ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜ ନେଇ ଟେନ୍‌ସନରେ ଜିନପିଙ୍ଗ ସରକାର, ପରକୀୟା ପ୍ରେମ ସଂପର୍କ ନେଇ ସନ୍ଦେହ

ନିଃସର୍ତ୍ତ ନିୟୁଜ :ପୁଣି ଚର୍ଚ୍ଚାରେ ଚୀନ । ଏଥର ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜକୁ ନେଇ। ତିନି ସପ୍ତାହ ଧରି ନିଖୋଜ ଅଛନ୍ତି କିନ୍‌ ଗାଙ୍ଗ। ଶେଷଥର ପାଇଁ ଜୁନ ୨୫ ତାରିଖରେ ତାଙ୍କୁ ଦେଖାଯାଇଥିବା ନେଇ ବିଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ତର୍ଦ୍ଧାନ ପଛରେ ହଂକଂର ଏକ ଟିଭି

ଅଗଷ୍ଟ ୧୨ରେ ଡବ୍‌ଲ୍ୟୁଏଫ୍‌ଆଇ ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୨ ତାରିଖରେ ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମହାସଂଘ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ତେବେ ଏହି ନିର୍ବାଚନ ପ୍ରକ୍ରିୟାରେ ମତଦାନରୁ ମହାରାଷ୍ଟ୍ର ବଞ୍ଚିତ ହେବ ବୋଲି ରିଟର୍ଣ୍ଣିଂ ଅଫଇସର୍ ଜଷ୍ଟିସ୍

ମଦ୍ରାସାରୁ ୧୦,୧୮୫ ଛାତ୍ର ଗାଏବ

ହରଦୋଇ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଢ଼ୁଥିବା ଛାତ୍ରଙ୍କ ନାମାଙ୍କନ ସହିତ ଆଧାର ବାଧ୍ୟତାମୂଳକ କରାଯିବା ପରେ ମଦ୍ରାସାରେ ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି । ଆଧାର ଅନିବାର୍ଯ୍ୟ ହେବାପରେ ଗତବର୍ଷ ସୁଦ୍ଧା ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଞ୍ଜୀକୃତ ୧୦ ହଜାର ୧୮୫ ଛାତ୍ର

ରୁଷ ଆକ୍ରମଣରେ ଚୀନ୍ କନ୍‌ସୁଲେଟ୍ କ୍ଷତିଗ୍ରସ୍ତ

କିଏଭ୍ : ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଗୁରୁବାର ବନ୍ଦର ସହର ଓଡେସା ଉପରେ ରୁଷ୍ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଚୀନ୍ କନ୍‌ସୁଲେଟ୍ ଅଫିସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଥିଲେ, ଏକ ବନ୍ଦର ସହର ଉପରେ

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ ବୈଠକ

ହିଞ୍ଜିଳିକାଟୁ ୨୧।୭ ହିଞ୍ଜିଳିକାଟୁ ରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଵ୍ୟାଡମିଣ୍ଟନ ପ୍ରତିଯୋଗିତା ଆସନ୍ତା ୨୮ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏ ନେଇ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରର ସଭାଗୃହରେ ପାକପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଘରୋଇ ବିଦ୍ୟାଳୟ ସଂଘର ବିକ୍ଷୋଭରେ ବନ୍ଦ୍ ପାଳିଲେ ଚିତ୍ରକୋଣ୍ଡା ଡି.ଏ.ଭି. ଗୁରୁକୁଳ ବିଦ୍ୟାଳୟ

ଚିତ୍ରକୋଣ୍ଡା (୨୧/୦୭) : ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ , ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ୟାଳୟ ମାରଣନୀତି ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳୀନ ରାଜ୍ୟସ୍ତରୀୟ ବିକ୍ଷୋଭ ୨୧ ଜୁଲାଇ ୨୦୨୩ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଛି । ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ

ଘର ଆଗରୁ ଗାଡ଼ି ଚୋରି, ଥାନାରେ ଏତଲା

ଦାରିଙ୍ଗବାଡି,୨୧/୭ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ପଞ୍ଚାୟତ ଆଦିବାସୀ ଗ୍ରାମରୁ ଘର ଆଗରୁ ବୋଲେରୋ ପିକଅପ ଗାଡ଼ି ଚୋରି କରି ନେଇଗଲେ ଦୁର୍ବୁତ୍ତ l ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ୫୯ ନମ୍ୱର ଜାତୀୟ ରାଜପଥ କଡ଼ରେ ରହିଥିବା ବେଳେ ଗାଡ଼ି ଟି ଘର ଆଗରେ ଥିଲା ।

ବାଂଜାମହା-ସଲାଗୁଡ଼ି ରାସ୍ତା ପାଲଟିଛି ମରଣଯନ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୨୧/୭, ଆଜି ବି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନେକ ଉପାନ୍ତ ଅଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ । ଯାହାରି ଫଳରେ ଅନେକ ସମୟରେ ଯାତାୟାତରେ ବାଧା ସୃଷ୍ଟି ହେଉଛି । କେତେବେଳେ ରାସ୍ତାରେ ବଡ଼ ବଡ ପଥର ବାହାରି ରହୁଚି ତ ଆଉ କେତେବେଳେ କାଦୁଅ ହୋଇ ରହୁଚି ।

ମଳ ଉପଚାର କେନ୍ଦ୍ରର ସୁପରିଚାଳନା ନେଇ କର୍ମଶାଳା

ସୁନ୍ଦରଗଡ /ରାଉରକେଲା : ଶୁକ୍ରବାର ସ୍ଥାନୀୟ ହୋଟେଲ ପରିସରରେ ୫-ଟି ଉପକ୍ରମ ଅଧୀନରେ ଏକ କ୍ଳଷ୍ଟର ସ୍ତରୀୟ ଟିମ୍‌ ଗଠନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୌରସଂସ୍ଥା ଓ ମଳ ଉପଚାର କେନ୍ଦ୍ର ମଧ୍ୟରେ କିଭଳି ସମନ୍ବୟ ରଖାଯାଇ କେନ୍ଦ୍ରର ସୁପରିଚାଳନା କରାଯିବ ସେ ନେଇ କର୍ମଶାଳାରେ ଆଲୋକପାତ

ଚିକିଟି ତହସିଲଦାରଙ୍କୁ ଫୋନରେ ଧମକ ଦେବା ମହଙ୍ଗା ପଡିଲା , ଯୁବକକୁ ବାନ୍ଧିଲା କେ. ନୂଆଁଗାଁ ଥାନା ପୋଲିସ

ଚିକିଟି : ଚିକିଟି ତହସିଲଦାରଙ୍କୁ ଫୋନରେ ଧମକ ଦେବା ମହଙ୍ଗା ପଡିଲା , ଯୁବକକୁ ବାନ୍ଧିଲା କେ. ନୂଆଁଗାଁ ଥାନା ପୋଲିସ । ଗତ ୧୫ ତାରିଖ ପୂର୍ବାହ୍ନରେ ଚିକିଟି ତହସିଲଦାର, ବିଶ୍ୱରଂଜନ କାନହର, ଆର.ଆଇ ବଳରାମ ପ୍ରଧାନ, ଯାଞ୍ଚରେ ସେମାନେ "Y" ଫର୍ମ ସମୟକୁ ନେଇ ଯାଞ୍ଚ କରିଥିଲେ । ଅନିୟମିତତା