ଗଞ୍ଜାମ ଜିଲ୍ଲା ମଦ ମୃତ୍ୟୁ ବିଭୀଷିକା ସୌଦାଗର ମାନେ ଏବେ ବି ସକ୍ରିୟ, ତଦନ୍ତ କୁ ନେଇ ସନ୍ଦେହ…!!

ମଦ ମାଫିଆ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ କେବେ…? ଭୁବନେଶ୍ୱର: ୪-୯ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ବି ଜିଲ୍ଲାର ଅଧିକାଂଶ ଅଞ୍ଚଳ ରେ ଏବେବି ଚୋରା ମଦ ପ୍ରସ୍ତୁତି ଚାଲିଛି। ଅବକାରୀ ଓ ପୋଲିସ ବିଭାଗ ଯେଉଁ ଅଞ୍ଚଳକୁ ଯାଉଛନ୍ତି। ସେ ଅଞ୍ଚଳ ରୁ ହଜାର ହଜାର ଲିଟର ପୋଚ…

ଗୁଣୁପୁର ବନାଞ୍ଚଳ ର ଚି଼ମ୍ପାପୁର ର ଏକ କପା ବାଡ଼ ରୁ ଏକ ମାଈ ହାତୀ ର ମୃତ ଦେହ ଠାବ …

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ବନାଞ୍ଚଳ ଚି଼ମ୍ପାପୁର ର ଏକ କପା ବାଡ଼ ରୁ ଗତ କାଲି ଵିଳମ୍ବିତ ରାତ୍ରି ରେ ଏକ ମାଈ ହାତୀ ର ମୃତ ଦେହ ଠାବ କରାଯାଇଛି l ନିକଟ ରେ ଥିବା ବିଦ୍ୟୁତ ପୋଲ କୁ ହାତୀ ଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ…

ଆଞ୍ଚଳିକ ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣଧାରଣା…

ଛତ୍ରପୁର,୪ / ୯ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପୋର୍ଟ ଓ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) କୁ ସଂଯୋଗ କରୁଥିବା ସମସ୍ତ ଗ୍ରାମ ପଞ୍ଚାୟତର ଯୁବକ ଓ ଯୁବତୀଙ୍କ ମାନଙ୍କୁ ସ୍ଥାୟୀ ଭାବେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ଗଣଧାରଣାରେ ବସି ରହିଥିବା…

ସୁଭଦ୍ରା ଯୋଜନାର ପଞ୍ଜିକରଣ ସକାଶେ ଲୋକଙ୍କ ପ୍ରବଳ ଭିଡ଼…

ଚିତ୍ରକୋଣ୍ଡା -: ସାରା ରାଜ୍ୟରେ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜ ଆଧାର କାର୍ଡକୁ ଅପଡେଟ କରିବା ଏବଂ ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ଚିତ୍ରକୋଣ୍ଡା…

ନିଟ୍ ପରୀକ୍ଷାରେ ଜିଲ୍ଲାର ଟପ୍ପର ହେଇଥିବା ଜଗନ୍ନାଥ ଚୌଧୁରୀ ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଦେଲେ…

ନବରଙ୍ଗପୁର : ନିଟ୍ ପରୀକ୍ଷାରେ ଜିଲ୍ଲାର ଟପ୍ପର ହେଇଥିବା ପଥରଲସା ର ଯୁବକ ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣେଇଛନ୍ତି NTA ଦ୍ୱାରା ପ୍ରକାଶ ପାଇଥିବା NEET ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାର ଟପ୍ପର ହେଲେ ଜଗନ୍ନାଥ ଚୌଧୁରୀ lଏହି ସଫଳତା ପାଇଁ ନବରଙ୍ଗପୁର…

ବିଷାକ୍ତ ସାପ ଦଂଶନ ରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ଙ୍କୁ ନିରାପଦ ବୁଟ୍ ବିତରଣ…

ଛତ୍ରପୁର, :ବିଷାକ୍ତ ସାପ ତଥା ସରୀସୃପ ପ୍ରାଣୀ ର ଦଂଶନ ରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ନିରାପଦ ବୁଟ୍ ବିତରଣ କରାଯାଇଛି । ଯାହା ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଉଦ୍ଭୟ ପୁରୁଷ ଓ ମହିଳା ଙ୍କୁ ନିରାପଦ ବୁଟ୍ ବିତରଣ କରାଯାଉଛି ।…

ଦୁର୍ନୀତି, ଭ୍ରଷ୍ଟାଚାର, ମଦ ମୃତ୍ୟୁ ବିରୋଧରେ ଛତ୍ରପୁରସହରରେ ଫରୱାର୍ଡ଼ ବ୍ଲକର ଜନସମ୍ପର୍କ ପଦଯାତ୍ରା !

ଛତ୍ରପୁର : ସ୍ୱାଧୀନତା ର ସାତ ଦଶନ୍ଧୀ ପରେ ମଧ୍ୟ ଦେଶର ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ସଂଘର୍ଷରତ l ଦେଶର କୃଷକ ତଥା ଚାଷୀସମାଜ ନିଜର ଝାଳ ବୁହା କଷ୍ଟ-ଉପାର୍ଜିତ ଫସଲର ଉପଯୁକ୍ତ ମୂଲ୍ୟ ଆଜିବି ପାଇ…

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାରୁ ୧୫ ଜଣଙ୍କୁ ସ୍ଵର୍ଣ୍ଣ ୧୦ ଜଣଙ୍କୁ ରୌପ୍ୟ ଓ ୧୫ ଜଣ…

ଫୁଲବାଣୀ : ଗତ ମାସ ଅଗଷ୍ଟ ୩୦ ,୩୧ ଓ ଚଳିତ ସେପ୍ଟେମ୍ବର ୧ ତାରିଖରେ କଟକର ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଏ କୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଟିଆଲ ଆର୍ଟ୍ସ ଏକାଡେମୀ ତରଫରୁ ବିଭିନ୍ନ ବର୍ଗର ଖେଳାଳି ମାନେ ଯଥା ସୁପର ସବ…

ବାର୍ଡ ଫ୍ଲୁ ତଦନ୍ତ ନେଇ ଆସନ୍ତାକାଲି ଓଡ଼ିଶାକୁ ଆସିବେ ସେଂଟ୍ରାଲ ଟିମ୍‌

ଭୁବନେଶ୍ବର: ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ରାୟଗଡ଼ା ଠାରେ ସକ୍ଷମର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ

ରାୟଗଡା : ସମଗ୍ର ଭାରତରେ ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କ ପାଇଁ କାମ କରୁଥିବା ସଂଗଠନ ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ (ସକ୍ଷମ) ତାର ଦିନିକିଆ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ବର୍ଗ ରାୟଗଡାର ଆଇଟିଡିଏ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଛି | ଉକ୍ତ…