ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମ୍ପ୍ୟୁଟର କୌଶଳ ଦକ୍ଷତା ବଢ଼ାଇବା ପାଇଁ ପ୍ରଶିକ୍ଷଣ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗିରିସୋଲା ସ୍ଥିତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମ୍ପ୍ୟୁଟର କୌଶଳ ଦକ୍ଷତା ବଢ଼ାଇବା ପାଇଁ କୌଶଳୀ କ୍ଳବ୍ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟ ଉଦଯାପିତ ହୋଇଯାଇଛି। ଏଥିରେ ଚିକିଟୀ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ରାମ-ବଳରାମ ବେଶ

ଛତ୍ରପୁର : ଛତ୍ରପୁର ସହରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଆଡ଼ପ ମଣ୍ଡପରେ ଶ୍ରୀ ଜୀଉଙ୍କ ୧୦ ଅବତାର ବେଶ ଲାଗି ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି । ଛତ୍ରପୁର ସହରର ରିକାପଲ୍ଲୀ ଆଡ଼ପ ଘରେ ଏଵଂ ଉପରବଜାର ର ଦାସିରୀ

ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶରତ କୁମାର ମିଶଙ୍କ ୧୯ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ହିଞ୍ଜିଳିକାଟୁ ୧୩/୭ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ଶରତ ମିଶ୍ର ସ୍ମୃତି କମିଟି ସଭାପତି ଶିଶିର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ଶରତ କୁମାର ମିଶଙ୍କ ଉନବିଂଶ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ରେ

ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ଆନୁକୂଲ୍ୟରେ ସ୍ବର୍ଗତ ବୀରେନ୍ଦ୍ର ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି l ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଦିବଂଗତ ଆତ୍ମା ପ୍ରତି ଗଭୀର

ଚିତି ନାଗ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଗଟିତାଙ୍ଗର ଗ୍ରାମରେ ଗତ କାଲି ପ୍ରାୟ ୧୦ ଟା ସମୟରେ ସବିତା କେରକେଟା(୩୬ ବର୍ଷ) ନିଜ ଘରେ ଜମିରେ ସୋଇଥିବା ବେଳେ ଗୋଟିଏ ଚିତି ନାଗସାପ ଘରର କବାଟ ତାଲୁରୁ ପଶି ସୋଇଥିବା ମହିଲାର ଡାହାଣ ହାତର କୁନି ଅଙ୍କାଗୁଳିରେ କାଟିଥିଲା |

ନିଖୋଜ ଥିବା ବୃଦ୍ଧାଙ୍କ ମୃତ ଦେହ ମିଳିଲା

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅଗସ୍ତିନୁଆଗାଁ ଗ୍ରାମପଞ୍ଚାୟତର ବଡ ନୋଳିଆନୂଆଗାଁ ଗ୍ରାମର ଏ.ଆଙ୍କାମ୍ମା (୬୮ ବର୍ଷ ) ଗତ ଗୁରୁବାର ତଥା ୧୧ ତାରିଖ ଠାରୁ ଗ୍ରାମ୍ୟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ l କିନ୍ତୁ ସେହି ଦିନଠାରୁ ଆଜି ସକାଳ ସୁଦ୍ଧା ସନ୍ଧାନ ମିଳିନଥିଲା l

ପ୍ରଶାସକ ଓ ସମାଜସେବୀଙ୍କ ବିୟୋଗରେ ଶୋକ ଶଭା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରତି ବଳିଷ୍ଠ ଅବଦାନ ରହିଥିବା ଦୁଇ ବ୍ୟକ୍ତି ବିଶେଶ ସମାଜସେବି ସ୍ୱର୍ଗତ କୁଞ୍ଜ ବିହାରୀ ସେନାପତି ତା ଜୁଲାଇ ୦୮ ତାରିଖ ଏବଂ ପୂର୍ବତନ ପ୍ରକଳ୍ପ ପ୍ରଶାସକ ଆ.ଇ.ଟି.ଡି.ଏ ଫୁଲବାଣୀ ଓ ବର୍ତମାନର ଅତିରିକ୍ତ ଜିଲ୍ଲାପାଳ ଗଜପତି ଜିଲ୍ଲା ସ୍ୱର୍ଗତଃ ବିରେନ୍ଦ୍ର

ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଅସରାଏ ବର୍ଷାରେ ଆସିକାରେ କୁତ୍ରିମ ବନ୍ୟା !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କୁତ୍ରିମ ବନ୍ୟା। ତ୍ରୁଟିପୂର୍ଣ୍ଣ ଡ୍ରେନେଜ ନିର୍ମାଣ ଅନଭିଜ୍ଞ ଠିକାଦାର ଯୋଗୁଁ ଅସରାଏ ବର୍ଷା ହେବା ଫଳରେ ଦୀର୍ଘ ଘଣ୍ଟା ରାସ୍ତା ଉପରେ ବର୍ଷା ଜଳ ଜମି ରହିଛି। ଆସିକା ରେ ଗତ କିଛି ବର୍ଷ ହେଲା ସରକାରୀ ଅର୍ଥ ସହ ଖେଳ

କାଲି ଖୋଲିବ ରତ୍ନଭଣ୍ଡାର

କଟକ : କାଲି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପିକୁ ସରକାର ମଂଜୁର କରିଛନ୍ତି ବୋଲି ସେ କହିଛନ୍ତି।ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା

୧୩ ଆସନରେ ଉପ ନିର୍ବାଚନ: ବୃହତ୍ତ ବିଜୟ ଦିଗରେ ଇଣ୍ଡିଆ ବ୍ଲକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏବେ ୭ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ୭ ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ବୃହତ୍ତ ବିଜୟ ଦିଗରେ ଆଗକୁ ମାଡ଼ି