Sign in
Sign in
Recover your password.
A password will be e-mailed to you.
ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ସକ୍ରିୟ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ୨ ଟି ସ୍ଥାନରେ ଅତିପ୍ରବଳ, ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତଥ୍ୟ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ!-->…
‘ନେପାଳ ରାସ୍ତା ଦେଇ ଭାରତ ଆସିବା ମୋର ଭୁଲ ହୋଇଯାଇଛି, କ୍ଷମା କରି ମୋତେ ଗ୍ରହଣ କରି ନିଅନ୍ତୁ’: ସୀମା
ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କୁ ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପଚରାଉଚରା କରିବାର ତିନିଦିନ ପରେ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି। ଏହି ବ୍ୟକ୍ତିଙ୍କ ନାମ ହେଉଛି ଫାହଦ ସୟେଦ ଅବ୍ବାସି।ସୀମା ଏହି ବ୍ୟକ୍ତିଙ୍କୁ ନେଇ କହିଛନ୍ତି, ‘ଫାହଦ!-->…
ନୟାଗଡ ଦଶପଲ୍ଲା ଟାକରା ଛକରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲେ ଗ୍ରାମବାସୀ
ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଟାକରା ଛକରେ ବୋମାମାଡ଼ । ଗୋପାଳପୁର ଗାଁର ଶ୍ରୀନିବାସ ବେହେରା ଏହି ବୋମାମାଡ଼ କରିଥିବା ଜଣାପଡିଛି । କାବୁ ଟାକରା ଛକରେ ଥିବା ଶକ୍ତିକାନ୍ତ ଷଡଙ୍ଗୀଙ୍କ ଚା ଦୋକାନ ଓ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘର ଆଗରେ ବୋମାମାଡ କରିଛି ଶ୍ରୀନିବାସ । ତେବେ!-->…
ଗୋ ଫାଷ୍ଟକୁ ଉଡ଼ାଣ ଅନୁମତି ଦେଲେ ଡିଜିସିଏ
ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ ଆର୍ଥିକ ସଂକଟରେ ପଡ଼ିଥିବା ଘରୋଇ ବିମାନ ସେବା କମ୍ପାନି ଗୋ ଫାଷ୍ଟକୁ କେତେକ ସର୍ତ୍ତ ସହ ବିମାନ ଚଳାଚଳ ଆରମ୍ଭ ପାଇଁ ଅନୁମିତ ଦିଆଯାଇଛି । ୨୨ଟି ବିମାନ ସହ ସେବା ଆରମ୍ଭ କରିବାକୁ କମ୍ପାନି ପ୍ରସ୍ତାବ ଦେଇଥିଲା ।ଡିଜିସିଏ!-->…
ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା
ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ପରାମର୍ଶ । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ଆହ୍ଵାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଭବିଷ୍ୟତ ପିଢ଼ି!-->…
ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲା ଏସଆରସି
ଭୁବନେଶ୍ୱର: ରାଜ୍ୟରେ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନ ବା ଏସଆରସି ସୂଚନା ଜାରି କରିଛନ୍ତି । ଏସଆରସିଙ୍କ ସୂଚନା ମୁତାବକ ଆସନ୍ତ ୨୬ କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଲଘୁଚାପ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି କ୍ରମରେ!-->…
ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ
ପୁରୀ: ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର ଚାରିଦିନ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ ହୋଇଛି । ମିଳିଥିବା ସୂଚନା ମୁତାବକ ୨୦୧୮ ପରିଚାଳନା କମିଟି!-->…
ଆଉ ଜଣେ ନକଲି ଡାକ୍ତରକୁ ଖୋଜୁଛି ପୋଲିସ
କଟକ: ନିକଟରେ ନକଲି ଡାକ୍ତରଙ୍କ ଖୁଲାସା ପରେ କଟକରେ ଦ୍ୱିତୀୟ ନକଲି ଡାକ୍ତରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ଡାକ୍ତର ଜଣକ ଫେରାର ଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରିନାହିଁ। ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ଡାକ୍ତର ବିଭିନ୍ନ ସ୍ଥାନରେ!-->…
ଏଟିଏସ୍ ଜେରା ଭିତରେ ସଚିନଙ୍କ ସହ ନିଜ ବାହାଘରର ଫଟୋ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ସୀମା
ନୂଆଦିଲ୍ଳୀ: ବେନିୟମ୍ ଭାବେ ନେପାଳ ସୀମା ପାର୍ କରି ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ କାହାଣୀ ପ୍ରତିଦିନ ନୂଆ ମୋଡ଼ ନେଉଛି। ହିନ୍ଦୁସ୍ତାନୀ ପ୍ରେମିକ ସଚିନ ମୀନାଙ୍କ ପାଇଁ ସୀମା ପାକିସ୍ତାନ ଛାଡ଼ି ହିନ୍ଦୁସ୍ତାନ ଆସିଥିବା ବେଳେ ସେ ପାକ୍ ଗୁପ୍ତଚର!-->…
ଶିକ୍ଷୟତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିଯୁକ୍ତ ମହିଳା ଗିରଫ
ବସ୍ତା: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସଗଡାଶୁଳା ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଜଣେ ମହିଳା ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ମାଡ଼ ମାରିବା ଅଭିଯୋଗରେ ହରପ୍ରିୟା ମହାନ୍ତି ନାମକ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ଏହି ହିଂସାତ୍ମକ ଘଟଣା ସେତେବେଳେ ସାମ୍ନାକୁ!-->…