌ ଋତୁରାଜ୍‌‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିପ୍ପଣୀ ନିରୀକ୍ଷକମାନେ ମଣ୍ଡିରେ ଧାନ ବିକ୍ରୟ କରିବାକୁ…

ପାରାଦୀପ ବନ୍ଦର ପ୍ରଗତିର ମୁଖଶାଳା: ମୁଖ୍ୟମନ୍ତ୍ରୀ

ପାରାଦୀପ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ରାଜ୍ୟବାସୀ । ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରାଦୀପ ବନ୍ଦରରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମର ଉଦ୍‌ଘାଟନ…

୪୫ ମିନିଟ ଯାଏ ଅଟକି ରହିଲା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର

କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଏକ ଅପ୍ରତ୍ୟାଶିତ ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଝାରଖଣ୍ଡର ଗୋଡ୍ଡାରୁ ହେଲିକପ୍ଟର ଯୋଗୁ ଉଡ଼ାଣ ଅପକ୍ଷେରେ ରହିଥିଲେ ହେଁ ତାଙ୍କୁ ବେଶ କିଛି ସମୟ ଏଥିପାଇଁ ଅନୁମତି ମିଳି ନଥିଲା। ଉଡ଼ାଣ ପାଇଁ ଏୟାର ଟ୍ରାଫିକ…

ଡଙ୍ଗା ଭସାବେଳେ ଚାଲିଗଲା ନାବାଳିକାଙ୍କ ଜୀବନ

ମାଲକାନଗିରି: ଡଙ୍ଗା ଭସାଇବା ବେଳେ ଅଘଟଣ । ଡଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ୟୁ । ମୃତକ ହେଉଛନ୍ତି ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ୧୨ ବର୍ଷିୟ ସାବିତ୍ରୀ ହନ୍ତାଳ । ସୂଚନା ଅନୁସାରେ, ଆଜି ସକାଳୁ ସାଙ୍ଗମାନଙ୍କ ସହ ଗାଁ…

ସ୍କୁଲ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚୌଦ୍ୱାର : ସ୍କୁଲ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ । ଚୌଦ୍ୱାର ଓଟିଏମ୍ ହାଇସ୍କୁଲର ଜଗୁଆଳି ଭାବେ କାମ କରୁଥିବା ଜ୍ଞାନ ରଞ୍ଜନ ବେଉରିଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲ ରାତିରେ ଏକା ଏକ ଘରେ ଶୋଇଥିଲେ । ଆଜି ସକାଳୁ…

ଗ୍ରୋସରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା: ସୁରୁଚି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ। ରାଉରକେଲା ସିଭିଲଟାଉନସିପ୍ ସୁରୁଚି ବଜାରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।…

ଧୂଆଁମୟ ଦିଲ୍ଲୀ; ଅନଲାଇନରେ ଚାଲିବ ପାଠ ପଢା

ଚରମରେ ପହଞ୍ଚିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ। ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବାବି କଷ୍ଟକର ହୋଇ ପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଅଲନାଇଲନରେ କ୍ଲାସ୍ କରାଇବାକୁ ନିଷ୍ପତ୍ତି ନେଇଛନ୍ତି…

ଆ – କା – ମା – ବୈ: ଶେଷ ହେଲା ଧର୍ମ ମାସ କାର୍ତ୍ତିକ

ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗର, କୁଆଖାଇରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବିଶ୍ୱାସ…

ଟିପିଏସ୍ଓଡିଏଲ୍ ପକ୍ଷରୁ କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ…

ସବୁଜ ଶକ୍ତିର ପ୍ରୋତ୍ସାହନ ପାଇଁ ସମସ୍ତ ଅଫିସରେ ସୋଲାର ପ୍ୟାନେଲ ସ୍ଥାପନ ନେଇ ଯୋଜନା ରହିଛି ବ୍ରହ୍ମପୁର, ନଭେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପରିବେଶ ଅନୁକୂଳ ଜୀବନ ଶୈଳୀ ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ…

ଜିଲ୍ଲା ହୋମଗାର୍ଡ ସଂଘ କାର୍ଯ୍ୟାଳୟ ନିର୍ମାଣ ପାଇଁ କନ୍ଧମାଳ ସାଂସଦଙ୍କୁ ଦାବିପତ୍ର…

ଫୁଲବାଣୀ : ଜିଲ୍ଲା ହୋମଗାର୍ଡ ସଂଘ ଆଇନ୍ ପରାମର୍ଶ ଆଇନ୍ ଜୀବି ତଥା ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି , ବରିଷ୍ଠ ଆଇନଜୀବି ଅଜିତ କୁମାର ପଟ୍ଟନାୟକଙ୍କ ତତ୍ବାବଧାନରେ ଆଜି କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘଠନ ତରଫରୁ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର…